ଝିଅକୁ ଏକ ବୋଝ ବୋଲି ଭାବୁଥିବା ଲୋକ ଏହି ଭିଡ଼ିଓ ନିଶ୍ଚିତ ଦେଖନ୍ତୁ ! ଏମିତି ଝିଅ ଜଗତେ ନାହିଁ,ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଆଜିର ଯୁଗ କୁ ଆମେ ବିଞ୍ୟାନ ର ଯୁଗ ବୋଲି କହୁ। ଏହି ବିଞ୍ୟାନ ର ଯୁଗରେ ମଣିଷ ନିଜ ଞ୍ୟାନ ଏବଂ ବୁଦ୍ଧି ବଳ ରେ ସବୁ କାମ କୁ ଖୁବ ସହଜ ରେ କରିପାରୁଛି। କିନ୍ତୁ ଏହି ବିଞ୍ୟାନ ର ଯୁଗରେ ମାତା, ପିତା ଙ୍କ ମନ ରେ ଏକ ଅନ୍ଧବିଶ୍ୱାସ ଭରି ରହିଛି। ଏହି ବିଜ୍ଞାନ ଯୁଗର ମାତା ପିତା ମାନେ ଝିଅକୁ ଏକ ଅଭିଶାପ ବୋଲି ଭାବୁଛନ୍ତି।ଝିଅକୁ ଏକ ବୋଝ ବୋଲି ଭାବୁଛନ୍ତି।

ତେଣୁ ସେମାନେ କନ୍ୟା ଭ୍ରୁଣ ହତ୍ୟା କରୁଛନ୍ତି।ତେବେ ଏଥି ପାଇଁ ସରକାର ଙ୍କ ତରଫରୁ ଯେତେ ବି ସଚେତନତା ଅଭିଯାନ ଆରମ୍ଭ କରା ଗଲେ ମଧ୍ୟ ଆଜିବି ଅନେକ ପିତା ମାତା କନ୍ୟା ସନ୍ତାନ କୁ ନିଜ ପାଇଁ ଏକ ଅଭିଶାପ ବୋଲି ଭାବୁଛନ୍ତି।ତେଣୁ ଆଜି ଦେଶରେ ଝିଅ ସଂଖ୍ୟା କମି କମି ଯାଉଛି,କିନ୍ତୁ ଆଜିର ଦିନରେ ଝିଅ ମାନେ ଯାଇ ମହାକାଶରେ ପହଞ୍ଚି ସାରିଲେଣି ସେ କଥା ସେ ମାତା ପିତା ମାନେ ଜାଣି ପାରୁ ନାହାନ୍ତି।

ବର୍ତ୍ତମାନ ସମୟ ର ଝିଅ ମାନେ ବିମାନ ଚଳାଉଛନ୍ତି।ଝିଅ ମାନେ ଆଜି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ହେଉଛନ୍ତି। ସେଥିପାଇଁ ଆମର କେନ୍ଦ୍ର ସରକାର ଝିଅ ମାନଙ୍କ ସୁରକ୍ଷା ପାଇଁ “ବେଟି ବଚାଓ ବେଟି ପଢ଼ାଓ” ପରି ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି,କିନ୍ତୁ ଏତେ ସବୁ ଯୋଜନା ପରେ ମଧ୍ଯ ଆମ ଦେଶ ର ଲୋକେ ଝିଅକୁ ସମସ୍ତେ ବୋଝ ବୋଲି ଭାବୁଛନ୍ତି।

ତେବେ ବର୍ତ୍ତମାନ ସମୟ ରେ ଦେଖିବା ପାଇଁ ମିଳିଛି ଯେ ମାଲକାନଗିରି ସଦର ମହକୁମା ର ପ୍ରଧାରୀ ଗୁଡ଼ା ଗ୍ରାମରେ ଏହି ସଂଯୁକ୍ତା ନାମକ ଝିଅ ଆଜି ସମସ୍ତ ଝିଅ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଏମିତି କିଛି କାମ କରି ଦେଖେଇଛନ୍ତି ଯାହା ଦ୍ବାରା ଲୋକ ମାନଙ୍କ ଭୁଲ ଚିନ୍ତା ଧାରା ଦୂର ହେବ।

କାରଣ ଦୁଇ ଝିଅ ଏମିତି କିଛି କରି ଦେଖାଇଛନ୍ତି ଯାହା ଜଣେ ପୁଅ ତା ବାପାଙ୍କ ପାଇଁ କରି ଥାଏ। ବାପାଙ୍କ ମୃତ୍ୟୁ ପରେ ବାପା ଙ୍କୁ ସଂଯୁକ୍ତା ଦେଇଛନ୍ତି ମୂଖାଗ୍ନି।ପୁଅର ଅଭାବ ରଖିଲା ନାହିଁ ଘର ର ଝିଅ ସଂଯୁକ୍ତା।ପୁଅ ଭଳି ବାପାଙ୍କ ଶବ କୁ କନ୍ଧିବା ସହିତ ମୁଖାଗ୍ନି ଦେଇଛନ୍ତି ସଂଯୁକ୍ତା।ଆଉ ଏଭଳି କାର୍ଯ୍ୟ କରି ଏବେ ଚର୍ଚ୍ଚାରେ ଅଛନ୍ତି ସଂଯୁକ୍ତା।ସତ୍ୟ ନାରାୟଣ ନାୟକଙ୍କ ପରିବାର କହିଲେ ପତ୍ନୀ ଏବଂ ତାଙ୍କର ୪ ଝିଅ।ତାଙ୍କର ପୁତ୍ର ସନ୍ତାନ ନାହାଁନ୍ତି।

ମାତ୍ର ଏହି ଝିଅ ମାନେ ତାଙ୍କୁ କେବେ ପୁଅର ଅଭାବ ଅନୁଭବ କରିବା ପାଇଁ ଦେଇ ନାହାଁନ୍ତି।ସତ୍ୟ ଜଣେ ଅଟୋ ଡ୍ରାଇଭର ଥିଲେ।ଦିନରାତି ଅଟୋ ଚଳାଇ ଘରେ ୫ ଜଣଙ୍କ ମୁହଁରେ ଦୁଇ ମୁଠା ଦେଉ ଥିଲେ।ତେବେ ଗତକାଲି ଏକ ଦୁର୍ଘଟଣାରେ ସତ୍ୟଙ୍କର ମୃତ୍ୟୁ ହୋଇ ଥିଲା। ତେବେ ବାପା ଙ୍କ ମୃତ୍ୟୁ ପରେ ପୁଅ ର ଅଭାବ ଅଭାବ ଅନୁଭବ କରିବା ପାଇଁ ଦେଇନଥିଲେ ଝିଅ। ବଡ଼ ଝିଅ ସଂଯୁକ୍ତା ବାପାଙ୍କ କୋକେଇ କାନ୍ଧି ସ୍ମଶାନ କୁ ଚାଲି ଥିଲେ।ଝିଅ ଶବ କନ୍ଧିବା ପରମ୍ପରା ହିନ୍ଦୁ ଧର୍ମରେ ଵିଶେଷ କରି ଦେଖିବା ପାଇଁ ମିଳେ ନାହିଁ।ହେଲେ ଏହି ଘଟଣା ଲୋକଙ୍କୁ ଚକିତ କରି ଥିବା ବେଳେ ମୁହଁରୁ ଆପେ ଆପେ ପ୍ରଶଂସା ବି ବାହାରି ପଡ଼ୁ ଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।