Health Benefits- କେବଳ ଏହାର 1 ପତ୍ରରେ ବାଳ ପୁଣି ହେବ କଳା, ଚେହେରାରେ ଆସିବ ଚମକ, ଶରୀର ରହିବ ସୁସ୍ଥ ସବଳ, କେବେବି ଆସିବ ନାହିଁ ବୁଢାପା

0

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ବହୁତ ବଡ଼ ସମସ୍ୟା ପାଲଟିଯାଇଛି ଯୁବ ପୀଡ଼ି ଙ୍କ ପାଇଁ ।କୁହାଯାଏ କି ଜଣେ ବ୍ୟକ୍ତି ର ସୁନ୍ଦରତା କୁ ବୃଦ୍ଧି କରିବାରେ ତାହାର ଲମ୍ବା , ଘନ ଓ ସୁନ୍ଦର କଳା କେଶ ବହୁତ ସାହାଯ୍ୟ କରେ ।କିନ୍ତୁ ସମାଜରେ ଧୀରେ ଧୀରେ ପ୍ରଦୂଷଣ ବଢିବାରୁ ତଥା ଆମ ଖାଦ୍ୟପେୟ ରେ ଅଧିକ ରୁ ଅଧିକ ରାସାୟନିକ ପଦାର୍ଥ ରହିବାରୁ ଏହା ଆମ ଶରୀର ତଥା କେଶ ପାଇଁ ଏକ ବଡ଼ ସମସ୍ୟା ହୋଇଯାଇଛି।

ତେବେ ଏହି ସମସ୍ୟା ପ୍ରାୟ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ତଥା ବୟସ୍କ ଲୋକ ଙ୍କ ପାଖରେ ମଧ୍ୟ ଦେଖାଯାଏ।ଆଉ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସାଧାରଣତ୍ୱ ଲୋକମାନେ ମାର୍କେଟ ରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରଡକ୍ଟ ର ବ୍ୟବହାର ତଥା ବିୟୁଟି ପାଲର ର ସାହାଯ୍ୟ ନେଇଥାନ୍ତି। ଏବଂ ଏହି କାରଣ ରୁ ତାଙ୍କର କେଶ ଝଡ଼ିବା ବନ୍ଦ ହେବା ପରିବର୍ତ୍ତେ ଆହୁରି ଅଧିକ ହେବା କୁ ଲାଗେ ତା ସହ ଅନ୍ୟ ସବୁ କେଶ ସମସ୍ୟା ମଧ୍ୟ ଦେଖା ଦେଉଥାଏ ।

ଯେପରି କି କେଶ ର ମୂଳ କୋମଜର ହୋଇଯିବା , କେଶ ଅଧାରୁ ଛିଣ୍ଡି ଯିବା ଇତ୍ୟାଦି। କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଗଛ ତାର ପତ୍ର ଓ ଫୁଲ ବିଷୟରେ ଜଣେଇବୁ ଯାହାର ବ୍ୟବହାର କରି ଆପଣ ଏହି ସବୁ ସମସ୍ୟା ଠାରୁ ମୁକ୍ତି ପାଇପାରିବେ।

ତେବେ ସେହି ବୃକ୍ଷ ଟି ହେଉଛି ସଦାବିହାରି ଗଛ ।ବନ୍ଧୁଗଣ ଏହି ଗଛ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ଘରେ ଦେଖିବା କୁ ମିଳିଥାଏ ।ଏହା ଦେଖିବା କୁ ବହୁତ ମନଲୋଭା ଓ ଏହାର ଫୁଲ ବହୁତ ସୁନ୍ଦର ହୋଇଥାନ୍ତି ।ତେବେ ଏହାର ଉପକାରୀତା ବିଷୟରେ ଜଣିଲେ ଆପଣ ଚକିତ ହୋଇଯିବେ ।

ଯଦି ବ୍ୟକ୍ତିଙ୍କ ର କେଶ ଝଡିବା ଦେଖାଦିଏ , କେଶ ରୁକ୍ଷ ହେବା , କମ ବୟସ ରୁ କେଶ ଧଳା ହୋଇଯିବା ଆଦି ସମସ୍ୟା ଦେଖାଯାଏ ତେବେ ଆପଣ ଅତି ସହଜରେ ଏହି ସଦାବିହାରି ପତ୍ର ଓ ଫୁଲ ସାହାଯ୍ୟ ରେ ଏହି ସମସ୍ୟା ଠୁ ଦୁରେଇ ପାରିବେ ।ଏହା ପାଇଁ ପ୍ରଥମେ ଆପଣ ସଦାବିହାରି ବୃକ୍ଷ ର କିଛି ପତ୍ର ଓ ଫୁଲ କୁ ନିଅନ୍ତୁ ଏବଂ ଏହାକୁ ପରିଷ୍କାର କରି ଧୋଇନିଅନ୍ତୁ ।ବର୍ତ୍ତମାନ ଏହାକୁ ଭଲ ଭାବରେ ଛେଚି ବା ବାଟି ନିଅନ୍ତୁ ଏବଂ ଗୋଟିଏ ପାତ୍ର କୁ ଏହାର ରସ ବାହାର କରିନିଅନ୍ତୁ। ବର୍ତ୍ତମାନ ଏହାକୁ କିଛି ସମୟ ପାଇଁ ସେମିତି ଛାଡି ଦିଅନ୍ତୁ ।କିଛି ସମୟ ପରେ ଏହି ରସ କୁ ହାତରେ ନେଇ ମୁଣ୍ଡ ରେ ଖାସ କରି କେଶ ମୂଳରେ ଲଗାଇ ନିଅନ୍ତୁ ।

ଏହି ରସ କୁ ମୁଣ୍ଡ ରେ ଲଗେଇବା ପରେ କେଶ ମୂଳ କୁ ମାସାଜ କରନ୍ତୁ ।ଏବଂ ଏହାକୁ ୩୦ – ୪୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ପରେ ମୁଣ୍ଡ ଧୋଇନିଅନ୍ତୁ ।ଏହିପରି ଗୋଟିଏ ମାସ ପର୍ଯ୍ୟନ୍ତ କରିବା ପରେ ଆପଣଙ୍କ ର ଦେଖିବେ କି ଆପଣଙ୍କ ର ସମସ୍ତ କେଶ ସମସ୍ୟା ଦୂର ହୋଇଯିବ ଏବଂ କେଶ ଘନ , କଳା ଓ ସୁନ୍ଦର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।