ଦେଖନ୍ତୁ ଭିଡିଓ – ସାରା ଓଡିଶାରେ ଭାଇରାଲ ହେବାରେ ଲାଗିଛି ମାଉସୀଶ୍ର୍କର ଏହି ଭିଡିଓ , ଏହି ବୁଢୀ ମାଉସୀଙ୍କ ପାଇଁ ଗୋଟିଏ ସୋୟାର କରନ୍ତୁ

0

ଭଗବାନ ଙ୍କ ସୃଷ୍ଟି ର ଏକ ବିଚିତ୍ର ରୂପ । ଯଉଥିରେ ଏକ ଶ୍ରେଷ୍ଠ ଜନ୍ମ ହଉଚି ମାନବ ଜନ୍ମ ।ଭଗବାନ ମାନବ ଜନ୍ମ କରିବା ସମୟ ରେ ସମସ୍ତ ଙ୍କ ଭିତରେ କିଛି ନା କିଛି ଅଲୌକିକ କଳା ଥାଏ ।କିଛି କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ତାଙ୍କ ଭିତରେ ଥିବା ସେଇ କଳା ଟିକୁ ପ୍ରଦର୍ଶନୀ କରିପାରିଛନ୍ତି ।ତାଙ୍କୁ ସେମିତି ସୁବିଧା ମିଳିଥାଏ ।ହେଲେ କିଛି କିଛି ସ୍ଥାନ ରେ ଦେଖା ଯାଇଛି ସେ ସବୁ କିଛି ଭି ହଇ ନଥାଏ ।

କଳା କହିବା ପାଇଁ ଗଲେ ନୃତ୍ୟ,ସଙ୍ଗୀତ, ଡ୍ରଇଂ,ପାଠ ପୋଧ ରେ ନିପୂଣ ଏମିତି ବହୁତ୍ କିଛି କାଳ ରହିଛି।ଆଜି କାଲି ଭି କିଛି କିଛି ଲୋକ ସେ ସବୁ ରୁ ବଞ୍ଚିତ ହେଉଛନ୍ତି ।ନିଜ ଭିତରେ ସେଇ ଲୁପ୍ତ ହିତ କଳା ର ପ୍ରଦର୍ଶନି ପାଇଁ କିଛି ଭି ବୟସ ର ଆବଶ୍ୟକତା ନା ଥାଏ। ନିଜର କଳା ପ୍ରଦର୍ଶନ ପାଇଁ ସମସ୍ତ ସ୍ଥାନ ତାଙ୍କୁ ଗୋଟିଏ ଗୋଟିଏ ସଠିକ ପରିବେଶ ଭଳିଆ ଲାଗିଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏତେ ସବୁ କଥା କହିବାର କାରଣ ହଉଚି କି ।ଏ କିଛି ଦିନ ହେବ ଗୋଟେ ଭିଡିଓ ଟି ଶୋସିଆଲ୍ ମିଡ଼ିଆ ରେ ଭାଇରଲ୍ ହେବା ରେ ଲାଗିଛି । ଜଉ ଭିଡିଓ ଟି ରେ ଜଣେ ବୟସ୍କା ବୃଦ୍ଧା ଜଣକ ଜଗନ୍ନାଥ ଙ୍କ ଉପରେ ଭାବ ପ୍ରବଣ ହଇ ଗାଇଚଚାଲିଛନ୍ତି ଭଜନ ତାହା ଦେଖିବା ପାଇଁ ନଜର ଆସିଛି।ସେ ନିଜ ଚମ ଧୁଡୁଧୁଡୁ ଅବସ୍ଥା ରେ ମଧ୍ୟ ନିଜ ଭଗବାନ ଙ୍କ ପ୍ରେମ ରେ ଭାବ ବିହ୍ୱଳ ହଇ ନିଜେ ନିଜେ ଗାଇଚାଲିଚନ୍ତି ସଙ୍ଗୀତ ।

ତାହା ପୁଣି ନିଜ ହାତ ରେ ପିୟନ ବଜେଇ ସେ ସଙ୍ଗୀତ ର ପୂଜାରିନି ସାଜିଛନ୍ତି ।ସତେ ଯେମିତି ଗୋଟେ ମାଆ ସରସ୍ଵତୀ ଙ୍କ ର ଉପାସକ ।ତାଙ୍କ ଭିତରେ ଏମିତି ଅପୂର୍ବ କଳା ଓ ଭଗବାନ ଙ୍କ ପ୍ରତି ଥିବା ଭାବ ଦେଖିଲେ ସମସ୍ତଙ୍କ ଚକିତ ଲାଗିବ ।ଆଉ ସମସ୍ତେ ମଧ୍ୟ ଭାବୁଛନ୍ତି ଏମିତି ବୃଦ୍ଧା ବୟସରେ ଏହା କଣ ସମ୍ଭବ ।ଆମ ଦେଖିବା ଅନୁସାରେ ତାଙ୍କର ପ୍ରତି ଟି ଚମ ରୁ ଓମ୍ କାର ର ବଡ଼ ଝରି ଆସିଲା ଭଳି ଲାଗୁଚି ।

ଆମେ ତ ସଦା ସର୍ବଦା ପ୍ରାର୍ଥନା କରିବା ଭଗବାନ ବୃଦ୍ଧା ମହିଳା ଜଣଙ୍କୁ ଶେଷ ନିଃଶ୍ୱାସ ଯାଏ ସମର୍ଥନ କରନ୍ତୁ ।ସେ ନିଜ ଶରୀର ରେ ହଉଥିବା ସମସ୍ତ ପୀଡ଼ା କୁ ପଚାରେ ପକେଇ ଆଗେଇ ଚାଲିଛନ୍ତି ।ଆଉ ମଜୀ ଯାଇଛନ୍ତି ସେଇ ଭଗବାନ କଳା ଦିଓ ଙ୍କ ପ୍ରେମ ରେ ।ସତେ ଯେମିତି ସେଇ ପିଆନୋ ବାଦ୍ୟ ର ପ୍ରତିଟି ଶବ୍ଦ ଆଉ ତାଙ୍କ ମୁଖ ନିଶୃତ ଶବ୍ଦ ମିଳିତ ହଇ ଭଗବାନ ଙ୍କ ପାଇଁ କିଛି ସଙ୍ଗୀତ ବାଣୀ ଯାଉଚି ।କିନ୍ତୁ ହଁ ଏହା ହି ସତ୍ୟ ଭଗବାନ ସେଇ ବୃଦ୍ଧା ଆଉ କିଛି ଜାଣିନଥିବା ମାନେ ଆଜ୍ଞା ଶିଶୁ ଙ୍କ ସ୍ୱର କୁ ବହୁତ୍ ପଶନ୍ଦ କରିଥାନ୍ତି ।ସେଥି ପାଇଁ ସେ ବୃଦ୍ଧା ମହିଳା ଙ୍କ ଭିଡିଓ ଏତେ ପରିମାଣ ରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।