ଦେଖନ୍ତୁ ଭିଡିଓ – କଲେଜ ଯିବା ରାସ୍ତାରେ କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆ ରେ Upload କରିଲେ

0

ଆପଣ ମାନେ ନିହାତି ଜାଣିଥିବେ କି ବର୍ଷ ର ଫ୍ରେବୃୟାରି ମାସ ଟୀକୁ ପ୍ରେମିକ ପ୍ରେମିକା ର ମାସ ବୋଲି କୁହାଯାଏ ।କାରଣ ପ୍ରତ୍ୟେକ ବର୍ଷ ଫେବୃୟାରୀ ମାସ ର ଗୋଟିଏ ସପ୍ତାହ କୁ ତଥା ଫେବୃୟାରୀ ୭ ତାରିଖ ରୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ପୁରା ସାତ ଦିନ ପ୍ରେମ ର ଦିନ ଆରମ୍ଭ ହୋଇଥାଏ ।ଏହା ରୋଜ ଡେ ବା ଗଲାପ ଦିନ ଠାରୁ ଆରମ୍ଭ ହୋଇ ଭଲେଣ୍ଟାଇନ ଡେ ରେ ଶେଷ ହୋଇଥାଏ ।

ଆଉ ଏହି ଫ୍ରେବୃୟାରି ତଥା ପ୍ରେମ ର ମାସ ର ପ୍ରଥମ ଦିନ ଆରମ୍ଭ ହୋଇଥାଏ ରୋଜ ଡେ ରୁ। ତେବେ ଏହି ପ୍ରେମ ସପ୍ତାହର ସବୁଠାରୁ ବଡ଼ ଦିନ ହେଉଛି ଭଲେଣ୍ଟାଇନ ଡେ ଯେଉଁ ଦିନ ମାନଙ୍କରେ ଆମ ମର୍ଡନ ପ୍ରେମିକ ପ୍ରେମିକା ମାନେ ପରସ୍ପର ସହ ସମୟ ବିତାଇବ କୁ ପସନ୍ଦ କରିଥାନ୍ତି।

ଏହି ଭଲେଣ୍ଟାଇନ ଡେ ସେଲିବ୍ରେସନ କରିବାକୁ ସେମାନେ କେଉଁ କେଉଁ ସବୁ ନିଷ୍ପତ୍ତି ନେଇଥାନ୍ତି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ।ତେବେ ଏହି ଦିନ ରେ ପ୍ରେମୀ ଯୁଗଳ ମାନେ ବହୁତ ଅଶୀଳ କାର୍ଯ୍ୟ ରେ ମଧ୍ୟ ଲିପ୍ତ ଥିବାର ଜଣାଯାଏ। ତେଣୁ ଅନେକ ସମୟରେ ଏହି ଭଲେଣ୍ଟାଇନ ଡେ ପାଇଁ ଗୋଟିଏ ଦଳ ଗଠନ କରାଯାଇଥାଏ ।

ଯେଉଁ ଦଳର ମୁଖ୍ୟ କାର୍ଯ୍ୟ ଥାଏ ପ୍ରେମୀ ଯୁଗଳ ଙ୍କୁ ଏହି ସବୁ ଅଶୀଳ କାର୍ଯ୍ୟ ରୁ ନିବୃତ୍ତ ରଖିବା ପାଇଁ ।କିନ୍ତୁ ବର୍ତ୍ତମାନ ର ପ୍ରେମୀ ଯୁଗଳ ଙ୍କ କଥା ତ ସାରା ଦୁନିଆଁ ଯାଉଛି ।ବର୍ତ୍ତମାନ ପ୍ରେମ ର ଅନ୍ୟ ନାମ ଶାରିରୀକ ସମ୍ପର୍କ ବା ଅଶୀଳ ସମ୍ପର୍କ ବୋଲି କହିହେବ ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଙ୍କର ଏହି ମର୍ଡନ ଛାତ୍ରଛାତ୍ରୀ ଙ୍କର ପ୍ରେମ ଉପରେ ଘୃଣା ଭାବନା ସୃଷ୍ଟି ହେବ।ତେବେ ଭିଡ଼ିଓ ଟି କେଉଁ ସ୍ଥାନରେ ରେକର୍ଡ କରାଯାଇଛି ତାହାର କୌଣସି ସତ୍ୟତା ନାହିଁ। କିନ୍ତୁ ସେହି ପ୍ରେମୀ ଯୁଗଳ ମାନେ ଗୋଟିଏ କଲେଜ ର ଛାତ୍ରଛାତ୍ରୀ ବୋଲି ସ୍ପଷ୍ଟ ଭାବରେ ତାଙ୍କର ଡ୍ରେସ ରୁ ଜଣାପଡୁଛି। ତେବେ ସେମାନେ ଏତେ ବିଶୃଙ୍ଖଳିତ ହୋଇଗଲେଣି ଯେ ରାସ୍ତା ଘାଟ କିଛି ଦେଖୁନାହାନ୍ତି । ଯେଉଁଠି ବି ହେଉନା କାହିଁକି ବାସ ନିଜର କାମନା କୁ ପୁରା କରିବାକୁ ଲାଗିଛନ୍ତି।

ତେବେ ଏହି ଭିଡ଼ିଓ ଟିରେ ୩ଟି ପ୍ରେମୀ ଯୁଗଳ କଲେଜ ଡ୍ରେସ ପିନ୍ଧି ଏକ ନିଛାଟିଆ ରାସ୍ତା ରେ ଅଶୀଳ କାର୍ଯ୍ୟ କରିବାରେ ବ୍ୟସ୍ତ ଥିଲେ। ସେହି ସବୁ କପୁଲ ମାନେ ପରସ୍ପର କୁ କୁଣ୍ଡେଇବା ଓ କିସ କରିବାର ନଜର ରେ ଆସିଥିଲେ। ତେବେ କେହି ଜଣେ ଅଜଣା ବ୍ୟକ୍ତି ଏହି ସବୁ ଘଟଣା କୁ ସେମାନଙ୍କ ର ଅଜାଣତରେ ରେକର୍ଡ କରିଥିଲେ ଏବଂ ପରେ ଏହାକୁ ଭାଇରଲ କରିଥିଲା ସୋସିଆଲ ମିଡ଼ିଆ ରେ ।ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।