ଶୀତଲ ପାତ୍ର ଙ୍କ ପରିବାର ଓ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସମ୍ପୂର୍ଣ ବିବରଣୀ

0

ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ।

ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ସେହି ପରି ଆଜି ଆମେ ଆପଣଙ୍କୁ ଆମର ସେଇ ସୁନ୍ଦର୍ ହିରୋଇନ୍ ଶୀତଲ ଙ୍କ ଜୀବନ କହନ୍ତି ।ତାଙ୍କ ଘର କଉଠି,ସେ କଣ କରନ୍ତି ଏମିତି ବହୁତ୍ କିଛି ଜାଣିବୁ!

ଶୀତଲ ଜନ୍ମ ଗ୍ରହଣ କରିଥିଲେ ୧୩ ଅକ୍ଟବୋର୍ ୧୯୯୮ ମସିହା ଆମ ରାଜଧାନୀ ଭୁବନେଶ୍ଵର ଠାରେ ।ଆଉ ତାଙ୍କର ଏବେ ବୟସ ହେଉଛି ୨୨ ବର୍ଷ ।ଆଉ ତାଙ୍କର ଉଚ୍ଚତା ହଉଚି ୫ ଫୁଟ ୮ଇଞ୍ଚ୍ ମାନେ ୧.୭୩ ମିଟର ।ଆଉ ତାଙ୍କର ବଡି ସାଇଜ ହଉଚି ୩୬- ୩୦ -୩୬ ।ଶୀତଲ ଙ୍କ ସହ ତାଙ୍କ ବାପା ,ମାଆ ଆଉ ତାଙ୍କ ସାନ ଭାଇ ମଧ୍ୟ ରୁହନ୍ତି ।ସେ ଡି.ଏ.ଭି ପବ୍ଲିକ ସ୍କୁଲ୍ ଭୁବନେଶ୍ୱର ରେ ପଢୁଥିଲେ ଏବଂ ସେ ରେଭେନ୍ସା କଲେଜ୍ ରେ ନିଜର ଗ୍ରାଜୁଏସନ୍ ପଢା ସାରିଛନ୍ତି ।ଆଉ ଆପଣ ମାନେ ଗୋଟେ କଥା ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଅଭିନୟ ଠାରୁ ବେଶୀ ନୃତ୍ୟ ଉପରେ ଗୁରୁତ୍ବ ଦିଅନ୍ତି ।

ଆମେ ଏବେ ଜାଣିବା ସେ କେମିତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ କେମିତି ଆସିଛନ୍ତି ।ସେ ସାନବେଳୁ ଅଭିନୟ ଜଗତ ରେ ବଡ଼ ଥାପିଛନ୍ତୀ।ସେ ପ୍ରଥମେ ଭଜନ ରୁ ନିଜର କେରିଅର୍ ଆରମ୍ଭ କରିଥିଲେ ।ସେ ୨୦୧୫ ମସିହା ରେ ଓଡ଼ିଆ ଫିଲ୍ମ ଜଗତ ରେ ପାଦ ଥାପିଥିଲେ ।ତାଙ୍କର ପ୍ରଥମ ଫିଲ୍ମ ଥିଲା ଯେ ଯାହା କହୁ ମୋରୋ ଢୋ ।ତାଙ୍କ ସହ ସେହି ଫିଲ୍ମ ରେ ବାବୁଶାନ୍ ଭି ଦେଖା ଦେଇଥିଲେ ।ତାଙ୍କର ଡ୍ରିମ୍ ଚରିତ୍ର ହଉଚି ପୋଲିସ ।

ଏବେ ଆମେ ତାଙ୍କ ପଇସା ଆଉ ସମ୍ପତି ବିଷୟରେ ଜାଣିବୁ ।ସେ ଗୋଟେ ଫିଲ୍ମ ପାଇଁ ୨-୩ଲକ୍ଷ୍ୟ ଟଙ୍କା ନେଇଥାନ୍ତି ।ତ ପରେ ସେ ଓଡ଼ିଆ ଭଜନ ଭିଡିଓ ପାଇଁ ୪୦-୫୦ଲକ୍ଷ୍ୟ ତାଙ୍କ ନେଇଥାନ୍ତି ।ସେ ବହୁତ୍ ଗୁଡାଏ ପ୍ରଡକ୍ଟ ରେ ଆଡଭାଇଟେଜ୍ମେମେଣ୍ଟ ପାଇଁ ୨୦-୩୦ଲକ୍ଷ୍ୟ ତାଙ୍କ ନିଅନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।