ସରପଞ୍ଚ ହେଵ ତ ଏମିତି ଏହି ବୁଢୀ ମାଙ୍କର କେହି ନଥିବାରୁ ନିଜ ହାତରେ ତାଙ୍କର ସେବା ଯତ୍ନ କରୁଛନ୍ତି , ଦୟାକରି ଏହି ମହିଳା ସରପଞ୍ଚଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ

0

କଥା ରେ ଅଛି କି ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ।କଣ ଆମେ ମାନେ ଯାହା ଶୁଣିଥିଲେ ତାହା କଣ ସତ କି ଯେତେବେଳେ ଦୁଃଖ ଆସେ ସେ ତାର ଘର ପରିବାରଙ୍କୁ ନେଇକି ଆସେ ।କୁହାଯାଏ କି ସୁଖ ର ରାତି ଟି ଜଲଦି ସରିଯାଏ, କିନ୍ତୁ ଦୁଃଖର ରାତି ବହୁତ୍ ଦିନ ରହିଥାଏ,ଆଉ କଣ ସବୁ ଦୁଃଖ ଭଗବାନ ଗରିବ ମାନଙ୍କ ଭାଗ୍ୟ ରେ ଦେଇଥାନ୍ତି ।

ସେଇ ଦୁଃଖ ର ରାତି ଟିକୁ ସରିବା ପାଇଁ ବହୁତ୍ ଜଣ ତା ପଛରେ ଦଉଡ଼ି ଚାଲିଥାନ୍ତି,ଆଉ କେତେ ଜଣ ସେଇ ଜୀବନର ଚଲା ପଥରେ ହାରିଯାଇ ନିଜକୁ ତ୍ୟାଗ କରିଦିଅନ୍ତି ,କିନ୍ତୁ ଏମିତି କରିବା ସମ୍ପୂର୍ଣ ଭୁଲ ଯଦି ଆମେ ସେଇ ଦୁଃଖ କୁ ଦୂରେଇବା ପାଇଁ ଲାଗି ପଡ଼ିବା ତ ଦୁଃଖ କୁ ଦୂରେଇ ପାରିବା ।ଆମ ଆଖି ଆଗରେ ଏମିତି କିଛି ଘଟଣା ଘଟି ଯାଉଚି ଯାହା ହୃଦୟ ବିଦାରକ ।

ତେବେ କୁହା ଯାଏ କି ମଣିଷ ହେଉଛି ଏହି ସାରା ପୃଥିବୀ ର ସବୁଠୁ ଶ୍ରେଷ୍ଠ ପ୍ରାଣୀ। ତେବେ ଭଗବାନ ମଣିଷ ଭିତରେ ସବୁ ପ୍ରକାର ଶକ୍ତି ଦେଇଛନ୍ତି। ତେଣୁ ମଣିଷ ଭିତରେ ଭାବିବା ଶକ୍ତି ମଧ୍ୟ ରହିଛି। ତେବେ ଏହି ସମାଜ ସବୁ ପ୍ରକାର ପ୍ରାଣୀ ଙ୍କୁ ନେଇ ରହିଛି।ତେବେ ଆଜି ର ଏହି ମଣିଷ ମାନ ଙ୍କ ଚିନ୍ତାଧରା ରେ ଅନେକ ପରିବର୍ତନ ଆସି ଯାଇଛି।ତେବେ ପ୍ରତେକ ମଣିଷ କେବଳ ନିଜ କଥା ଚିନ୍ତା କରୁଛନ୍ତି,ନିଜେ ଭଲ ରେ ନିଜେ ଖୁସି ରେ ରହିବେ । ତେବେ ପ୍ରତେକ ମଣିଷ ସ୍ୱାର୍ଥପର ପାଲଟି ଯାଇଛି।

ତେବେ ଭଗବାନ ମଣିଷ ମାନଙ୍କ ଭିତରେ ଦୟା ର ଶକ୍ତି ମଧ୍ୟ ଦେଇଛିନ୍ତି।ଆମ ସମାଜ ରେ ଅନେକ ଗରିବ ପରିବାର ରହିଛନ୍ତି। ଯେଉଁ ମାନେ ଦି ମୁଠା ଖାଇବାକୁ ମଧ୍ୟ ପାଉ ନାହାନ୍ତି।ତେବେ ଦେଶ ବହୁତ ଆଗକୁ ଯାଉଛି ସତ ,କିନ୍ତୁ ଆଜିବି ଦେଶ ରେ ଅନେକ ଗରିବ ଲୋକ ରହିଛନ୍ତି।ଯେଉଁ ମାନଙ୍କ ପାଇଁ ଆଜିବି ଘର ଦ୍ୱାରା , ଆଲୋକ ସ୍ବପ୍ନ,ଆଉ କେଉଁ ମାନେ ମୂଲ୍ ଲାଗି ଦି ପଇସା ଆଣିଲେ ଘରେ ଚୁଲି ଜଲେ ନହେଲେ ନାହିଁ। ତେବେ ଏମିତି ଲୋକ ଆମ ଦେଶ ରେ ଆମ ଓଡ଼ିଶାରେ ଅନେକ ଅଛନ୍ତି।ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଲୋକ ମାନଙ୍କୁ ସାହାଯ୍ୟ କରିବାପାଇଁ ସାହାଯ୍ୟର ହାତ ବଢାଇଛନ୍ତି।

ତେବେ କେନ୍ଦୁଝର ଜିଲ୍ଲାର ମୁକୁନ୍ଦପୁର ପାଟଣା ଗ୍ରାମପଂଚାୟତର ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଯିଏକି ନିଜ ପଂଚାୟତର ପ୍ରତେକ ଗରିବ ଲୋକଙ୍କ ପାଖରେ ପହଂଚି ସେମାନଙ୍କର ସୁଖ ଦୁଃଖ ବୁଝୁଛନ୍ତି ଓ ଅସହାୟ ବୃଦ୍ଧା ଲୋକମାନଙ୍କର ନିଜ ହାତରେ ସେବା ଯତ୍ନ କରୁଛନ୍ତି ।ତେବେ ଏଭଳି ଜଣେ ମହାନ ସରପଞ୍ଚ ମହୋଦୟ,ଯେ କି ନିଜର ସାହାଯ୍ୟ ଓ ସେବା ପାଇଁ ସମସ୍ତଙ୍କର ଗୌରବ ହୋଇପାରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।