ଲକ୍ଷ୍ମୀ ପୁରାଣ ର ରଚୟିତା କିଏ ? ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ,

ଯାହାକି ବହୁତ ମଜାଳିଆ ମଧ୍ୟ। ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟର ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ଓଡିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ହୋଇଥିଲା ?
ଉତ୍ତର:-1866

2.ଓଡ଼ିଶାର ପ୍ରଥମ ଔପନ୍ୟାସିକଙ୍କ ନାମ କ’ଣ ?
ଉତ୍ତର:-ରାମଶଙ୍କର ରାୟ

3.ଓଡିଶାର ପ୍ରଥମ ଝୋଟ ମିଲର ନାମ କଣ ?
ଉତ୍ତର:- କୋଣାର୍କ ଝୋଟ ମିଲ

4.ଖାରବେଳ କେଉଁ ଧର୍ମାବଲମ୍ବି ରାଜା ଥିଲେ ?
ଉତ୍ତର:-ଜୈନ

5.ଭୌମକର ରାଜବଂଶ କେଉଁ ନଦୀ କୁଳରେ ଗଢି ଉଠିଥିଲା ?
ଉତ୍ତର:-ବୈତରଣୀ

6.ଓଡିଶାର ଶେଷ ସ୍ଵାଧୀନ ରାଜା ମୁକୁନ୍ଦଦେବ କେଉଁ ରାଜବଂଶର ଥିଲେ ?
ଉତ୍ତର:-ଭୋଇବଂଶ

7.ପ୍ରଥମ ସ୍କୁଲ କେଉଁ ଜିଲ୍ଲାରେ ତିଆରି ହୋଇଥିଲା ?
ଉତ୍ତର:- କଟକ

8.ହୀରାକୁଦ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର:- ସମ୍ବଲପୁର

9.ତାଳଦଣ୍ଡ କେନାଲ କେଉଁଠାରୁ ବାହାରିଛି ?
ଉତ୍ତର:-ଯୋବ୍ରା

10.ପ୍ରଥମ ଓଡ଼ିଆ ଚିଫସେକ୍ରେଟାରୀ କିଏ ଥିଲେ ?
ଉତ୍ତର:-ନାଗରୀ ମୋହନ ପଟ୍ଟନାୟକ

11) ଲକ୍ଷ୍ମୀ ପୁରାଣ ର ରଚୟିତା କିଏ ?

ଉତ୍ତର – ବଳରାମ ଦାସ

ବନ୍ଧୁଗଣ,ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।