ଇନ୍ଦ୍ରଧନୁରେ ରଙ୍ଗଗୁଡାକ କେଉଁ କ୍ରମରେ ଥାଏ ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ। ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟର ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ନନ୍ଦିଘୋଷ ରଥର ମୋଟ କେତୋଟି ଚକ ରହିଥାଏ ?
ଉତ୍ତର:-ଷୋହଳ ଗୋଟି ଚକ ରହିଥାଏ ।

2.ଏମିତି କେଉଁ ଫଳ ଅଛି ଯାହାକୁ ଲୋକମାନେ ଖାଅନ୍ତି ଓ ପିଅନ୍ତି?
ଉତ୍ତର-ନଡ଼ିଆ

3.କେଉଁ ସାଗର ରେ ଗୋଟିଏ ହେଲେ ମଧ୍ୟ ମାଛ ନାହାନ୍ତି?
ଉତ୍ତର-ମୃତସାଗର

4.ନରେନ୍ଦ୍ର ମୋଦୀ ଙ୍କୁ ଖାଦ୍ୟ ମଧ୍ୟରେ କଣ ସବୁଠାରୁ ଅଧିକ ଖାଇବାକୁ ଭଲ ଲାଗିଥାଏ?
ଉତ୍ତର-ଢ଼ୋକଲା

5.ଏମିତି କେଉଁ କୋଟ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ?
ଉତ୍ତର-ପଠାନ କୋଟ

6.କେଉଁ ଦେଶ ରେ ବରଫ ରୁ ବିଜୁଳି ପ୍ରସ୍ତୁତ କରାଯାଇଥାଏ?
ଉତ୍ତର-ଆମେରିକା

7.ଭାରତ ର କେଉଁ କ୍ରିକେଟର ଜଣେ ଆଇ. ଏ. ଏସ ଅଟନ୍ତି?
ଉତ୍ତର-ଅମୟ ଖୁରାସିୟା

8.ଲିଫ୍ଟକୁ ଓଡ଼ିଆ ରେ କଣ କୁହାଯାଏ?
ଉତ୍ତର-ଉତ୍ତରଣ ସାଧନ

9.କେଉଁ ଜୀଵ ର ଶରୀର ରେ ସବୁଠାରୁ କମ ହାଡ଼ ରହିଥାଏ?
ଉତ୍ତର-ମୂଷା

10.ଆଫଗାନିସ୍ତାନ ର ରାଜଧାନୀ ର ନାମ କଣ?
ଉତ୍ତର-କାବୁଲ

11) ଇନ୍ଦ୍ରଧନୁରେ ରଙ୍ଗଗୁଡାକ କେଉଁ କ୍ରମରେ ଥାଏ ?

ଉତ୍ତର – ବା-ଘ-ନୀ-ଶ-ହ-ଲା-ନା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।