Ajira Anuchinta – ସ୍ତ୍ରୀ ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ୪ ଟି ଜିନିଷ ସ୍ୱାମୀ ହୋଇଯିବେ ଦାଣ୍ଡର ଭିକାରୀ

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ । ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।କିନ୍ତୁ ଏହାକୁ ନମାନିବା ଦ୍ଵାରା ସ୍ୱାମୀ ଓ ଘର ଉପରକୁ ବହୁତ ବିପଦ ମାଡ଼ିଆସିଥାଏ।

କିନ୍ତୁ ଏକଥା ମଧ୍ୟ ସତ କି ମହିଳା ମାନଙ୍କୁ ତାଙ୍କ ପରିବାର ଓ ସ୍ୱାମୀ ଙ୍କର ଶୁଭ କାମନା ପାଇଁ ସମାଜରେ ତଥା ଆମ ଶାସ୍ତ୍ର ଅନୁସାରେ ଅନେକ ରୀତିନୀତି କୁ ମାନିବାକୁ ହୋଇଥାଏ।ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ମହିଳା ମାନେ କେଉଁ ଜିନିଷ ପିନ୍ଧିବା ଉଚିତ ନୁହେଁ ଏବଂ ଏହାକୁ ପିନ୍ଧିବା ଦ୍ଵାରା ସ୍ୱାମୀ ତଥା ପରିବାର ର ଅମଙ୍ଗଲ ହୋଇଥାଏ।ତେବେ ସେହି ଜିନିଷ ଗୁଡ଼ିକ ହେଉଛ

୧.ସୁନାର ପାଉଁଜି ଏବଂ ଝୁଣ୍ଟିଆ

ସାଧାରଣତ୍ୱ ଜଣେ ବିବାହିତ ମହିଳା ଙ୍କର ଗହଣା ହେଉଛି ପ୍ରିୟ ଏବଂ ସେମାନେ ସୁନାର ଅଳଙ୍କାର ପିନ୍ଧିବା ସୁନ୍ଦର ହୋଇଥାଏ ।କିନ୍ତୁ ମହିଳାମାନେ ଭୁଲ ରେ ବି ସୁନାର ପାଉଁଜି ଏବଂ ସୁନାର ଝୁଣ୍ଟିଆ ପିନ୍ଧିବା ଉଚିତ ନୁହେଁ। ଏହାକୁ ପିନ୍ଧିବା ଦ୍ଵାରା ସ୍ଵାମୀ ଙ୍କର ଆୟୁଷ ହାନି ହୋଇଥାଏ।

୨.ଧଳା ଶାଢ଼ୀ

ଆମର ଶାସ୍ତ୍ର ଅନୁସାରେ ଧଳା ଶାଢ଼ୀ କେବେଳ ଜଣେ ବିଧବା ମହିଳା ପିନ୍ଧିଥାନ୍ତି ଏବଂ ଏହା ଉଚିତ ମଧ୍ୟ ।କିନ୍ତୁ ବର୍ତ୍ତମାନ ଆଧୁନିକ ଯୁଗରେ ବିବାହିତ ମହିଳାମାନେ ଫେସନ ପାଇଁ ଧଳା ଶାଢ଼ୀ ପିନ୍ଧିବା ରେ ଦେଖିବାକୁ ମିଳୁଛି ମାତ୍ର ଏହା କରିବା ଉଚିତ ନୁହେଁ। ଧଳା ଶାଢ଼ୀ ପିନ୍ଧିବା ଦ୍ଵାରା ନିଜ ସ୍ୱାମୀ ଙ୍କର ଜୀଵନ ପ୍ରତି ବିପଦ ମାଡି ଆସିଥାଏ ।ତେଣୁ କେବେବି ଏହାକୁ ପିନ୍ଧନ୍ତୁ ନାହିଁ ସର୍ବଦା ସଧବା ଶାଢ଼ୀ ପିନ୍ଧନ୍ତୁ।

୩.ମଙ୍ଗଳ ସୂତ୍ର:-

ଶାସ୍ତ୍ର ଅନୁସାରେ ମଙ୍ଗଳ ସୂତ୍ର ଜଣେ ମହିଳା ଙ୍କର ବିବାହର ପ୍ରତୀକ ଅଟେ ।ଏବଂ ମହିଳା ମାନେ ଏହାକୁ ସ୍ଵାମୀ ଙ୍କର ନାମ ରେ ଗଳା ରେ ପିନ୍ଧିଥାନ୍ତି। କିନ୍ତୁ ଦେଖିବାକୁ ମିଳିଛି ଯେ କେତେକ ମହିଳା ଏହାକୁ ହାତରେ ଲଗେଇ ଥାନ୍ତି ।ମାତ୍ର ଏହା ଉଚିତ ନୁହେଁ ।ମଙ୍ଗଳ ସୂତ୍ର କୁ ହାତ ରେ ନୁହେଁ ବରଂ ବେକରେ ପିନ୍ଧିବା ସ୍ୱାମୀ ଙ୍କ ପାଇଁ ଶୁଭ ହୋଇଥାଏ।

୪.ସିନ୍ଦୂର:-

ଆଜିର ମହିଳା ମାନେ ମୁଣ୍ଡରେ ଲାଲ ସିନ୍ଦୂର ବଦଳରେ ନିଜର ଶାଢ଼ୀ କୁ ମେଚ କରି ଭିନ୍ନ ଭିନ୍ନ ରଙ୍ଗର ସିନ୍ଦୁର ଲଗେଇଥାନ୍ତି। ମାତ୍ର ଏପରି କରିବା ଦ୍ଵାରା ସ୍ୱାମୀ ଙ୍କର ପ୍ରାଣ ହାନି ଯୋଗ ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।