ଦେଖନ୍ତୁ ଭିଡିଓ ରୋମାନ୍ସ କରୁଥିବା ସମୟରେ ଧରାପଡିଗଲେ ପ୍ରେମୀଯୁଗଳ ତାପରେ ଗାଁ ଲେକ ଏଭଳି କାମ କରିଲେ ଭିଡିଓ ଟି ଦେଖିଲେ ଲାଜ ରେ ମୁଣ୍ଡ ନହିଯିବ

0

ପ୍ରେମ ଗୋଟିଏ ପବିତ୍ର ବନ୍ଧନ ଯାହା ଏ ଯୁଗ ନୁହଁ କେତେ ଯୁଗ ରୁ ଚାଲି ଆସିଛି ।କିନ୍ତୁ ଆଜି କାଲି କାର ଲୋକ ପ୍ରେମ ନା ରେ ସମସ୍ତ ଙ୍କୁ ଠକିଛନ୍ତି। କେତେବେଳେ ପ୍ରେମ ପାଇଁ ନିଜ ବାପା ଆଉ ମା ଙ୍କୁ ଠକିଛନ୍ତି ତା କେତେବେଳେ ଦୁନିଆ ଲୋକ ଙ୍କୁ।।।କେବଳ ପ୍ରେମ ମାନେ କଣ ନିଜ ଭିତରେ ଶାରୀରିକ ସମ୍ପର୍କ ନା ଲୋକ ଦେଖାଣିଆ ଭଲ ପାଇବା । ଆମେ ସେଇ ଯୁଗ କଥା କହିବା ଜଉ ଯୁଗ ରେ କୃଷ୍ଣ ଆଉ ରାଧା ଙ୍କ ର ପ୍ରେମ ରେ ସମସ୍ତେ ଭିଜି ଯାଉଥିଲେ ।ତାଙ୍କ ପ୍ରେମ ଦେଖି ଆଉ ସମସ୍ତେ ଖୁସି ହେଉଥିଲେ ।

ଜଉ ପ୍ରେମ ରେ ଜଣ କ ଉପରେ ଲୁଭ ନୁହ ଦୁଇଟି ମନର ମିଳନ ହୁଏ ସେଇଟା ହିଁ ପ୍ରକୃତ ପ୍ରେମ ।କିନ୍ତୁ ଆଜି କାଲି ର ଯୁବ ପୀଢ଼ି ପ୍ରେମ କୁ ନେଇ ବହୁତ୍ ପ୍ରକାର ନାଟକ ଚଲେଇଛନ୍ତି । ସେମାନେ ପାର୍କ ଯିବେ , ସିନେମା ହଲ ଯିବେ ,ଆଉ ଯେତେ ସବୁ ନିଛାଟିଆ ରାସ୍ତା ଦେଖୁଛନ୍ତି ।ସେମାନେ ପ୍ରେମ ପାଇଁ ନିଜ ବାପା ମା ଙ୍କ ର ସମ୍ମାନ ଭି ଦେଖିନାହାନ୍ତି ।

ସତ କହିବା ପାଇଁ ଗୋଲ ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସବୁ ପୁରୁଷ ଆଉ ମହିଳା ଙ୍କ ଭାଗ୍ୟ ରେ ନଥାଏ।ପ୍ରେମ କୁ ଭଗବାନ ଙ୍କ ର ଗୋଟେ ଦାନ ବୋଲି କୁହାଯାଏ ।ଯାଉଥି ସେ ଦୁଗ ରେ ପ୍ରଥମ ପ୍ରେମ ଥିଲା ପ୍ରଭୁ ଭୋଳା ନାଥ ଆଉ ମାତା ପାର୍ବତୀଙ୍କ ର ସେ ପ୍ରେମ ଏକ ନିଆରା ପ୍ରେମ ଥିଲା ।ତେବେ ଆଜି କାଲି କାର କିଛି ଏମିତି ଯୁବ ପୀଢ଼ି ଅଛନ୍ତି ଯଉ ମାନେ ପ୍ରେମ ନାମ ରେ ସମସ୍ତ ଙ୍କୁ ଠକୁଛନ୍ତି ତାଙ୍କ ର ଏଇ ଠକାମୀ ପ୍ରେମ ପାଇଁ ପ୍ରେମ ନାମ ଟି କଳଙ୍କିତ ଆଉ ନିଲମ୍ବିତ ହୋଇସାରିଲାଣି ।

ସେଥି ପାଇଁ କେହି ଏ ପ୍ରେମ କୁ ବିଶ୍ୱାସ କରୁ ନାହାନ୍ତି ।ନିଜ ର ସଉକ ମେଣ୍ଟାଇବା ପାଇଁ ସେମାନେ କିଛି ଭି କରିବା ପାଇଁ ପଛଉ ନାହାନ୍ତି ।ଆଜି ଏ ସବୁ କହିବାର ଏକ କାରଣ ରହିଛି ଯାହା ଆପଣ ଆମେ ଜାଣିଲେ ସବୁ ପ୍ରେମୀ ଯୁବକ ଆଉ ଯୁବତୀ ଙ୍କୁ ଘୃଣା କରିବେ ।ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ତେବେ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳି ଥିଲା ଏହି ଭିଡିଓ । ଏହି ଭିଡିଓ ରେ ଦେଖିବାକୁ ମିଳି ଥିଲା କି ଦୁଇ ପ୍ରେମୀ ଯୁଗଳ ଗୋଟେ ଜଙ୍ଗଲ ଭିତରେ ଏକ ନିଛାଟିଆ ସ୍ଥାନ ରେ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁ ଥିଲେ। ତେବେ ଏହି ସମୟ ରେ କିଛି ଜଣ ଲୋକ ତାଙ୍କୁ ଧରି ଦେଇ ଥିଲେ ଆଉ ତାଙ୍କର ଏହି ଭଳି ଭିଡିଓ କରିଥିଲେ।ତେବେ ଭିଡିଓ କରିବା ସହ ସେମାନଙ୍କ ବଦନାମ କରିବାର ଧମକ ମଧ୍ୟ ଦେଇ ଥିଲେ,ଆଉ ଅନେକ ଖରାପ ଭାଷା ରେ ଗାଲି ଗୁଲଜ ମଧ୍ୟ କରୁ ଥିଲେ।

ତେବେ ଏହି ଭିଡିଓ ଟିକୁ ସେମାନେ ସୋସିଆଲ ମିଡ଼ିଆ ରେ ଭାଇରଲ କରି ଥିଲେ। ତେବେ ସେହି ଭିଡିଓ ରେ ସେହି ପୁଅ ଓ ଝିଅ ଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ର ଫୋଟ ସବୁ ରହିଛି।ସେହି ବ୍ୟକ୍ତି ମାନେ ଯୁବତୀ ଙ୍କ ଅନୁରୋଧ କୁ ଶୁଣି ନ ଥିଲେ। ଯୁବତୀ ସେମାନଙ୍କୁ ବୁଝାଇ ଥକି ପଡ଼ିଥିଲେ,ପରେ ଏହି ଘଟଣା ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ତେବେ ପ୍ରେମୀ ଯୁଗଳ ଙ୍କର ଏହି କାର୍ଯ୍ୟ ଅତି ନିନ୍ଦନୀୟ ଅଟେ।

ସେମାନେ ତାଙ୍କ ବାପା ମା ଙ୍କ କଥା ଟିକେ ବି ଚିନ୍ତା କରିଲେ ନାହିଁ।ଆଉ ଅଧିକାଂଶ କ୍ଷେତ୍ରରେ ଆଜିକାଲି ର ଯୁବପିଢି ମାନଙ୍କ ମଧ୍ୟରେ ଗଢ଼ି ଉଠୁଥିବା ପ୍ରେମ ସମ୍ପର୍କ ପାଲଟିଛି ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି, ଆଉ ବିବାହ ପୂର୍ବ ରୁ ଶାରୀରିକ ସମ୍ପର୍କ ରଖିବା ଏକ ପ୍ରକାର ଟ୍ରେଣ୍ଡ ହୋଇ ଗଲାଣି।ତେବେ ଏହି କାର୍ଯ୍ୟକଳାପଆସୁଥିବା ଆଗାମୀ ଭବିଷ୍ୟତ ଉପରେ ଅନେକ ପ୍ରଭାବ ପକାଇବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।