ଧାତୁ ପତଳା ହେବାର କାରଣ କ’ଣ ? ଏବେ କଣ କରିବା ଉଚିତ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ପସ୍ତେଇବେ…..ଆପଣ ଏ ଭୁଲ କରୁନାହାଁନ୍ତି ତ ?

0

କଣ ଆପଣ ଙ୍କ ବୀର୍ଜ ଶକ୍ତି କମିବାରେ ଲାଗିଛି ଏବଂ ଧାତୁ ମଧ୍ଯ ପତଳା ହେବାକୁ ଲାଗିଛି। ତେବେ କଣ ଏହାର ପ୍ରଭାବ। କଣ କଲେ ଆମେ ଏଥିରୁ ମୁକ୍ତି ପାଇବା। ଆମ ଶରୀର ହେଉଛି ଆମ ସାଧନା ର ଦ୍ବାର ଏବଂ ଏହି ଶରୀର କୁ ସୁସ୍ଥ ଏବଂ ମନ କୁ ଶାନ୍ତ ରଖିବ ଏବଂ ଜୀବନ ରେ ଉନ୍ନତି କରିବା ପାଇଁ ଶରୀର ର ଅମୂଲ୍ଯ ରତ୍ନ ସଦୃଶ ଶକ୍ତି ର ସଦୋପଯୁଗ କରିବା ଉଚିତ୍।

ଯଦି ଯେ କୈଣସି ବ୍ଯକ୍ତି ବିବାହିତା କିମ୍ବା ଅବିବାହିତା ଯଦି ଏହି ରତ୍ନ କୁ ସଂଚାର କରି ଦୁନିଆ ରେ କୈଣସି କାର୍ଯ୍ୟ କରି ବଞ୍ଚି ଥାଏ ତାହା ହେଲେ ତାର ଜୀବନ ଯାତ୍ରା ସଫଳ ହୁଏ। ପାଠ ପଢା ହେଉ କିମ୍ବା ବ୍ୟବସାୟ ହେଉ ଯେଉଁ ଥିରେ ସେ ମନ ଲଗାଉ ସବୁଠି ତାକୁ ସଫଳତା ମିଳିଥାଏ।

ଦିନ ର ଆରମ୍ଭ ରୁ ରାତି ଯାଏଁ ସବୁବେଳ ତା ମୁହଁ ରେ ପ୍ରସନ୍ନତା ଦେଖିବାକୁ ମିଳିଥାଏ। ତେବେ ବୀର୍ଜ ଶକ୍ତି ହ୍ରାସ ହେବା ଏବଂ ପତଳା ହେବାର କାରଣ ଆପଣ ମାନେ ନିଜେ ଖୋଜି ପାଇ ପାରିବେ। ଟିକିଏ ନିଜ ମସ୍ତିଷ୍କ କୁ ଧୀର ରଖି ଭାବନ୍ତୁ ବାଲ୍ୟ ବସ୍ଥା ରୁ ଆପଣ ମାନେ ସବୁ କଣ କଣ କରି ଆସିଥିଲେ। କେବେ ଭାବିଛନ୍ତି ସ୍ମାର୍ଟଫୋନ ର ଖରାପ ବ୍ୟବହାର କରି କେତେ କୁସଂସ୍କାର ଶିକାର ହୋଇଛନ୍ତି।

ଗୋଟିଏ ଦହି ହାଣ୍ଡି ରେ ଟୋପାଏ ବିଷ ପକେଇଦେଲେ ତାହା ଯେମିତି ସମ୍ପୂର୍ଣ୍ଣ ଦହି ହାଣ୍ଡି କୁ ବିଶାକ୍ତ କରିଦିଏ। ସେହିପରି ମନରେ କିଛି କୁ ସଂସ୍କାର ଆଣିବା ଦ୍ବାରା ପୂରା ମନ ମଳିନ ହୋଇଯାଏ। ଖରାପ ଜିନିଷ ପ୍ରତି ଆକର୍ଷିତ ହେବା ଦ୍ୱାରା ବୀର୍ଜ ପତଳା ହୁଏ ଏବଂ ବାରମ୍ବାର ସ୍ୱପ୍ନ ଦୋଷ ହେବାକୁ ଲାଗିଥାଏ। ଆଜି କାଲି ର ଖରାପ ଚଳଚ୍ଚିତ୍ର ଏବଂ ଆଇଟମ୍ ଗୀତ ରେ ଆପଣ ଙ୍କ ମନ ପ୍ରଭାବିତ ହୋଇ ଆପଣ ଙ୍କ ମନ ଖରାପ ହେଉଛି।

ଏହି ଲାଇଫ୍ କୁ ବ୍ଲୁ ହୁଏଲ୍ ଲାଇଫ୍ ବୋଲି କୁହାଯାଏ। ଯେଉଁ ଥିରେ ଆଜି କାଲି ର ଅନେକ ଯୁବ ପିଢି ରହିଛନ୍ତି। ଧିକ୍କାର ଏହିଭଳି ଚଳଚ୍ଚିତ୍ର ର ଅଭିନେତା ଏବଂ ଅଭିନେତ୍ରୀ ଙ୍କୁ ଯେଉଁ ମାନେ ବିଚାର କରି ପାରନ୍ତି ନାହିଁ ଯେ ଏହିଭଳି ଭିଡିଓ ଦେଖିବା ଦ୍ବାରା ଯୁବ ପିଢି ଏବଂ ଛାତ୍ର ଛାତ୍ରୀ ଙ୍କ ଉପରେ କଣ ପ୍ରଭାବ ପଡିବ। ଆଜିର ଏହିଭଳି ଚଳଚ୍ଚିତ୍ର ପୁରୁଷ କୁ ବୀର ବନେଇବା ପରିବର୍ତେ କା ପୁରୁଷ ବନେଇ ଦେଉଛି।

ତେଣୁ ଆପଣ ମାନଙ୍କୁ ଏତିକି କହିବୁ କି ଆପଣ ମାନେ କେବେବି ଏମିତି ଖରାପ ଭିଡିଓ କିମ୍ବା ଗୀତ ଦେଖନ୍ତୁ ନାହିଁ। ଯାହା ଦ୍ୱାରା ଆପଣ ଙ୍କ ମନ ଖରାପ ହେଉଛି। ସବୁବେଳେ ପଜିଟିଭ୍ ଭିଡିଓ ଦେଖନ୍ତୁ ଯାହା ଦ୍ବାରା ନିଜ ଜୀବନ କୁ ଖୁସିରେ କଟେଇ ପାରିବେ। ମନୋରଞ୍ଜନ ଅପେକ୍ଷା ବିବେକ ରଞ୍ଜନ ଅଧିକ ସୁଖ ଦାୟକ। ଖରାପ ଚଳଚ୍ଚିତ୍ର ଦେଖନ୍ତୁ ନାହିଁ ଏବଂ ଖରାପ ଅଭିନେତା ଏବଂ ଅଭିନେତ୍ରୀ ଙ୍କୁ ନିଜର ଆଦର୍ଶ ରୂପେ ବିବେଚନା କରନ୍ତୁ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।