ଦେଖନ୍ତୁ ଓଡ଼ିଆ ଆଲବମ୍ ହିରୋ ଦେବାଶିଷ ଙ୍କ ପରିବାରର ଝଗଡା କରୁଥିବାର ତାଙ୍କ ଝିଅ ଓ ପୁଅ ଭିଡିଓ ଟି ଦେଖିଲେ କହିବେ କ’ଣ ଏମାନେ ଏଭଳି

0

ଆମେ ଆପଣ ମାନଙ୍କୁ ବହୁତ୍ କିଛି ସମୟ କଥା କହୁଚୁ ଯାହା ଓଡ଼ିଆ ଚଳଚ୍ଚିତ୍ର ରେ ଥିବା ହିରୋ ଓ ହିରୋଇନ୍ ଙ୍କ ସହ ଯୋଡିତ କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ବିଷୟ ରେ କହିବୁ ।ତେଣୁ ଆପଣ ମାନେ ବହୁତ୍ କିଛି କଥା ଜାଣିଥିବେ ।ଏ ଏ ହିରୋଇନ୍ ହୁଅନ୍ତୁ କି ହିରୋ ଏମାନଙ୍କ ର ସବୁ କିଛି ଚାଲି ,ଚଳନି ,କେମିତି ରହୁଛନ୍ତି କଣ କରିଛନ୍ତି ସେ ସବୁ ଜାଣିବାର ବହୁତ୍ ଇଚ୍ଛା ଥାଏ ।

ତେଣୁ ଆମେ ସମସ୍ତେ ବିଭିନ୍ନ ଆପ୍ ରେ ସେ ହିରୋ ଆଉ ହିରୋଇନ୍ ମାନଙ୍କର ପ୍ରଫେସନାଲ ଆଇଡି ରେ ଫୋଲୋ କରୁ ଏବଂ ତାଙ୍କର ଚାଲି ଚଳନି ଗତି ବିଧି ସବୁ କିଛି ଲକ୍ଷ୍ୟ କରୁ । ଏଇ ଗ୍ଲାମର ଜଗତରେ ଥିବା ଲୋକ ମାନେ ସବୁ ବେଳେ କିଛି ନ କିଛି ଗୁଣ ରେ ଅଧିକ ଥାଆନ୍ତି ।ତେଣୁ ଆମେ ମାନେ ଏଇ ଅଭିନୟ ଦୁନିଆ ବିଷୟରେ ଯେତେ କହିଲେ ବି ଅତ୍ୟକ୍ତି ହେବନି ।

ଆଜି ସେମିତି ଆମେ ଆମର ଜଣେ ହାଣ୍ଡସମ ହିରୋ ଙ୍କ ବିଷୟରେ କହିବୁ ଯାହା ଙ୍କ ନାମ ଦେବାଶିଷ ।ସେ ପ୍ରଥମେ ଆଲବମ ରେ ପ୍ରସିଦ୍ଧ ଥିଲେ ।ଏବେ ଏବେ ପ୍ରଥମ ଥର ପାଇଁ ଦେବାଶିଷ ଙ୍କ ପରିବାର ବର୍ଗ ଙ୍କ ସହ ବହୁତ୍ କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି ।ସେ ତାଙ୍କ ଟୋଟାଲ ଫେମିଲି ଫଟୋ ସେୟାର କରିଛନ୍ତି କିଛି ଏପ୍ ରେ ।

ସେ ପ୍ରଥମେ ଆଲବମ ହିରୋ ଭାବେ ପରିଚିତ ହେଇଥିଲେ ତ ପରେ ପରେ ତାଙ୍କ ସହ ମୋନାଲିସା ଙ୍କ ର ଦେଖା ହୋଇଥିଲା ସେଇ ଆଲବମ୍ ଜଗତରେ ।ସେଇଠୁ ହିଁ ଆରମ୍ଭ ହେଇଥିଲା ତାଙ୍କର ପ୍ରେମ କାହାଣୀ । ତା ପରେ ପରେ ସେମାନେ ଦୁଇଜଣ ବିବାହ କରିଥିଲେ ତାଙ୍କ ବିବାହ ସରିବାର ଆଜକୁ ବହୁତ୍ ଦିନ ବିତି ଗଲାଣି ।ତାଙ୍କର ଦୁଇଟି ପୁଅ ଆଉ ଝିଅ ଜନ୍ମ ହଇ ଏବେ ବଡ଼ ବଡ଼ ହୋଇ ଗଲେଣି ।ଏ ଦୁଇଜଣ ଓଡ଼ିଆ ଆଲବମ୍ କରି ଫେମସ ହୋଇ ପାରିଥିଲେ ଏବଂ ନିଜର ଫେମ୍ ଫୋଲୋର୍ ବଢାଇ ପାରିଥିଲେ ।

ତା ପରେ ପରେ ଯାହା ଦେଖିବା ପାଇଁ ମିଳିଲା ତାଙ୍କ ସ୍ତ୍ରୀ ମୋନାଲିସା ବିବାହ ପରେ ପରେ ଆଉ ସେଇ ଗ୍ଲମୋର୍ ଦୁନିଆରେ ପାଦ ଥାପି ନଥିଲେ ।ମୋନାଲିସା ବିବାହ ପରେ ତାଙ୍କ ପରିବାର ବିଷୟରେ ମନ ନିବେଶ କରିଥିଲେ ମଧ୍ୟ ଦେବାଶିଷ କିନ୍ତୁ ଏବେ ଭି ଫିଲ୍ମ ଆଉ ସିରିଆଲ୍ ଆଦି ରେ ଅଭିନୟ କରୁଛନ୍ତି । କଉଠି ଖଳନାୟକ ହିସାବ ରେ ତା କୋଉଠି ହିରୋ ହିସାବ ରେ ତାଙ୍କ କାର୍ଯ୍ୟ ଚଳାଉଛନ୍ତି ।ତାଙ୍କର ଏବେ ସୁଦ୍ଧା ଗୋଟିଏ ଝିଅ ଓ ଗୋଟିଏ ପୁଅ ମଧ୍ୟ ଅଛନ୍ତି ।ତାଙ୍କର ସ୍ତ୍ରୀ ଆଜି ଯାଏଁ ଭି ତାଙ୍କ ପରିବାର ଫଟୋ କୌଣସି ସୋସିଆଲ ମିଡିଆ ରେ ପଠେଇ ନାହାନ୍ତି ।

ସେ ଏବେ ଭି ସୋସିଆଲ ମିଡ଼ିଆ ସହ କୌଣସି ପ୍ରକାର ଜଡ଼ିତ ନାହାନ୍ତି ।ତାଙ୍କ ପରିବାର ସହ ଏତେ ସବୁ ଖୁସି ରେ ଥିବା ର ଫଟୋ ଏବେ ଏବେ ଦେବାଶିଷ ପୋଠେଇଛନ୍ତି ।ଏବେ ଦେବାଶିଷ ନିଜର ନିଜର ବୋଡୀ ମଧ୍ୟ ବୋନେଇ ସାରିଲେଣି।ତେବେ ଭିଡ଼ିଓରେ ତାଙ୍କ ପୁଅ ସହ ତାଙ୍କ ଝିଅ ଓ ସ୍ତ୍ରୀ ମିଶି ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।