ଭୁଲ ରେ ବି ପୂଜା ଘରେ ଏହି ଭୁଲ କରନ୍ତୁ ନାହିଁ ! ନଚେତ ଭୋଗିବାକୁ ପଡିବ ମହା ଦଶା ଜାଣନ୍ତୁ ସେସବୁ କ’ଣ କ’ଣ

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।

କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଆପଣଙ୍କ ର ଘରେ ଶୋଇବା ଘର ମଧ୍ୟରେ ଥିବା ବେଡ଼ ଉପରେ କିଛି ତଥ୍ୟ ଯାହାକି ଆପଣ ଙ୍କୁ ଭବିଷ୍ୟତ ରେ ହେବାକୁ ଯାଉଥିବା କେତେକ ବିପଦ ରୁ ରକ୍ଷା କରିପାରିବ ।

ଆମର ପୁରାଣ ଶାସ୍ତ୍ର ଅନୁସାରେ ତଥା ଘର ର ଠାକୁର ଘର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ ।ଏମିତି ମଧ୍ୟ ଆମ ପୁରାଣ ରେ କୁହାଯାଇଛି ଯେ ଘରର ପୂଜା ଘର କେତେକ ନୀତି ନିୟମ ରଖାଯାଇଛି ଯାହାକୁ ମାନିବା ଦ୍ଵାରା ଆମ ପରିବାର ରେ ସମସ୍ତ ସମସ୍ୟା ଦୂର ହୋଇଥାଏ ।ଅପରପକ୍ଷରେ ଛୋଟ ଛୋଟ ଭୁଲ କରିବା ଦ୍ଵାରା ଘରର ସମସ୍ୟା ବଢିଥାଏ। ତେବେ ଆସନ୍ତୁ ଜାଣିବା ପୂଜା ଘରେ କଣ କେମିତି ରଖିବା ଉଚିତ ଓ ଅନୁଚିତ ଅଟେ ।

୧.ପୂଜା ଘର ଟି ଘରର ଦକ୍ଷିଣ ଦିଗରେ ରହିବା ବହୁତ ଶୁଭ ହୋଇଥାଏ ।କାରଣ ବାସ୍ତୁ ବଚନ ଅନୁସାରେ ଘରର ଦକ୍ଷିଣ ଦିଗ ରୁ ହିଁ ନାକରତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ।

୨.ନିଜର ଠାକୁର ଘରେ ଗୋଟିଏ ଠାକୁରଙ୍କ ର ଗୋଟିଏ ପ୍ରତିମା ରଖିବା ଶୁଭ ଅଟେ। କିନ୍ତୁ ଗୋଟିଏ ଠାକୁରର ଏକାଧିକ ପ୍ରତିମା ରଖିବା ଅଶୁଭ ହୋଇଥାଏ। ଏହାର କୁପ୍ରଭାବ ପରିବାର ଉପରେ ପଡିଥାଏ ।

୩.ଯଦି ଠାକୁର ଘରେ ପୂର୍ବ ପୁରୁଷ ଙ୍କର ଫୋଟ ରଖି ପୂଜା କରିବାକୁ ଚାହୁଁଛନ୍ତି ତାହେଲେ ପୁର୍ବ ପୁରୁଷ ଙ୍କର ଫୋଟ କୁ ପୂଜା ଘରର ପୂର୍ବ ଦିଗରେ ରଖନ୍ତୁ ଏବଂ ଏହାକୁ ଠାକୁର ଙ୍କ ସହ ପୂଜା କରନ୍ତୁ ନାହିଁ।

୪.ଠାକୁର ଘର କୁ ଶୋଇବା ଘର କରନ୍ତୁ ନାହିଁ ବା ନିଜ ବେଡ଼ ରୁମ ରେ ଠାକୁର ଙ୍କର ପ୍ରତିମା ରଖି ପୂଜା କରନ୍ତୁ ନାହିଁ ।ଏପରି କରିବା ଦ୍ଵାରା ଘରେ ଅଶାନ୍ତି ଦେଖାଦେଇଥାଏ ଏବଂ ଦାରିଦ୍ର୍ୟତା ର ପ୍ରବେଶ ମଧ୍ୟ ହୋଇଥାଏ।

୫.ଠାକୁର ଘରେ ଭଗବାନ ଙ୍କର ପ୍ରତିମା କୁ କାନ୍ଥ ରେ ଆଉଜି ପୂଜା କରନ୍ତୁ ନାହିଁ ।ଏହା ଆପଣଙ୍କ ପରିବାର ପ୍ରତି ବିପଦ ଆଣିଥାଏ ଏବଂ ଘରେ ରୋଗ ଲାଗିରହିଥାଏ ।

୬.ଘରର ଛାତ କୁ ଯିବା ସିଡ଼ି ତଳେ ଠାକୁର ଘର କରନ୍ତୁ ନାହିଁ ।ଏପରି କରିବା ଦ୍ଵାରା ଘରୁ ମା ଲକ୍ଷ୍ମୀ ପଳାୟନ କରିଥାନ୍ତି ଓ ଘରେ ଅଭାଵ ଦେଖାଦେଇଥାଏ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।