Life Style -ଏଥି ମଧ୍ୟ ରୁ ଗୋଟେ ଶବ୍ଦ ବାଛନ୍ତୁ ଓ ନିଜର Lover ବିଷୟରେ ଜଣାନ୍ତୁ କିଛି ରୋମାଞ୍ଚକର ତଥ୍ୟ

0

ଖେଳ ଅନୁସାରେ ଆପଣଙ୍କୁ କିଛି ଲେଟର ଦିଆଯାଇଛି । ଯେଉଁଥିରେ ମୁଁ ଆପଣଙ୍କୁ ନିଜ ବେଷ୍ଟ ଫ୍ରେନ୍ଡ ବା ପ୍ରିମିକର ନାମର ପ୍ରଥମ ଅକ୍ଷର ପସନ୍ଦ କରିବାକୁ ହେବ ଶେଥି ପାଇଁ ଆପଣଙ୍କୁ 5 ସେକେଣ୍ଡ ଦିଆଯିବ । ଦେଖିବା ଆପଣ ପସନ୍ଦ କରିଥିବା ଲେଟର ଦ୍ଵାରା ଆପଣଙ୍କ ବେସ୍ତ ଫ୍ରେନ୍ଡ ଓ ଲଭରର ପସନ୍ଦ ବିଷୟରେ ଜାଣି ପାରିବେ ? ପସନ୍ଦ କରନ୍ତୁ କିଛି ଗୋଟିଏ ଲେଟର, ଯେଉଁ ମାନେ ଏ ଲେଟର ଚୁଜ କରିଛନ୍ତି ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଏବେ କହିବା ତାଙ୍କ ବିଷୟରେ ଯେଉଁମାନେ ବି ଲେଟର ଚୁଜ କରିଛନ୍ତି ।

1. B:-ଯଦି B ଲେଟର ଚୁଜ କରିଛନ୍ତି ତେବେ ସେ ଆପଣଙ୍କର ଅପେକ୍ଷା କରିଛନ୍ତି ।
2. C:- ଯେଉଁମାନେ ସି ଲେଟର ଚୁଜ କରିଛନ୍ତି ସେ ଆପଣଙ୍କର ବହୁତ ଯତ୍ନ ନେଇଥାନ୍ତି ।
3. D,ଏବେ ଆଲୋଚନା କରିବା ତାଙ୍କ ବିଷୟରେ ଯେଉଁମାନେ ଡି ଲେଟର ଚୁଜ କରିଛନ୍ତି । ଯଦି ଆପଣ ଡି ଲେଟର ଚୁଜ କରିଛନ୍ତି ସେ ଆପଣଙ୍କୁ ବହୁତ ଶଚା ପ୍ରେମ କରିଥାନ୍ତି ।


4.E,ଯେଉଁ ମାନେ ଇ ଲେଟର ଚୁଜ କରିଛନ୍ତି ସେ ଆପଣଙ୍କୁ କିଛି କହିବାକୁ ଚହୁଁଛନ୍ତି ।
5.F, ଯେଉଁମାନେ ଏଫ ଲେଟର ଚୁଜ କରିଛନ୍ତି । ଉତ୍ତର ହେଲା ସେ ଆପଣଙ୍କ ସହିତ ଦେଖା କରିବା ପାଇଁ ଚହୁଁଛନ୍ତି ।
6.G,ଯଦି ଆପଣ ଜି ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ଅଟେ ସେ ଆପଣଙ୍କୁ ଫୋଲୋ କରୁଛନ୍ତି ।
7.H,ଏବେ ଆଲୋଚନା କରିବା ତାଙ୍କ ବିଷୟରେ ଯେଉଁମାନେ ଏଚ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ବହୁତ ପସନ୍ଦ କରିଛନ୍ତି ।
8.I,ଯେଉଁମାନେ ଆଇ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ସବୁବେଳେ ଆପଣଙ୍କ ପାଖରେ ସବୁବେଳେ ରହିବାକୁ ଚହୁଁଛନ୍ତି ।


9.J,ଯେଉଁମାନେ ଜେ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁ ଛନ୍ତି ।
10.K,ଯଦି ଆପଣ କେ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ବୀନା ବଞ୍ଚିପାରିବେ ନାହିଁ ।
11.L,ଏବେ ଆଲୋଚନା କରିବା ଯେଉଁମାନେ ଏଲ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ କୌଣସି ସର ପ୍ରାଇଜ ଦେବାକୁ ଚହୁଁଛନ୍ତି ।

12.M, ଯେଉଁମାନେ ଏମ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ପ୍ରତି ନିଜର ପ୍ରେମ ଭାବ ସୋ କରିପାରନ୍ତି ନହିଁ ।
13.N, ଯଦି ଆପଣ ଏନ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ତୁମକୁ ହରେଇବାକୁ ଚାହୁଁ ନାହାନ୍ତି ।
14.O,ଯଦି ଆପଣ ଓ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ବିବାହ କରିବାକୁ ଚାହୁଞ୍ଚନ୍ତି ।
15.P,ଯେଉଁ ମାନେ ପି ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ବହୁତ ବିଶ୍ବାସ କରୁଛନ୍ତି ।
16.Q,ଯଦି ଆପଣ କ୍ୟୁ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ସହିତ କଥା ହେବାକୁ ଚାହୁଞ୍ଚନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।