ନଖ ଉପରେ ହେଉଥିବ ଏହି ଧଳା ଚିହ୍ନ ର ଅର୍ଥ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି ।ଗୋଟିଏ ମଣିଷର ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଏକ ରହସ୍ୟ ବୋଲି ମଧ୍ୟ କୁହାଯାଏ । ଯଦିଓ ଭଗବାନ ଆମ ସମସ୍ତ କୁ ଗୋଟିଏ ଜାତି ତଥା ମଣିଷ ଜାତି ରୂପରେ ଗଢିଛନ୍ତି କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଗୁଣ କୁ ନେଇ ଜନ୍ମ ଗ୍ରହଣ କରିଥାଏ ।ଏବଂ ତାହାର ଏହି ଅନ୍ୟନ୍ୟ ଗୁଣ ତାର ଜନ୍ମ ଠାରୁ ତା ସହ ଜଡିତ ହୋଇରହିଥାଏ ।ତେବେ ଆମେ ଆଜି ଆପଣ ଙ୍କୁ ଜଣେ ବ୍ୟକ୍ତି ଜନ୍ମ ସହ ଜଡିତ ଏମିତି ଏକ ରମାଞ୍ଚକ ତଥ୍ୟ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ।

ତେବେ ଆପଣ ଦେଖିଥିବେ କି ଅନେକ ଲୋକ ମାନଙ୍କର ହାତ ର ନଖ ରେ କେବେକେବେ ଧଳା ବା ହଳଦିଆ ରଙ୍ଗର ଦାଗ ହୋଇଥାଏ ।ତେବେ ଆମେ ସାଧାରଣତ୍ୱ ଏହା ଉପରେ ସେତିକି ଧ୍ୟାନ ଦେଇନଥାଉ ।କିନ୍ତୁ ଆମେ ଆପଣ ଙ୍କୁ କହିରଖୁଛୁ ଯେ ଏହା ପଛରେ ମଧ୍ୟ ଏକ କାରଣ ରହିଥାଏ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ହାତ ନଖ ର ଉପରେ ଏହିପରି ଧଳା ଓ ହଳଦିଆ ରଙ୍ଗର ଚିନ୍ହ ହେଲେ ଏହା ଆମକୁ କଣ ସୂଚନା ଦେଇଥାଏ।

୧.ଯଦି ଆପଣଙ୍କ ତର୍ଜମା ବା ବିଷ ଆଙ୍ଗୁଠି ରେ ଏହି ଧଳା ବା ହଳଦିଆ ରଙ୍ଗର ଚିନ୍ହ ରହିଛି ତ ଏହାର ଅର୍ଥ ହେଉଛି କେହି ଜଣେ ନୂଆ ବନ୍ଧୁ ବା ଜୀଵନ ସାଥି ଆପଣଙ୍କ ଜୀଵନ କୁ ଆସିବାକୁ ଯାଉଛନ୍ତି।
୨.ଯଦି ଏହି ଧଳା ବା ହଳଦିଆ ରଙ୍ଗର ଚିନ୍ହ ଆପଣ ଙ୍କର ମଧ୍ୟମା ଆଙ୍ଗୁଠି ରେ ଦେଖା ଦିଏ ତାହାର ଅର୍ଥ ଆପଣ ଜାଣିନିଅନ୍ତୁ ଯେ କେହି ଜଣେ ଜିନ ଲୋକ ଆପଣ ଙ୍କ ସହ ବିଶ୍ୱାସଘାତକତା କରିବାକୁ ଯାଉଛି ଏବଂ ସତର୍କ ହୋଇଯାଅନ୍ତୁ।

୩.କିନ୍ତୁ ଯଦି ଏହି ଧଳା ରଙ୍ଗର ଚିହ୍ନ ଆପଣ ଙ୍କର ଅନାମିକା ଆଙ୍ଗୁଳି ରେ ଦେଖାଯାଏ ତ ଏହା ର ଅର୍ଥ ହେଉଛି ଆପଣ ଙ୍କର ସୌଭାଗ୍ୟ ର ଦିନ ଆସୁଛି ।ଏବଂ ଅନେକ ନୂଆ ଲୋକ ଆପଣଙ୍କ ଜୀବନ କୁ ଆସୁବାକୁ ଯାଉଛନ୍ତି ।
୪.ଯଦି ଏହି ଧଳା ବା ହଳଦିଆ ରଙ୍ଗ ର ଚିହ୍ନ ଆପଣ ଙ୍କର ସବୁଠାରୁ ଛୋଟ ବା କନିଷ୍ଠ ଆଙ୍ଗୁଠି ରେ ଦେଖାଯାଏ ତ ଏହାର ଅର୍ଥ ହେଉଛି ଏହା କି ଯେ ଆପଣ ବହୁତ ଶୀଘ୍ର କୁଆଡେ ବାହାର ବା ବିଦେଶ କୁ ବୁଲିବାକୁ ଯିବେ ।

୫.ଏବଂ ଯଦି ଏହି ଧଳା ରଙ୍ଗର ଚିହ୍ନ ବୁଢା ଆଙ୍ଗୁଠି ରେ ଦେଖାଯାଏ ତାହେଲେ ବୁଝିଯାଆନ୍ତୁ କି ଆପଣଂକୁ ଆପଣ ଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ର ଶୁଭ ଫଳ ମିଳିବାକୁ ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।