ପିଲାଦିନର କଥା କହାର ମନେ ଅଛି ? ଆଖି ନାହିଁ କାନ ନାହିଁ ଗୋଡ ବାଜିଲେ ଦୋଷ ନାହିଁ ଏହାର ସଠିକ୍ ଉତ୍ତର ଦେବାରେ 90% ଲୋକ ଫେଲ୍

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ। ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ସେ କିଏ, ଯାହାକୁ କିଛି ଖାଇ ବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପିଇବାକୁ ଦେଲେ ମରିଯାଏ। କିଏ କହି ପାରିବ ?
ଉତ୍ତର :- ନିଆଁ

2.ଓଟ ଭଳି ବସିଥାଏ, ହରିଣ ଭଳି ଦୌଡ଼ିଥାଏ ଆଉ ଯାହାର ଲାଞ୍ଜ ନଥାଏ, କୁହ ସେ ଜୀଵ କିଏ?
ଉତ୍ତର : ବେଙ୍ଗ

3.ଲାଲ ଘୋଡା ଅଟକି ରହେ ଆଉ କଳା ଘୋଡା ଦୌଡିଯାଏ। କୁହନ୍ତୁ କଣ?
ଉତ୍ତର : ନିଆଁ ଆଉ ଧୂଆଁ

4.ଏମିତି କେଉଁ ଜିନିଷ ଯାହାର ଆସିବା ବି ଖରାପ ଆଉ ଯିବା ବି ଖରାପ?
ଉତ୍ତର : ଆଖି

5.କେଉଁ ଜୀବ କିଛି ନଖାଇ ତିନି ଦିନ ଜୀବିତ ରହିପାରେ?
ଉତ୍ତର:- ବିଲେଇ।

6.ଏମିତି କେଉଁ ଜିନିଷ ଯାହା ଗରିବ ଲୋକଙ୍କ ପାଖରେ ଅଛି,କିନ୍ତୁ ଧନୀ ଲୋକଙ୍କ ପାଖରେ ନାହିଁ?
ଉତ୍ତର:-ଗରିବୀ

7 – ଆଖି ନାହିଁ କାନ ନାହିଁ  —— ବାଜିଲେ ଦୋଷ ନାହିଁ ?

ଉତ୍ତର -ଗୋଡ

7.ଭାରତୀୟ ଜାତୀୟ କଂଗ୍ରେସ କେଉଁ ମସିହାରେ ଗଠିତ ହୋଇଥିଲା?
ଉତ୍ତର:-୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା

8.MRF ର ପୁରା ନାମ କଣ?
ଉତ୍ତର:-Madras rubber factory

9.ଗୋଟିଏ ମାଈ ମଶା ଏକା ଥରକେ କେତୋଟି ଅଣ୍ଡା ଦେଇଥାଏ?
ଉତ୍ତର:-୧୦୦ଟି ଅଣ୍ଡା ଦେଇଥାଏ।

10.ଟ୍ରେନର ଶେଷ ଡବାରେ X କାହିଁକି ଲେଖା ଯାଇଥାଏ?
ଉତ୍ତର:-ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣିପାରିବେ ଯେ ଟ୍ରେନର ସମସ୍ତ ବଗି ଷ୍ଟେସନ ଅତିକ୍ରମ କଲା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।