Sadhubani – ଭୁଲରେ ବି ଏହି ୭ ଜଣଙ୍କ ଘରେ କରନ୍ତୁ ନାହିଁ ଭୋଜନ ନଚେତ ହୋଇଯିବ ଭଣ୍ଡାର ଶୂନ୍ୟ

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମ ଶାସ୍ତ୍ର ରେ ମଣିଷ ମାନଙ୍କୁ କେତେକ କାର୍ଯ୍ୟ କରିବାକୁ କୁହାଯାଏ ତ ପୁଣି କେତେକ କାର୍ଯ୍ୟ କରିବାକୁ ବାରଣ ମଧ୍ୟ କରାଯାଏ।

ତେବେ ଆମର ବାସ୍ତୁ ବଚନ ରେ କୁହାଯାଇଛି ଯେ ଏହି ସାତ ଜଣ ଲୋକଙ୍କ ଠାରୁ କେବେବି କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।ନଚେତ ଏହା ଆପଣଙ୍କ ଧନ ସମ୍ପତ୍ତି ରେ ଭର୍ତ୍ତି ହୋଇଥିବା ସୁନାର ଘରକୁ କାଙ୍ଗାଳ କରିଦେବ।ତେବେ ଆସନ୍ତୁ ଜାଣିବା ସେହି ସାତ ଜଣ କିଏ କିଏ ଅଟନ୍ତି।

୧.ନିଶା ଦ୍ରବ୍ଯ ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ଘରେ:-

ଆପଣ କେବେ ବି ଜଣେ ନିଶା ଦ୍ରବ୍ୟ ବିକ୍ରୟ ବା ଅତ୍ୟଧିକ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ଘରେ କେବେ ବି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।ଏହିପରି ବ୍ୟକ୍ତିଙ୍କ ଘରେ ଖାଇବା ଦ୍ଵାରା ଘରେ ଅଭାଵ ଅନଟନ ଦେଖାଯାଇଥାଏ ।

୨.ଚରିତ୍ର ହୀନ ମହିଳାଙ୍କ ଘରେ:-

ଚରିତ୍ରହୀନ ମହିଳା ମାନ ଙ୍କୁ ଆମ ସମାଜରେ ଅପବିତ୍ର ମହିଳା ବୋଲି ଗ୍ରହଣ କରାଯାଇଥାଏ। ଏହି ମହିଳାଙ୍କ ହାତ ରନ୍ଧା ଖାଦ୍ୟ ଖାଇବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।ଏବଂ ଆପଣଙ୍କ ହସ ଖୁସିରେ ପରିବାରରେ ଅର୍ଥନୈତିକ ଅଭାଵ ଦେଖାଦେଇଥାଏ।

୩.ସାହୁକାର ଲୋକଙ୍କ ଘରେ:-

ସାଧାରଣ ଭାବରେ ଗ୍ରାମରେ ସାହୁକାର ମାନେ ବହୁତ ଲୋଭୀ ସ୍ଵଭାବ ରେ ହୋଇଥାନ୍ତି ।ସେମାନେ ଟଙ୍କା ପାଇବେ ପାଇଁ କିଛି ବି କରିଥାନ୍ତି ।ଆଉ ଏହି ଭଳି ଲୋକଙ୍କ ଘରେ ଖାଦ୍ୟ ସେବନ କରିବା ନିଜ ଭଣ୍ଡାର ଘର କୁ ଶୂନ୍ୟ କରିବା ସହ ସମାନ ହୋଇଥାଏ।

୪.ଅପରାଧୀ ବା ଚୋରୀ କରୁଥିବା ବ୍ୟକ୍ତିଙ୍କ ଘରେ:

ଅପରାଧୀ ବା ଚୋରି କରୁଥିବା ବ୍ୟକ୍ତି ଜଣେ ବ୍ୟକ୍ତି ଙ୍କର ଜୀବନ ନେଇଥାଏ ତ ଅନ୍ୟ ଜଣେ ବ୍ୟକ୍ତି ର ଆର୍ଥିକ ସମ୍ପତ୍ତିକୁ ଚୋରି କରିଥାଏ। ଏବଂ ଯଦି ଆପଣ ଏମାନଙ୍କ ଘରେ ଖାଦ୍ୟ ଗ୍ରହଣ କରନ୍ତି ତେବେ ଏମାନଙ୍କ ର ପାପ ଆପଣଙ୍କ ଉପରେ ଲାଗିଥାଏ।

୫.ନିର୍ଦ୍ୱୟ ବ୍ୟକ୍ତି:-

ଏହି ବ୍ୟକ୍ତି ମାନେ ସବୁବେଳେ ଅନ୍ୟଙ୍କୁ ଦୁଃଖ ଓ କଷ୍ଟ ଦେଇଥାନ୍ତି। ଏମାନଙ୍କ ଘରେ ଖାଇବା ଦ୍ଵାରା ଆପଣ ଉପରେ ମା ଲକ୍ଷ୍ମୀ କ୍ରଧିତ ହୋଇଥାନ୍ତି ।ଏବଂ ଏହାର କୁପ୍ରଭାବ ଆପଣଙ୍କ ପରିବାର ଉପରେ ପଡିଥାଏ।

୬.କିନ୍ନର ଙ୍କ ଘରେ:-

କିନ୍ନର ମାନଙ୍କୁ ଦାନ ଦକ୍ଷିଣା ଦେବା ବହୁତ ଶୁଭ ହୋଇଥାଏ ମାତ୍ର ତାଙ୍କ ହାତ ତିଆରି ଖାଦ୍ୟ ଖାଇବା ଶୁଭ ହୋଇନଥାଏ। କାରଣ ସେମାନଙ୍କୁ ଆମ ସମାଜରେ ଏକ ନିମ୍ନ ବର୍ଗ ର ବୋଲି ଗ୍ରହଣ କରାଯାଇଥାଏ।

୭.ମହିଳା ଙ୍କୁ ସମ୍ମାନ କରୁନଥିବା ବ୍ୟକ୍ତି:-

ଯେଉଁ ବ୍ୟକ୍ତି ମାନେ ମହିଳାଙ୍କୁ ସଂମାନ ଦେଇନଥାନ୍ତି ସେମାନଙ୍କ ଘରେ ଖାଦ୍ୟ ଗ୍ରହଣ କରିବା ପାପ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।