ହୀରାକୁଦ ଡ୍ୟାମ କେଉଁ ରାଜ୍ୟ ରେ ଅବସ୍ଥିତ ? ସଠିକ୍ ଉତ୍ତର ଦେବାରେ 90% ଲୋକ ଫେଲ୍ କ’ଣ ଆପଣ ଦେଇପାରିବେ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?
ଉତ୍ତର:- ଦେବଗଡ

2.ପଞ୍ଜାବ କେଶରୀ କେଉଁ ମହାନ ବ୍ୟକ୍ତିଙ୍କୁ କୁହାଯାଏ?
ଉତ୍ତର- ଲାଲା ଲଜପତ୍ ରାୟ

3.ମୁ ମରେ ବା କଟିଯାଏ ଆପଣ କାହିଁକି କାନ୍ଦ?
ଉତ୍ତର : ପିଆଜ

4.ମେଘନାଦ ର ପତ୍ନୀ ଙ୍କର ନାମ କଣ ଥିଲା?
ଉତ୍ତର : ସୁଲୋଚନା

5.ଏମିତି କେଉଁ ଜିନିଷ ଯାହା କି କିଣିଲା ବେଳେ କଳା, ବ୍ୟବହାର କରିବା ସମୟରେ ଲାଲ ଆଉ ଫୋପାଡ଼ିଲା ସମୟରେ ଧଳା ଥାଏ?
ସଠିକ ଉତ୍ତର :କୋଇଲା

6.ଅଯୋଧ୍ୟା ରାମ ମନ୍ଦିର ଭାରତରେ କେଉଁ ରାଜ୍ୟ ରେ ସ୍ଥିତ ?
ଉତ୍ତର : ଉତ୍ତର ପ୍ରଦେଶ

7 – ହୀରାକୁଦ ଡ୍ୟାମ କେଉଁ ରାଜ୍ୟ ରେ ଅବସ୍ଥିତ ?

ଉତ୍ତର -ଓଡିଶା

7.ସବୁଠୁ ବିଷାକ୍ତ ସାପ କିଏ?
ଉତ୍ତର : କିଙ୍ଗ କୋବ୍ରା

8.ଇମେଲ ର ଆବିଷ୍କାର କିଏ କରିଥିଲେ?
ଉତ୍ତର : ରେ ଟୋମଲିସନ

9.ବିଶ୍ୱ ରେ ମାଉଣ୍ଟ ଏଭରେଷ୍ଟ ରେ ଚଢ଼ିଲା ଵାଲା ପ୍ରଥମ ମହିଳା କିଏ?
ଉତ୍ତର : ଜୁଙ୍କ ତବାଇ

10.କେଉଁ ପ୍ରାଣୀ ତିନି ବର୍ଷ ଯାଏ ଶୁଏ?
ଉତ୍ତର : ଘୋଂଘା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।