Ajira anuchinta – ଭୁଲ ରେ ବି କରନ୍ତୁ ନାହିଁ ଏହି ୫ ଟି କାର୍ଯ୍ୟ ନଚେତ ଆପଣଙ୍କ ଉପରକୁ ମାଡି ଆସିବ ମହାବିପଦ…. ଆପଣ ହୋଇପାରନ୍ତି ଏହି ଭଳି କ୍ଷତିର ଶିକାର

0

ବର୍ତ୍ତମାନ ର ଏହି ଗ୍ଲବାଲାଇଡ଼ ର ବିଶ୍ୱ ରେ ରହିବାକୁ ହେଲେ ସମସ୍ତ ଙ୍କୁ ଦୁଇ ଟି ଜିନିଷ ର ବହୁତ ଆବଶ୍ୟକତା ରହିଛି ପ୍ରଥମ ଟି ହେଉଛି ଧନ ସମ୍ପତ୍ତି ର ଆବଶ୍ୟକତା ଏବଂ ଦ୍ୱିତୀୟ ରେ ହେଉଛି ଏକ ଶାନ୍ତି ଓ ସୁଖର ପରିବାର। କିନ୍ତୁ ଯେପରି ଆମ ବିଶ୍ୱ ଟେକ୍ନୋଲୋଜି ର ଅଗ୍ରଗତି ସହ ଆଗକୁ ବଢ଼ିବାରେ ଲାଗିଛି ସେହି ପରି ଆମର ପ୍ରତିଦିନ ଜୀବନ ରେ ମଧ୍ୟ ବିଭିନ୍ନ ପ୍ରକାର ର ସମସ୍ୟା ଦେଖାଯାଉଛି ।ଯେପରି କି ଘରେ ଆର୍ଥିକ ଅଭାବ ଦେଖାଦେବା ,ପରିବାର ମଧ୍ୟରେ ସବୁବେଳେ ଝଗଡା ଲାଗିବା ,ମାନସିକ ଚାପ ରେ ରହିବା ଆଦି ବର୍ତ୍ତମାନ ର ଲୋକମାନ ଙ୍କ ପାଇଁ ସାଧାରଣ ହୋଇଗଲାଣି ।

ତେଣୁ ଆମେ ଆଜି ଆପଣ ଙ୍କୁ ଏମିତି କେତେକ ଉପାୟ ଟି ଜଣେଇବାକୁ ଯାଉଛୁ ଯାହା କରିବା ଦ୍ବାରା ଆପଣଙ୍କ ସମସ୍ତ ପାରିବାରିକ ,ମାନସିକ ଏବଂ ଅର୍ଥନୈତିକ ସମସ୍ୟା ର ସମାଧାନ ହୋଇଯିବ ।ତେବେ ସାଧାରଣ ଭାବରେ କହିବାକୁ ଗଲେ ଆମ କୁ ପ୍ରତିଦିନ ଜୀବନ ରେ କେତେକ ନୀତି ନିୟମ ତଥା ଅନୁଚିନ୍ତା ଉପରେ ଫକସ କରିବାକୁ ହୋଇଥାଏ ।

କେତେକ କାର୍ଯ୍ୟ କରିବା ଦ୍ଵାରା ଆମ ଘରେ ଧନ ସମ୍ପତ୍ତି ଭର୍ତ୍ତି ହୋଇଯାଇଥାଏ ତ ପୁଣି କେତେକ କାର୍ଯ୍ୟ କରିବା ଫଳରେ ଘରେ ଦାରିଦ୍ର୍ୟତା ର ଆଗମନ ହୋଇଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ପାଞ୍ଚ ଟି ଅନୁଚିନ୍ତା ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ଆପଣ ଗ୍ରହଣ କରିବା ଦ୍ଵାରା ଆପଣ ଙ୍କର ସମସ୍ତ ମନସ୍କାମନା ପୂର୍ଣ ହେବା ସହ ଧନ ସମ୍ପତ୍ତି ପ୍ରାପ୍ତ ହେବ ଏବଂ ପରିବାର ହସ ଖୁସିରେ ଚାଲିବ ।

୧.ଘରେ ଅଳିଆ ରହିବା

ଆନେକ ଲୋକ ଠକାମି ବୁଦ୍ଧି ରେ ଘରକୁ ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ ରଖନ୍ତି ନାହିଁ। କିନ୍ତୁ ଘରର କୋଣ ରେ ଅଳିଆ ରହିବା କିମ୍ବା ଘରେ ବୁଢିଆଣି ଜାଲ ରହିବା ବହୁତ ଅଶୁଭ ଅଟେ। ଏହା ଦ୍ୱାରା ଘରେ ସବୁବେଳେ ଅଭାଵ ଦେଖା ଯାଏ।

୨.ଧନ ହାନି ହେଉଥିଲେ:-

ଯଦି ଆପଣ ଙ୍କର ସବୁ କ୍ଷେତ୍ରରେ ଧନ ହାନି ହେଉଛି ଏବଂ ଆପଣ ଏନେଇ ବହୁତ ଚିନ୍ତା ରେ ରହୁଛନ୍ତି ।ତେବେ ପ୍ରତିଦିନ ସକାଳେ କୁକୁର ବା ଗାଈ କୁ କିଛି ଖାଇବାକୁ ଦିଅନ୍ତୁ ।ଏପରି କରିବା ଦ୍ଵାରା ଋଣ ଭାର କମିବା ସହ ଧନ ସମ୍ପତ୍ତି ର ଆଗମନ ହୋଇଥାଏ।

୩.ଲକ୍ଷ୍ମୀ ଙ୍କର ଛିଡା ହୋଇଥିବା ପ୍ରତିମା:-

ଆପଣ ଙ୍କର ଘରେ ବା ତୁଳସୀ ଚଉରା ରେ କେବେ ବି ମା ଲକ୍ଷ୍ମୀ ଙ୍କର ଠିଆ ହୋଇଥିବା ପ୍ରତିମା ରଖନ୍ତୁ ନାହିଁ କି ଏହାକୁ ପୂଜାର୍ଚ୍ଚନା କରନ୍ତୁ ନାହିଁ ।ଏହା ଦ୍ୱାରା ଘରେ ଦାରିଦ୍ର୍ୟତା ପ୍ରବେଶ କରିଥାଏ ।ତେଣୁ ଘରେ ମା ଙ୍କର ବସିଥିବା ପ୍ରତିମା ରଖନ୍ତୁ।

୪.ସକାଳୁ ଉଠି ଆଇନା ଦେଖିବା:-

ସକାଳେ ଉଠିବା ମାତ୍ର ବହୁତ ଲୋକ ଆଇନାରେ ନିଜ ମୁହଁକୁ ଦେଖିଥାନ୍ତି ।ମାତ୍ର ଏହା ଅଶୁଭ ହୋଇଥାଏ ସକାଳୁ ଉଠି ମୁହଁକୁ ଧୋଇ ପ୍ରଥମେ ଠାକୁର ବା ବାପ-ମା ଙ୍କୁ ଦର୍ଶନ କରନ୍ତୁ।

୫.କିନ୍ନର ଙ୍କୁ ଦାନ ଦେବା:-

ଯଦି ଆପଣଙ୍କ ଘରେ ସର୍ବଦା ଅଶାନ୍ତି ଓ ଅଭାବ ଦେଖାଯାଏ ତେବେ ଶୁକ୍ରବାର ଦିନ କିଛି କିନ୍ନର ଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ।ଏପରି କରିବା ଦ୍ଵାରା ଘରର ସମସ୍ତ ଅସୁବିଧା ଦୂର ହୋଇଯାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।