ଦେଖନ୍ତୁ ଭିଡିଓ – ପିଙ୍କି ପ୍ରଧାନ ଏମିତି କହିଲେ ମୁଖ୍ୟମନ୍ତ୍ରୀଙ୍କୁ ଆପଣ ସ୍ୱପ୍ନ ରେ ଭାବି ନଥିବେ ଦେଖନ୍ତୁ ଏହି ଭିଡ଼ିଓ ସାରା ଓଡିଶା ରେ ଭାଇରାଲ ହେବାରେ ଲାଗିଛି

0

ତେବେ ଆପଣ ମାନେ ଜାଣିଥିବେ ଓଡ଼ିଶା ରେ କାଳିଆ ଯୋଜନା ର ଟଙ୍କା କୁ ନେଇ ରାଜ୍ୟ ରେ ବହୁତ ଥର ବିଭିନ୍ନ ହଇ ଚଇ ସୃଷ୍ଟି ହୋଇଛି । ଯେଉଁଥି ରେ ଲୋକ ମାନେ ବହୁଳ ଭାବେ ଉପକୃତ ହୋଇଛନ୍ତି । ତେବେ ବହୁ ମାତ୍ରା ରେ ଚାଷୀମାନେ ଉପକୃତ ହେବା ସହ ନିଜର ଚାଷ କାର୍ଯ୍ୟକୁ ବହୁଳ ଭାବେ ସେମାନେ ସଫଳ କରିପାରିଛନ୍ତି । ତେବେ ଅନ୍ୟ କ୍ଷେତ୍ର ରେ ମଧ୍ୟ ଏହାର କିଛି ଖରାପ ବ୍ୟବହାର ମଧ୍ୟ ଲୋକ ମାନେ କରିଛନ୍ତି । ଯେଉଁଥିରେ ଲୋକମାନେ ଏହାକୁ ନେଇ ମଦ ମାଂସ ମଧ୍ୟ ଖାଇଛନ୍ତି ।

ତେବେ ଓଲିଉଡ ଆକଟ୍ରେସ ପିଙ୍କି ପ୍ରଧାନ ଙ୍କୁ ତ ଆପଣ ଭଲ ଭାବେ ଜାଣିଥିବେ । ତେବେ ଆପଣ ମାନେ ଜାଣିଥିବେ ସେ ବିଜେପି ଦଳର ଜଣେ ପ୍ରତିନିଧି । ତେବେ ସେ ଲୋକମାନଙ୍କ ର ଏହି ନେଗେଟିଭ ସାଇଟ କୁ ଧରି କହିଛନ୍ତି କି ଏହି ପଇସା କୁ ଗରିବ ଚାଷୀ ମହିଳା ମାନଙ୍କୁ ଦେଇଥିଲେ ସେମାନେ ନିଜର ଘର ଛପର କରିଥାନ୍ତେ , ନିଜ ପିଲା ଛୁଆ ଙ୍କୁ ଭଲ ଟିକେ ଖାଇବାକୁ ଦେଇପାରିଥାନ୍ତେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ହଁ ଏହା ସମ୍ପୂର୍ଣ ସତ୍ୟ ଘଟଣା ଆମର ମାନନୀୟ ଓ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବହୁତ୍ ବୁଦ୍ଧି ବାହାର କରି କିଛି କିଛି ଗରିବ ଦୁଃଖୀ ମୂଲିଆ ଲୋକ ଙ୍କ ମୁଖ ରେ ହସ ଫୁଟେଇବା କାଳିଆ ଯୋଜନା କରିଥିଲେ ।ଏପରି ଯୋଜନା କରିବା ଦ୍ୱାରା ଚାଷୀ ମୂଲିଆ ଲୋକ ମାନେ ନିଜ କ୍ଷେତ ରେ କିଛି ଅର୍ଥ ଖର୍ଚ୍ଚ କରି କିଛି ଶସ୍ୟ ପାଇ ପାରିବେ ଏବଂ ଆମ ଓଡ଼ିଶା ରେ ଖାଦ୍ୟ ର କୌଣସି ଅଭାବ ଦେଖା ଯିବ ନାହି।

ହଁ ଆମର ମାନନୀୟ ଓ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏମିତି ନିୟମ କରିବାର ମୁଖ୍ୟ କାରଣ ହଉଚି କି ଗୋଟିଏ ବର୍ଷ ରେ କେତେ କେତେ ଚାଷୀ ଭାଇ ମାନେ ନିଜ ଚାଷ ର କ୍ଷତି ସହି ନପାରି ବିଷ ପିଇ କିମ୍ବା ଫାସୀ ଦେଇ ମୃତ୍ୟୁବରଣ କରୁଥିବାର ଖବର ବହୁତ୍ ଥର ପଦାକୁ ଆସିଥିଲା ।କେବଳ ସେଇ ମାନଙ୍କ ଖୁସି ପାଇଁ ସରକାର କାଳିଆ ଯୋଜନା ପରି ନିୟମ କରିଥିଲେ । କିନ୍ତୁ କେତେକ ଲୋକ ଏହାର ଦୂର୍ ବ୍ୟବହାର କରିଥିଲେ ।ଯେମିତି ପଇସା କୁ ଚାଷ କାମରେ ବ୍ୟବହାର କରିବା ବଦଳରୁ ସେମାନେ ମଦ ଆଉ ମାଂସ ଖାଇଲେ ତ ପରେ ନିଜ ଘରକୁ ଆସି ପିଲା ଛୁଆ ଆଉ ସ୍ତ୍ରୀ ଉପରେ ମଦ ଗଲି କଲେ ।

ସେଇ ମାନଙ୍କର ଟଙ୍କା ର ଦୂର୍ ବ୍ୟବହାର ପାଇଁ ଓଲିଉଡ ର ହିରୋଇନ୍ ପିଙ୍କି ପ୍ରଧାନ କହିଛନ୍ତି ସେଇ ସବୁ ପଇସା ଯଦି ସେଇ ଚାଷୀ ଭାଇ ମାଙ୍କର ସ୍ତ୍ରୀ ମାନଙ୍କ ହାତ ରେ ଦିଆ ହେଇଥାନ୍ତା ତ କିଛି ଟା ସୁବିଧା ହେଇଥାନ୍ତା ।ମହିଳା ମାନେ ସେଇ ପଇସା ର ଅପଚୟ ନା କରି ନିଜ ଘର ର ଛାତ କାମ କରି ପାରିଥାନ୍ତେ ତ ହେଲେ ନିଜ ପିଲା ଛୁଆ ଙ୍କୁ ଭଲ ଦୁଇ ଗୁଣ୍ଡା ଖାଇବା ପାଇଁ ଦେଇ ପାରିଥାନ୍ତେ ।ହଁ ତାଙ୍କ କହିବା କଥାରେ ତାତ୍ପର୍ଯ୍ୟ ଅଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।