ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ୧୮ ବର୍ଷରୁ କମ ବୟସର ଯୁବତୀ ମଧ୍ୟ କରିପାରିବେ ବିବାହ ! ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

0

୧୮ ବର୍ଷରୁ କମ ବୟସ ର ଯୁବତୀ ମଧ୍ୟ କରି ପାରିବେ ବିବାହ, ହାଇକୋର୍ଟଙ୍କ ନିଷ୍ପତ୍ତି ହୋଇଛି ।କଣ ଏହା କରିବା ଟା ଠିକ୍ ।ଏମିତି କରିବା ଦ୍ୱାରା ସେଇ କାମ ବୟସ ର ଯୁବତୀ ଙ୍କ ର କିଛି ଅସୁବିଧା ହେବ ନାହିଁ କି ! ସରକାର ଏମିତି ନିୟମ କରିବା ପଛରେ କଣ କିଛି କାରଣ ରହିଛି କି ! ଅଗୋରୁ ମଧ୍ୟ ସରକାର ଙ୍କ ନିଷ୍ପତି ଆଉ ହାଇକୋର୍ଟ ଙ୍କ ର ନିଷ୍ପତି ଅନୁସାରେ କଣ ବୟସ ର ଝିଅ ମାନଙ୍କର ବିବାହ ହବା ପାଇଁ ବାରଣ ହୋଇ ଥିଲା ।

ସରକାର ଙ୍କ ଦଖିଲ ଅନୁସାରେ ଗୋଟେ ଝିଅ ଟି ୧୯ ବର୍ଷ ରୁ ଉର୍ଦ୍ଧ ହେବ ପରେ ବିବାହ କରି ପାରିବେ ଏବଂ ଗୋଟେ ପୁଅ ୨୪ବର୍ଷ ପରେ ବିବାହ କରି ପାରିବେ । ଏମିତି କରିବା ଦ୍ଵାରା ଉଭୟ ପକ୍ଷ ରେ ଲାଭ ହେବ ।ଝିଅ ର ହଉ କୁ ପୁଅ ର ହଉ କାହାରି କିଛି ଭି ଅସୁବିଧା ହେବ ନାହିଁ ।ତେବେ ଏମିତି ନିୟମ କରିବା ପଛର କାରଣ କଣ ରହିଛି ଚାଲନ୍ତୁ ଜାଣିବା ।

ବିବାହ କରିପାରିବେ ନାବାଳିକା । ୧୮ ବର୍ଷ ରୁ କମ୍ ବୟସ ର ଯୁବତୀ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇ ପାରିବେ । ଏନେଇ ଏକ ମାମଲାର ଶୁଣାଣି କରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।ହାଇକୋର୍ଟଙ୍କ କହିବାନୁସାରେ, ଜଣେ ୧୮ ବର୍ଷ ରୁ କମ୍ ବୟସ ର ମୁସଲିମ ଯୁବତୀ ବିବାହ କରି ପାରିବେ । ଯଦି ସେ ଯୁବା ବସ୍ଥାରେ ପହଁଚି ସାରିଛନ୍ତି ତାହେଲେ ମୁସଲିମ ପର୍ସନାଲ ଲ ଆଧାରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ।

ନ୍ୟାୟମୂର୍ତ୍ତି ଅଲକା ସରିନ ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ  ବିଭିନ୍ନ ଅଦାଲତ ର ଆଦେଶ ଓ ମୁସଲିମ୍ ପର୍ସନାଲ ଲର ବିଦ୍ୱାନ ସର ଦିନେଶା ଫରଦୁନଜୀ ମୁଲ୍ଲା ଙ୍କ ଦ୍ୱାରା ଲିଖିତ ମୋହମ୍ମଡନ ଆଇନ ଆଧାର ରେ ଏହା କହିଛନ୍ତି । ମୋହମ୍ମଡନ ଆଇନର ଅନୁଚ୍ଛେଦ ୧୯୫ରେ ଏହି ବ୍ୟବସ୍ଥା ରହିଛି ।

ଅନୁଚ୍ଛେଦ ୧୯୫ ରେ ମୁସଲିମ୍ ପର୍ସନାଲ ଲ ଆଧାରରେ ବିବାହ ପାଇଁ ଯୋଗ୍ୟତା ବାବଦରେ ବ୍ୟାଖ୍ୟା କରାଯାଇଛି । ଖଣ୍ଡପୀଠ ଏହି ଅନୁଚ୍ଛେଦ ଆଧାର ରେ କୋର୍ଟ କହିଥିଲେ ଯେ, ୧୫ ବର୍ଷ ବୟସ ହେବା ପରେ ଝିଅ ଯୁବାବସ୍ଥା ରେ ପହଁଚିଛନ୍ତି ନା ନାହିଁ ଜାଣିହେବ ।ନ୍ୟାୟମୂର୍ତ୍ତି ଅଳକା ସରିନ୍ ଗତ ଜାନୁଆରୀ ୨୫ ତାରିଖରେ ଏକ ମୁସଲିମ ଦମ୍ପତ୍ତିଙ୍କ ଆବେଦନ ର ଶୁଣାଣି କରିଥିଲେ । ଯେଉଁଥିରେ ସେମାନେ ନିଜ ପରିବାର ଠୁ ସୁରକ୍ଷା ମାଗିଥିଲେ । ଏହି ମାମଲାରେ ଯୁବକଙ୍କ ବୟସ ୩୬ ଥିବା ବେଳେ ଯୁବତୀ ଙ୍କ ବୟସ ଥିଲା ମାତ୍ର ୧୭ ବର୍ଷ ।

କଣ ଏମିତି କରିବା ଦ୍ୱାରା ଠିକ୍ ହଉଚି କି।ଏହା ମୁସଲିମ ନ୍ୟାୟ ଧିଷ ଅନୁସାରେ ଏପରି ସବୁ ନିୟମ ମାନ ହେଇଚି ।ଏହି ସବୁ ହବାର କାରଣ ଜଣେ ନ୍ୟାୟ ମୂର୍ତ୍ତି ଅଳକା ସରିନ୍ ଙ୍କ ପାଖରେ ଜଣେ ମୁସଲିମ ଦମ୍ପତି ଆସି କିଛି ଆବେଦନ କରିଥିଲେ ।ଏହି ସବୁ ପାଇଁ ସେମାନେ ନିଜ ପରିବାର ଙ୍କୁ ତାଙ୍କ ସହ ଯୋଡ଼ି ହେବ ପାଇଁ ଚାହୁଁଥିଲେ ।ଏଥିରେ ପୁଅ ଟି ବୟସ୍କ ଥିଲେ ଝିଅ ଟି କମ୍ ବୟସ୍କା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।