ପବିତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ର ରେ ଲୁଚି ରହିଛି ଏହି ସବୁ ଶକ୍ତି। ଜାଣନ୍ତୁ କଣ ରହିଛି ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ର ର ପ୍ରକୃତ ରହସ୍ୟ।

0

ମହାଦେବ ଶିବ ଶମ୍ଭୁ ତ୍ରିଦେଵ ଙ୍କ ମଧ୍ୟରୁ ଜଣେ ଅଟନ୍ତି। ମହାଦେବ ଶିବ ଶମ୍ଭୁ ମହେଶ୍ବର ନାମରେ ମଧ୍ୟ ପରିଚିତ ଅଟନ୍ତି। ତେବେ ମହାଦେବ ଶିବ ସଂବୁ ଙ୍କୁ ପ୍ରସନ୍ନ କରିବାର ଅନେକ ମାଧ୍ୟମ ରହିଛି । ଯାହା ମଧ୍ୟରୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ର ଯପ କରିବା ସବୁ ଠାରୁ ଉତ୍କୃଷ୍ଟ ଉପାୟ ଅଟେ। ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ର ରେ ଶକ୍ତି ରହିଛି ଯାହାକି ବ୍ୟକ୍ତିକୁ ଆମର କରିବାର ମଧ୍ୟ ଶକ୍ତି ଏହି ମନ୍ତ୍ରରେ ଲୁଚି ରହିଛି।

ତେବେ ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଟି ହେଉଛି:-
“ଓଁ ତ୍ରୟଂବକମ୍ ୟାଜା ମହେ ସୁଗନ୍ଧିମ ପୁଷ୍ଟି ବର୍ଧନଂ
ଉର୍ବାରୁକ ମିବ ବନ୍ଧନତ ମୃତ୍ୟୁରମୁଖେ ଅମା ମୃତତ୍।”

ଏହି ମନ୍ତ୍ର ରେ ଅନେକ ଶକ୍ତି ରହିଛି। ଏହି ମନ୍ତ୍ର କୁ ପ୍ରତିଦିନ ସକାଳୁ ଅତିକମ୍ ରେ ତିନିଥର ଯପ କରନ୍ତୁ। ଦେଖିବେ ଆପଣଙ୍କ ର ସବୁ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ଘରକୁ କିମ୍ବା ଆପଣଙ୍କ ଉପରକୁ କୌଣସି ପ୍ରକାର ର ବିପଦ ଆସିବ ନାହିଁ। ଏହା ଡାହା ଆପଣଙ୍କ ର ଆଗକୁ ଆସିବାକୁ ଥିବା ବଡ ବିପଦ ଗୁଡିକ ମଧ୍ୟ ସବୁ ଦୁର ହୋଇଯିବ।


ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଯପ କରିବା ଦ୍ୱାରା ଘରେ କେବେବି ଧନ ର ଅଭାବ ଦେଖା ଦେବ ନାହିଁ। ଏବଂ ଆପଣଙ୍କ ଆର୍ଥିକ ସମସ୍ୟା ସବୁ ଆପେ ଆପେ ଦୁର ହୋଇଯିବ। ଏହି ମହା ମୃତ୍ୟଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ର କେବେବି ଆକାଳ ମୃତ୍ୟୁ ଘଟିବ ନାହିଁ। ଆପଣଂକୁ ସର୍ବଦା ବିପଦ ର ଆଗୁଆ ସୂଚନା ମିଳିଯିବ। କେବେଳ ଏତିକି ନୁହଁ ଏହି ମନ୍ତ୍ର ଟି ପ୍ରଭୁ ଶିବଙ୍କ ର ଅତି ପ୍ରିୟ ମନ୍ତ୍ର ଅଟେ ଯାହା କି ଯପ କରିବା ଦ୍ୱାରା ଆପଣଙ୍କ ଉପରେ ମହାଦେବ ଙ୍କ ର ଆଶୀର୍ବାଦ ସର୍ବଦା ଲାଗି ରହିବ।

ଏହି ମନ୍ତ୍ର କୁ ଯପ କରିବା ଦ୍ୱାରା ଆପଣଙ୍କ ଦାରୀରରେ ଅନେକ ସକାରାତ୍ମକ ଶକ୍ତି ର ଜାଗ୍ରତ ହେବ ଜାହାକି ଆପଣଙ୍କ ଶରୀର କୁ ସମ୍ପୂର୍ଣ ନିରୋଗ ରଖିବ। ଏହା ସହ ଆପଣଙ୍କ ର କୌଣସି ପ୍ରକାର ର ବ୍ୟାଧି ଦେଖା ଦେବ ନାହିଁ। ମୃତ୍ୟୁ ଠାରୁ ଏହି ମନ୍ତ୍ର ଯଥା ସମ୍ଭବ ଆପଣଂକୁ ଦୁରେଇ ରଖିବ। ତେବେ ଏତିକି ନୁହଁ ଏହି ମନ୍ତ୍ର ଟି ମଧ୍ୟ ସବୁ ମନ୍ତ୍ର ଅପେକ୍ଷା ଶକ୍ତିଶାଳୀ ଅଟେ।


ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ପାଖକୁ କୌଣସି ଦୁଷ୍ଟ ଶକ୍ତି ଆସିବେ ନାହିଁ। କେବେଳ ଏତିକି ନୁହଁ ଆପଣଙ୍କ ପାଖକୁ ଯଦି କୌଣସି ଦୁଷ୍ଟ ଶକ୍ତି ଆସେ ତେବେ ଏହି ମନ୍ତ୍ର ଜପ କରବା ଦ୍ୱାରା ତାହା ସଂଗେ ସଂଫେ ଆପଣଙ୍କ ଠାରୁ ଦୂରେଇ ଯାଏ। ତେଣୁ ସବୁଦିନ ଏହି ପବିତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଆପଣ ଯପ କରନ୍ତୁ ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।