ଚତୁର୍ଥୀ ରାତିରେ ପତିକୁ ଅପେକ୍ଷା କରିଛି ପତ୍ନୀ , କିନ୍ତୁ ପତି ଲୁଚିଲୁଚି କମ୍ପ୍ୟୁଟରରେ କରୁଛି ଏହି କାମ ସୋସିଆଲ ମିଡିଆରେ ଫଟୋ ଭାଇରାଲ

0

ମଣିଷ ଜୀବନ ରେ ଏକ ସୁନ୍ଦର ମୁହୂର୍ତ୍ତ ହୋଇ ଥାଏ ବିବାହ।ଦେଶ ଓ ସମାଜ କୁ ଆଗକୁ ବଢେଇବା ପାଇଁ ପୁଅ ଓ ଝିଅ ଙ୍କୁ ବିବାହ କରିବାକୁ ପଡି ଥାଏ। ତେବେ ଏହା ସେମାନ ଙ୍କ ପାଇଁ ବହୁତ ସୁନ୍ଦର ଦିନ ହୋଇ ଥାଏ। ତେବେ ଏହି ଦିନ ରେ ସମସ୍ତେ ବହୁତ ଖୁସି ରୁହନ୍ତି।ସମସ୍ତେ ବହୁତ ମଜା ମସ୍ତି ମଧ୍ୟ କରନ୍ତି। ସଜ ହବା,ଖାଇବା,ନାଚିବା ଆଦି ବହୁତ କିଛି କରନ୍ତି।

ତେବେ ଆମ ଦେଶ ରେ ହେଉ ଥିବା ବାହାଘର ରେ ବହୁତ ସୁନ୍ଦର ରୀତି ନୀତି ରହିଛି,ଯାହା ସବୁ ଠୁ ସୁନ୍ଦର। ତେବେ ବିଭିନ ସ୍ଥାନ ରେ ବିଭିନ୍ନ ପ୍ରକାର ନିୟମ ରହିଛି। ତା ସହ ଆମ ଦେଶ ର ବାହାଘର ୪ କିମ୍ବା ୫ ଦିନ ଧରି ହୋଇ ଥାଏ, ଅନେକ ଲୋକ ଆସନ୍ତି ବାହାଘର ରେ ।

ତେବେ ଏଥି ପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି, ସବୁ ବହୁତ ଖୁସି ହୁଅନ୍ତି।ଆମ ହିନ୍ଦୁ ଧର୍ମ ରେ ବହୁତ ଗୁଡିଏ ରୀତି ନୀତି ରହିଛି,ବହୁତ ଗୁଡିଏ ପର୍ବ ପର୍ବାଣୀ ମଧ୍ୟ ରହିଛି। ଆମ ଧର୍ମ ରେ ବାହାଘର ଏବଂ ପତି ପତ୍ନୀ ଙ୍କ ର ସମ୍ପର୍କ କୁ ଏକ ପବିତ୍ର ସମ୍ପର୍କ ବୋଲି ମନାଯାଏ। ବାହାଘର ପରେ ସ୍ତ୍ରୀ ମାନଙ୍କ ପାଇଁ ତାଙ୍କ ସ୍ୱାମୀ ମାନେ ହିଁ ସବୁ କିଛି ହୋଇଥାନ୍ତି।

ସ୍ତ୍ରୀ ମାନେ ସବୁବେଳେ ଚାହାଁନ୍ତି କି କିପରି ତାଙ୍କର ସ୍ୱାମୀ ସବୁବେଳେ ଭଲ ରେ ଖୁସି ରେ ରହିବେ। ସେଥିପାଇଁ ସେମାନେ ସବୁବେଳେ ଠାକୁର ଙ୍କ ପାଖରେ ପ୍ରାର୍ଥନା କରନ୍ତି କେଉଁ ପରି ତାଙ୍କ ସ୍ୱାମୀ ଖୁସି ରେ ରହିବେ ଅଧିକ ଦିନ ବଞ୍ଚିବେ।ତେବେ ସୋସିଆଲ ମିଡିଆରେ ଏବେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।


ତେବେ ସ୍ୱାମୀ ସ୍ତ୍ରୀ ଭିତରେ ଏକ ଭଲ ସମ୍ପର୍କ ରହିବ ନିହାତି ଆବଶ୍ୟକ,କାରଣ ଉଭୟ ଏକ ଗୁରୁତ୍ୱପୂର୍ଣ୍ଣ ଡୋର ରେ ବାନ୍ଧି ହୋଇ ଥାନ୍ତି,ଆଉ ଏହା ପରସ୍ପର କୁ ଭଲ ପାଇବେ ଆଉ ସାରା ଜୀବନ ସାଙ୍ଗ ରେ ରହିବେ ବୋଲି କଥା ଦେଇ ଥାନ୍ତି।ବିବାହ ପରେ ସ୍ତ୍ରୀ ଟି ଚାହେଁ ଯେ ସ୍ବାମୀ ତା ପାଖରେ ରହୁ,ତାକୁ ଟିକେ ସମୟ ଦେଉ।ମାତ୍ର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ।ତେବେ ଜଣେ ସ୍ବାମୀ ବିବାହର ଚତୁର୍ଥୀ ରାତିରେ ମଧ୍ୟ କାମ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଚି। ସ୍ତ୍ରୀ ତାର ସ୍ୱାମୀକୁ ଅପେକ୍ଷା କରି ବେଡ୍ ରେ ବସିରହିଚି,

ମାତ୍ର ସ୍ଵାମୀ କମ୍ପ୍ୟୁଟର ଆଗରେ ବସି କାମ କରୁଛନ୍ତି।ସୋସିଆଲ ମିଡିଆରେ ଏହି ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି।ତେବେ ସୋସିଆଲ ମିଡିଆରେ ଫଟୋଟି ଭାଇରାଲ ହେବାପରେ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଆସୁଛି ।କିଛି ୟୁଜର୍ସ କହୁଛନ୍ତି ଯେ ସେ ହୁଏତ ବିବାହ ଫଟୋ ଅପଲୋଡ୍ କରୁଥାଇପାରେ,ଆଉ କିଛି କହୁଛନ୍ତି ଯେ ନା ସିଏ କାମ କରୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।