ଜଙ୍ଗଲ ରେ ଏମିତି କିଛି କରୁଥିଲେ ଏହି ପ୍ରେମୀ ଯୁଗଳ ଆଉ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଲା ଏହି ଭିଡିଓ ତାପରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ। ମାତ୍ର ଆଜିର ଯୁବ ସମାଜ ଯେଭଳି ଭାବରେ ପ୍ରେମ କରୁଛନ୍ତି ତାହା ନିହାତି ଏକ ଆଗାମୀ ପିଢ଼ି ପାଇଁ ଖରାପ ଉଦାହରଣ ଅଟେ। ତେଣୁ ପ୍ରେମ କରିବା ଭୁଲ ନୁହେଁ। ମାତ୍ର ପ୍ରେମ ର ପ୍ରକୃତ ଅର୍ଥ ନ ବୁଝି କେବଳ ଶାରୀରିକ ସମ୍ପର୍କ ରଖିବାକୁ ଆଜିର ଯୁବଗୋଷ୍ଠୀ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଆଜିର ଏକ ଖବର ଠିକ୍ ସେହଭଳି। ଯାହାକୁ ସୋସିଆଲ ମିଡିଆରେ ରେ ପ୍ରବଳ ମାତ୍ରା ରେ ଭାଇରାଲ୍ ହେବାର ଦେଖା ଯାଉଛି।

ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଦୁଇ ପ୍ରେମୀ ଜଙ୍ଗଲ ରେ ବୁଲିବାକୁ ଆସି ଶାରିରୀକ ସମ୍ପର୍କ ରଖିବା ସମୟରେ ଧରା ପଡ଼ିଲେ। ମାତ୍ର ତାଙ୍କ ସହିତ ଏପରି ଘଟଣା ଘଟିଲା କି ସେହିମାନେ ସେହି ଜଙ୍ଗଲ ରେ ଶାରିରୀକ ସମ୍ପର୍କ ରଖିବା ସମୟରେ ସେହି ଅଞ୍ଚଳ ର ଲୋକ ଆସି ତାଙ୍କୁ ଧରିନେଲେ। ଆଉ ତାଙ୍କ ସହିତ ଦୁର୍ବ୍ୟବହାର ମଧ୍ୟ କଲେ। ଝିଅ ଏବଂ ପୁଅ ସହିତ ସେହି ବ୍ୟକ୍ତି ମାନେ ଖରାପ ବ୍ୟବହାର କରିବା ସହିତ ତାଙ୍କ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରିଥିଲେ।
ଏହି ଭିଡିଓ ରେ ସେହି ଝିଅ ଏହି ଲୋକ ମାନଙ୍କୁ ଅନୁରୋଧ କରୁଥିଲା କି ତାଙ୍କର ଭିଡିଓ ସୋସିଆଲ ମିଡ଼ିଆ ଭାଇରାଲ୍ ନ କରିବାକୁ। କାରଣ ଏହି ଲୋକ ମାନେ ପୁଅ ଏବଂ ଏହି ଝିଅ ସହିତ ବ୍ଲାକ ମେଲିଂ କରି ତାଙ୍କର ଇଜ୍ଜତ ସହିତ ଖେଳିବାକୁ ଚେଷ୍ଟା କରୁଥିଲେ। ଝିଅ ଯେତେ ଅନୁରୋଧ କଲେ ମଧ୍ୟ ସେହି ଲୋକ ମାନଙ୍କ ମଧ୍ୟରୁ ଜଣେ ଏହି ଝିଅ ର ପୋଷାକ ଟାଣି ଇଜ୍ଜତ ସହିତ ଖେଳିବାକୁ ଚେଷ୍ଟା କରୁଥିଲେ। ଏହି ଭିଡିଓ ରେ ଏହି ପରି ଅନେକ ଖରାପ ଦୃଶ୍ୟ ଦେଖିବାକୁ ମିଳିଛି।

ଆଉ ସବୁଠାରୁ ବଡ଼ କଥା ହେଲା ଆଜି କାଲି ର ଯୁବ ପୀଢ଼ି ମାନେ ଏହିପରି ପ୍ରେମ ସମ୍ପର୍କ ରଖିବାକୁ ଚାହୁଛନ୍ତି। କାରଣ ଏମାନେ ପ୍ରେମ କୁ କେବଳ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛନ୍ତି। ଜଙ୍ଗଲ ରେ ଯାଇ ପ୍ରେମ ସମ୍ପର୍କ ରଖିବା ବାହାନା ରେ ଶାରିରୀକ ସମ୍ପର୍କ ରଖୁଛନ୍ତି। ତେଣୁ ଏହି ପରି କରିବା ଦ୍ୱାରା ପୁଅ ଝିଅ ମାନେ ନିଜ ବାପା ମାଆ ଙ୍କ ନାମ ତଳେ ପକାଇ ଦେଉଛନ୍ତି। ଯାହା ଦ୍ଵାରା ନିଜେ ବଦନାମ୍ ହେବା ସହିତ ତାଙ୍କ ବାପା ମାଆ ଙ୍କୁ ମଧ୍ୟ ଅନେକ ଅପବାଦ ର ଶିକାର ହେବାକୁ ପଡ଼ୁଚି।

ତେଣୁ ଏହି ଭିଡିଓ ରୁ ଏହି ଶିକ୍ଷା କରିବା କଥା କି ପ୍ରେମ କରିବା ପାପ ନୁହେଁ। ମାତ୍ର ପ୍ରେମ କୁ ଭଲ ଭାବରେ n କରି କେବଳ ଶାରିରୀକ ସମ୍ପର୍କ ପାଇଁ ବ୍ୟବହାର କରିବା ଠିକ୍ ନୁହେଁ। ଅଳ୍ପ ବୟସର ପିଲା ମାନଙ୍କ ଭବିଷ୍ୟତ ଏହି କାରଣରୁ ବଦନାମ୍ ହୋଇଯାଏ। ତେଣୁ ଏହିପରି ଭୁଲ ନକରିବା ପାଇଁ ଅଭିଭାବକ ମାନେ ମଧ୍ୟ ପିଲାଙ୍କୁ ସଚେତନ କରିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।