ନିଆରା ମେଡିକାଲ ! ଝିଅ ଜନ୍ମ ହେଲେ ମାଗଣାରେ ଚିକିତ୍ସା । ଦେବାକୁ ପଡିବ ନାହିଁ ଟଙ୍କା ଟି ଏ ବି ଶୁଳ୍କ ! ଦୟାକିର ଏପରି ମେଡିକାଲ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ପୋଷ୍ଟି ନିଶ୍ଚିତ ପଢନ୍ତୁ…

0

ଆଜି କାର ମୁଖ୍ୟ ଖବର ଯାହା ଆପଣ ମାନେ ଭି ଶୁଣିଲେ ଚକିତ ହେଇଯିବେ। ଝିଅ ମାନେ ନିଜର ଆବଶ୍ୟକ ପୁରାଣ ପାଇଁ ସରକାର ଙ୍କ ଠାରୁ ହଉ ଅବା ବହୁତ୍ କିଛି ଏମିତି ସଂସ୍ଥା ଥାଏ ତ ଠାରୁ ଉପକାର ପାଇଥାନ୍ତି। ଯେମିତି ଆଗୋରୁ ଗାଁ ମାନଙ୍କର ଗୋଟିଏ ଏମିତି ପ୍ରଥା ଚାଲିଥିଲା ଯାହା କୁ ଝିଅ ମାନଙ୍କୁ ପାଠ ପଢ଼ାଇବା ପାଇଁ ବାରଣ ଥିଲା ।କିନ୍ତୁ ଏବେ ଏବେ କିଛି ଆମ ଦେଶ ଦୁନିଆ ର ପରିବର୍ତନ ହେବା ସଙ୍ଗେ ସଙ୍ଗେ ସମସ୍ତ ଙ୍କ ର ନିଜ ମନରେ ଥିବା ଭ୍ରମ ଆଉ ସେଇ କୁସଂସ୍କାର ମଧ୍ୟ ଦୂରେଇବା କୁ ଲାଗିଲା ।

ସରକାର ମଧ୍ୟ ତ ସହ ଝିଅ ମାନଂକ ପାଇଁ କିଛି କିଛି ନିୟମ ମାନ କରିବାକୁ ଲାଗିଲେ ଯେମିତି କୁ “ବେଟି ବଚାଓ ବେଟି ପଢାଓ” ।ସେମିତି ଭି ଆସ୍ତେ ଆସ୍ତେ ଯାହା ଦେଖିବା ପାଇଁ ମିଳିଲା କିଛି ପରିବାର ରେ ଝିଅ ଜନ୍ମ ହବା କ୍ଷଣି ମନରେ ବହୁତ୍ କିଛି ଦୁସ୍ ଚିନ୍ତା ମାନ ଆସିଯାଇଥାଏ ।

ଯେମିତି କି ଝିଅ ଟିଏ ତାକୁ କେମିତି ପାଳିବେ , ତା ପଛରେ କେତେ କଣ ଖର୍ଚ୍ଚ ହେବ ,ଝିଅ ଟି ର ବିବାହ ସମୟ ରେ ପିତା ଆଉ ମାତା ଙ୍କ ର ପଇସା ଚାଲିଯିବା ଏମିତି ସବୁ ଭାବନା ରଖି କେହି ଝିଅ ଜନ୍ମ କରିବାକୁ ଆଗେଇ ନଥିଲେ ।ଝିଅ ଜନ୍ମ ହେବା କ୍ଷଣି ତାକୁ କାଉଥି ଫୋପାଡି ଦଉଥିଲେ ନ ହେଲେ ତାକୁ ଦାନ କରିଦେଉଥିଲେ ।

କିନ୍ତୁ ଆସ୍ତେ ଆସ୍ତେ କିଛି ଟା ପରିବର୍ତ୍ତନ ଦେଖିବାକୁ ମିଳିଲା ।ଝିଅ ମାନେ କେହି କାହାଠୁ କମ୍ ନୁହନ୍ତି ବୋଲି ପ୍ରମାଣ କରି ଦେଖେଇଲେ ।ଏବେ ଏବେ ବହୁତ୍ ପରିବାର ବର୍ଗ ଝିଅ ଜନ୍ମ କରିବା ପାଇଁ ଆଗେଇ ଆସୁଛନ୍ତି କାରଣ ଝିଅ ଟିଏ ତାଙ୍କ ଘରର ଲକ୍ଷ୍ମୀ ।ଆଜି ସେମିତି ଏକ ନିଆରା କିଛି ଦେଖିବା ପାଇଁ ମିଳିଛି ଯାହା କି ଏମିତି ମେଡ଼ିକାଲ ଅଛି ଯେଉଁଛି କେବଳ ଝିଅ ଜନ୍ମ ହେଲେ ହିଁ ପିତା-ମାତାଙ୍କୁ ଦେବାକୁ ପଡ଼ିବ ନାହିଁ କୌଣସି ଟଙ୍କା। ପିଲା ଜନ୍ମ ହେବାଠୁ ଡ଼ିସଚାର୍ଜ ହେବା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ବହନ କରିବେ ମେଡ଼ିକାଲ କର୍ତ୍ତୃପକ୍ଷ। ଜାଣନ୍ତୁ, କେଉଁଠି ରହିଛି ଏହି ହସ୍ପିଟାଲ। କି କି ସୁବିଧା ସେଠାରେ ମିଳୁଛି?

ଏହା ହେଇଚି ଶ୍ରୀ ବାଲାଜୀ ସୁପର ହସ୍ପିଟାଲ ରେ ।ତାଙ୍କର ଏକ ବଡ଼ ନିୟମ ଯାହାକି ଝିଅ ଜନ୍ମ ହେଲେ ଦେବା ପାଇଁ ହବିନି ଟଙ୍କାଟିଏ ଭି ସ୍ଲୁକ ।ଡକ୍ଟର ଖାନ କରୁପକ୍ଷ ଦେଖେଇଲେ ମହାନତା ଯାହା ପାଇଁ ସାରା ଦେଶ ରେ ଚାଲିଚି ଚର୍ଚ୍ଚା ।ଛତିଶଗଡ଼ ର ରାଜଧାନୀ ରାୟପୁର ରେ ଥିବା ସେ ହସ୍ପିଟାଲ ରେ ବିଶେଷ ଘଷଣା କରାଯାଇଛି ।ଏହି ବିଶେଷ ଘଷଣା ଅନୁସାରେ ନିୟମ ଅଛି ଯଉ ଦମ୍ପତି ଙ୍କ ର ସେଇ ମେଡିକାଲ ରେ ଝିଅ ଜନ୍ମ ହୁଏ ତାଙ୍କ ମାତା ପିତା ଙ୍କ ଠାରୁ ଟଙ୍କାଟିଏ ଭି ନେବେ ନାହି ହସ୍ପିଟାଲ କର୍ତ୍ତୃପକ୍ଷ ।ଏହି ସବୁ ନିୟମ ହବାର କାରଣ ହସ୍ପିଟାଲ ର ୧୨ବର୍ଷ ଫେବୃଆରୀ ମାସ ଭିତରେ ପୁରୁଥିବାରୁ ଏ ସବୁ ନିୟମ ହେଇଚି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।