Vastu Tips – ଜାଣନ୍ତୁ କିଏ ଏବଂ କିପରି ପିନ୍ଧିଲେ କଇଁଛ ମୁଦି, ବହୁତ କମ ଦିନ ମଧ୍ୟରେ ହିଁ ମଣିଷ ହୋଇଯାଏ ଧନୀ

0

ପ୍ରତ୍ୟେକ ମଣିଷ ନିଜ ଜୀବନ ରେ କେବେ ସୁଖ ତ କେବେ ଦୁଃଖ ର ସାମ୍ନା କରିଥାଏ। ତାହା କୁ ସେ ନିଜର ଭାଗ୍ଯ ବୋଲି ଭାବି ଆଗକୁ ବଢିଚାଲେ। ଆଜି ଯିଏ ଖୁସି ରେ ଅଛି କାଲି ଯେ ତା ଜୀବନ ରେ ଦୁଃଖ ନ ଆସିବ ତାହା କେହି କହି ପାରିବେ ନାହିଁ,ଏବଂ ଆଜି ଯିଏ ଦୁଃଖ, ଦୁର୍ଦଶା ରେ ଦିନ କାଟୁଛି କାଲି ତା ଜୀବନ ରେ ସୁଖ, ଶାନ୍ତି ଆସିବ ନାହିଁ ବୋଲି କହିବା ଟା ଭୁଲ୍ ହେବ ଏବଂ ଏହା ହେଉଛି ପ୍ରକୃତି ର ନିୟମ,କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ଯକ୍ତି ଚାହିଁବ ତାହା ହେଲେ ସେ ଏକ ମାଧ୍ଯମ ଦ୍ବାରା ନିଜର ଦୁଃଖ ର କାଳ କୁ କମ କରି ସୁଖ ର ସମୟ କୁ ବଢେଇ ପାରିବ,

ତ ଆପଣ ମାନେ ମଧ୍ଯ ନିଜର ଜୀବନ କୁ ବେଶ୍ ଆନନ୍ଦ ଏବଂ ହସ,ଖୁସି ରେ କଟେଇବା ପାଇଁ ଚାହୁଁଥିବେ, କିନ୍ତୁ ତାହା କେବେ ସମ୍ଭବ ହେଉନାହିଁ। ଆପଣ ମାନେ ମଧ୍ଯ ଆପଣଙ୍କ ଚତୁର୍ଦ୍ଦିଗ ରେ ଦୁଇ ପ୍ରକାରର ଲୋକ ଦେଖୁଥିବେ।

କିଛି ଲୋକ ସବୁବେଳ ଦୁଃଖ ଓ ଚିନ୍ତା ରେ ବୁଡି ରହୁଥିବେ।ସେମାନେ ସମସ୍ତେ କୈଣସି ନା କୈଣସି ସମସ୍ୟା ରେ ଘେରି ହୋଇ ରହିଥାନ୍ତି ଏବଂ ଆଉ କିଛି ଲୋକ ଥାନ୍ତି ଯେଉଁମାନେ ସର୍ବଦା ଖୁସି ରେ ଥାନ୍ତି ଏବଂ ସେମାନଙ୍କ ସହ ସର୍ବଦା ଭଲ ହୋଇଥାଏ।ଆଜି ଆମେ ଆପଣଂକୁ କହିବୁ ଏହି ମୁଦି କିଏ କିପରି ପିନ୍ଧିଲେ ଏହାର ଶୁଭ ପ୍ରଭାବ ପଡିଥାଏ ।

*କଣ ରହିଛି ଏହା ର ବିଶେଷତ୍ଵ:-

କଇଁଛ ମୁଦିର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ରତ୍ନ ଓ ଧାତୁରେ ନିର୍ମିତ କଇଁଛ ମୁଦି ଦୁର୍ଭାଗ୍ୟ ଦୂର କରିବା ସହ ବହୁ ସମସ୍ୟା ଦୂର କରିଥାଏ। ଏହାକୁ ସୁଖସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ମଧ୍ୟ କୁହାଯାଏ।କଇଁଛ ମୁଦି ପିନ୍ଧିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।କଇଁଛକୁ ଲକ୍ଷ୍ମୀଙ୍କ ପ୍ରତୀକ ମଧ୍ୟ କୁହାଯାଏ। ତେଣୁ ଏହାକୁ ଧାରଣ କରିବା ଦ୍ୱାରା ଗୃହରେ ଧନସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।କଇଁଛକୁ ଶାନ୍ତି ଓ ଧୈର୍ଯ୍ୟର ପ୍ରତୀକ କୁହାଯାଏ।

ତେଣୁ ଏହି ମୁଦି ପିନ୍ଧିବା ଦ୍ୱାରା ବ୍ୟକ୍ତିଙ୍କ ଭିତରେ ଧୈର୍ଯ୍ୟ ଓ ଶାନ୍ତି ଆସିଥାଏ।କଇଁଛ ମୁଦିକୁ ଚାନ୍ଦିରେ ତିଆରି କରି ପିନ୍ଧିବା ଅଧିକ ଶୁଭଦାୟକ। ଚାନ୍ଦିରେ ପ୍ରସ୍ତୁତ କରି ଏହାକୁ ପିନ୍ଧିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ ବୋଲି ମାନ୍ୟତା ରହିଛି।ଏହି ମୁଦିକୁ ହସ୍ତର ଆଙ୍ଗୁଠିରେ ଏପରି ପିନ୍ଧନ୍ତୁ ଯେପରି କଇଁଛର ମସ୍ତିଷ୍କ ଭାଗ ବାହାର ଆଡ଼କୁ ରହିବ।

କଇଁଛ ଆକୃତି ର ମୁଦି ଏକ ଫ୍ୟାସନ୍ ପାଇଁ ନୁହେଁ ବରଂ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ମୁଦି ଆଙ୍ଗୁଠିରେ ଧାରଣ କଲେ ଆପଣ ଙ୍କୁ ବହୁତ ଧନ ଲାଭ ହୋଇଥାଏ । ଆପଣ ଯୁଆଡେ ଯାଇ ଥାଆନ୍ତି ଆପଣ ଙ୍କ କାର୍ଯ୍ୟ ସଫଳ ହୋଇଥାଏ ।କଇଁଛ ମୁଦିର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ରତ୍ନ ଓ ଧାତୁରେ ନିର୍ମିତ କଇଁଛ ମୁଦି ଦୁର୍ଭାଗ୍ୟ ଦୂର କରିବା ସହ ବହୁ ସମସ୍ୟା ଦୂର କରିଥାଏ। ଏହାକୁ ସୁଖସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ମଧ୍ୟ କୁହାଯାଏ। ଜାଣନ୍ତୁ ଏହି ମୁଦି ପିନ୍ଧିବା ଦ୍ୱାରା କି ଶୁଭଫଳ ପ୍ରାପ୍ତି ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।