ଦେଖନ୍ତୁ live ଭିଡିଓ ହଠାତ୍‌ ପାର୍ଟି ଭିତରକୁ ଦୌଡି ଆସିଥିଲା ସିଂହ ଆଉ ତାପରେ ସିକ୍ୟୁରିଟ୍‌ଗାର୍ଡ ଯାହା କରିଲା ଦେଖିଲେ ଆଶ୍ତର୍ଯ୍ୟ ହୋଇଯିବେ

0

ଆମ ଭାରତ ବର୍ଷ ରେ ଥିବା ସମସ୍ତ ରାଜ୍ୟ ବେଶ୍ ପ୍ରସିଦ୍ଧ। ପୂର୍ବ ଠାରୁ ପଶ୍ଚିମ ପର୍ଯ୍ୟନ୍ତ ଉତ୍ତର ଠାରୁ ଦକ୍ଷିଣ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ପ୍ରସିଦ୍ଧ। ସେମାନଙ୍କ ମଧ୍ୟ ରୁ ଗୁଜରାଟ ହେଉଛି ଏକ ରାଜ୍ୟ । ଯାହାର ରାଜଧାନୀ ହେଉଛି ଗାନ୍ଧୀ ନଗର। ଗୁଜରାଟ ରେ ବିଭିନ୍ନ ଅରଣ୍ୟ ଓ ଅଭୟାରଣ୍ୟ ଦେଖିବାକୁ ମିଳେ। ବିଭିନ୍ନ ନୃତ୍ୟ ଓ କାରୁକାର୍ଯ୍ୟ ପାଇ ବେଶ୍ ପ୍ରସିଦ୍ଧ ଗୁଜରାଟ ର ସହର।ତେବେ ଗୁଜୁରାଟର ଜୁନାଗଡ ସିହଂ ସଫାରୀ ପାଇଁ ପ୍ରସିଦ୍ଧ ।

ଏଠାରେ ରାସ୍ତାଘାରେ ମଧ୍ୟ ସିଂହ ନିର୍ଭୟ ଭାବେ ବିଚରଣ କରନ୍ତି । ଅନେକ ସମୟରେ ଚାଲି ଚାଲି କିମ୍ବା ଗାଡିରେ ଯାଉଥିଲେ ମଧ୍ୟ ଆପଣଙ୍କର ସିହଂ ସହ ଭେଟ ହୋଇଯିବ । ଏପରି ଏକ ଘଟଣା କିଛିଦିନ ତଳେ ଘଟିଛି । ଯାହାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ଏଠାରେ ରାସ୍ତାଘାରେ ମଧ୍ୟ ସିଂହ ନିର୍ଭୟ ରେ ବୁଲି ଥାନ୍ତି। ଅନେକ ସମୟ ରେ ଲୋକ ମାନଙ୍କ ସହ ରାସ୍ତା ରେ ସିଂହ ସହିତ ଦେଖା ହୋଇ ଥାଏ। ନିକଟ ରେ ଏପରି ଏକ ଘଟଣା ଘଟିଛି ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ଜୁନାଗଜର ଏକ ହୋଟେଲ୍‌ରେ ଜଣେ ସୁରକ୍ଷା କର୍ମୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ । ହଠାତ୍‌ ରାସ୍ତା ପାର ହୋଇ ଏକ ସିଂହ ହୋଟେଲର ପୋର୍ଟିକ ମଧ୍ୟକୁ ଦୌଡି ଚାଲି ଆସିଥିଲା । ସିଂହ ଟିକୁ ଦେଖି ଏଠାକାର ସିକ୍ୟୁରିଟିଗାର୍ଡ ଭୟଭୀତ ହୋଇଯାଇଥିଲେ। ସେ ଦୌଡ ଯାଇ ନିକଟରେ ଥିବା ସିକ୍ୟୁରିଟି କ୍ୟାବିନ୍‌ ଭିତରେ ପଶିଯାଇଥିଲେ ।ଅଳ୍ପ କିଛି ସମୟ ପାଇଁ ସିଂହଟି ସେଠାରେ ବୁଲିବା ପରେ ପୁଣି ବାଡ ଡେଇଁ ଚାଲିଯାଇଥିଲା ।

ମାତ୍ର ସିଂହ ଟି କାହାରି କୌଣସି କ୍ଷତି କରି ନଥିଲା। ଜୁନାଗଡର ଜଙ୍ଗଲମାନଙ୍କରେ ଏସୀୟ ସିଂହ ଦେଖାଯାଆନ୍ତି ।ତେବେ ଏହି ସବୁ ଦୃଶ୍ୟ ହୋଟେଲ୍ ର ସି ସି ଟିଭି ରେ କଏଦ ହୋଇ ଥିଲା।ଏହା ଦେଖି ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ଯାଇଥିଲେ।ହଠାତ୍‌ ହୋଟେଲମଧ୍ୟକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀ କ୍ୟାବିନରେ ପଶି ନିଜ ଜୀବନ ବଞ୍ଚାଉଥିବା ଦେଖିବା ପାଇଁ ମିଳୁଛି ସି ସି ଟିଭି ଫୁଟେଜ ରୁ।

ସେଠାରେ ସିଂହ ମାନେ ସବୁବେଳେ ରାସ୍ତା ରେ ବୁଲନ୍ତି। ରାସ୍ତା ରେ ଯାତାୟତ କରୁଥିବା ଲୋକ ମାନଙ୍କୁ କୌଣସି କ୍ଷତି କରି ନଥାନ୍ତି। ମାତ୍ର ସେଦିନ ସିଂହ ଟି ହୋଟେଲ୍ ଭିତରକୁ ପଶୁ ଯାଇ ଥିଲା ସତ କିନ୍ତୁ କାହାରି କିଛି କ୍ଷତି କରି ନଥିଲା। ସାଧାରଣ ମଣିଷ ମାନଙ୍କୁ ଡର ଲାଗିଥାଏ। ସେଥି ପାଇଁ ସିକ୍ୟୁରିତି ଗାର୍ଡ ଟି ନିଜ ଜୀବନ ବଞ୍ଚାଇବା ପାଇଁ କ୍ୟାବିନ୍ ଘରେ ଲୁଚି ଯାଇଥିଲା। ପାର୍ଟି ରେ ଥିବା ସମସ୍ତ ଲୋକ ବହୁତ୍ ଭୟଭୀତ ହୋଇ ଯାଇଥିଲେ। ହଠାତ୍ ସିଂହ କୁ ଦେଖି ଲୋକୋମାନେ କଣ କରିବେ ଜାଣି ପାରି ନଥିଲେ।ମାତ୍ର ସିଂହ ଟି କାହାର କିଛି କ୍ଷତି କରିନଥିଲା, ପରେ ସବୁ ଠିକ୍ ହୋଇ ଯାଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।