ଜାଣନ୍ତୁ ଅରିନ୍ଦମ ରାୟ ଏବଂ ତାଙ୍କ ପତ୍ନୀ ଅନୁପା ଙ୍କ ପରିବାର ସମ୍ପର୍କରେ କିଛି ଲୁଚି ରହିଥିବା ଅଜଣା କଥା

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ସେମାନଙ୍କ ମଧ୍ୟ ରେ ଆଗ ଧାଡ଼ି ର ନାୟକ ହେଉଛନ୍ତି ଅରିନ୍ଦମ ରାୟ। ଆଜି ଆମେ ଆପଣ ଙ୍କୁ ସେମାନଙ୍କ ପରିବାର ବିଷୟରେ ଜଣାଇବୁ।

ଆପଣ ମାନେ ଅରିନ୍ଦମ ଙ୍କୁ ଭଲ ଭାବରେ ଜାଣିଥିବେ। ନିଜ ସୁନ୍ଦର୍ ଅଭିନୟ ଦ୍ୱାରା ସେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି। ନିଜ ଅକ୍ଟିନ ହେଉ କିମ୍ବା ବଡ଼ି ହେଉ ଓ ତାଙ୍କ ଷ୍ଟାଇଲ ପାଇଁ ସେ ଓଡ଼ିଶା ର ଘରେ ଘରେ ପରିଚିତ। ସେ ଓଡ଼ିଶା ର ନାମୀ ଦାମୀ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଭଉଣୀ ଅନୂପା ଦାସ ଙ୍କୁ ବିବାହ କରିଥିଲେ। ତେବେ ଦୁହେଁ ବହୁତ୍ ଖୁସି ଥିବାର ନଜର ଆସିଛନ୍ତି। ପରେ ତାଙ୍କ ର ଗୋଟିଏ ଝିଅ ହୋଇଥିଲା। ତାଙ୍କର ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ଅଛି। ସେଥିରେ ସେମାନେ ନିଜର ଫିଲ୍ମ୍ ମଧ୍ୟ କରୁଛନ୍ତି।

ତେବେ ସୂଚନା ଯୋଗ୍ୟ ଯେ ଅରିନ୍ଦମ ଓଡ଼ିଶା ସୁନ୍ଦରୀ ବର୍ଷା ଙ୍କ ସହ ଏକ ଫିଲ୍ମ୍ ଆଗାମୀ ଦିନ ରେ କରିବେ। ମାତ୍ର ତାହାର ସମ୍ପୂର୍ଣ ବିବରଣୀ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହି। ଅଭିନୟ ସହିତ ବୋଲ୍ଡ ରେ ନିପୁଣ ପାରଙ୍ଗମ ସେ। ଫାଇଟ ସିନ ପାଇଁ ଅଧିକ ଚର୍ଚ୍ଚା ରେ ଥାନ୍ତି। ଚଳଚିତ୍ର ଜଗତ ରୁ ଅନେକ ପୁରସ୍କାର ପାଇଛନ୍ତି। ଅନେକ ଟିଭି ଶୋ ରେ ଗେଷ୍ଟ ହେଇ ଆସିଥିବା ର ନଜର ଆସିଛନ୍ତି। ସ୍ତ୍ରୀ ଓ ଝିଅ ଙ୍କ ସହିତ ବେଶ୍ ଖୁସି ରେ ରହୁଥିବା ର ନଜର ଆସିଛନ୍ତି। ତେବେ ସେମାନଙ୍କ ବିବାହ ଜୀବନ ସୁଖମୟ ହେଉ ବୋଲି ଭଗବାନ ଙ୍କ ନିକଟ ରେ ଆମର ପ୍ରାର୍ଥନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।