Odia serial actor – ହିରୋଇନ୍ ତୁଳସୀ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଜାଣନ୍ତୁ ସେ କେଉଁ ଅଭିନେତାଙ୍କୁ ବିବାହ କରିବାକୁ ଯାଉଛନ୍ତି

0

ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।ତାଙ୍କ ନାମ ହଉଚି ତା ଅଗଣାର ତୁଳସୀ ମୁ ସରିଏଲ ହିରୋଇନ୍ ତୁଳସୀ ଙ୍କ ବିଷୟରେ କହିବୁ ।

ଆଜିକାର ପ୍ରମୁଖ ଖବର ହଉଚି କି ଆମର ହିରୋଇନ୍ ତୁଳସୀ ସେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ଏମିତି ଚାହୁଁ ଚାହୁଁ ଆମ ଆଖି ଆଗରେ ଗଢ଼ି ଉଠିଥିଲା ଗୋଟିଏ ଷ୍ଟାର ,ଯେଉଁ ଷ୍ଟାର ଙ୍କ ପାଇଁ ଆମର ଓଡ଼ିଆ ସିରିଏଲ୍ ତ ଅଗଣା ର ତୁଳସୀ ମୁଁ ର ଜଣେ ପପୁଲାର ନାୟିକା ହଇ ପାରିଥିଲେ ।ଯାହାଙ୍କୁ ଆପଣ ମାନେ ତୁଳସୀ ବୋଲି ଜାଣିଥିଲେ ତାଙ୍କ ର ପ୍ରକୃତ ନାମ ହଉଚି ସ୍ୱେତଲିନା ଭଟ୍ଟାଚାର୍ଯ୍ୟ ।

ଏବେ ଏବେ ସେ ତାଙ୍କ ହବାକୁ ଯାଉଥିବା ସ୍ବାମୀ ଙ୍କ ସହ ଫଟୋ ଅପଲୋଡ଼ କରିବାର ଦେଖା ଯାଇଛି ।ଏବେ ଏବେ ଯାହା କିଛି ବିଶେଷ ସୂଚନା ରୁ ଜଣା ପଡ଼ିଛି ଆସନ୍ତା ଡିସେମ୍ବର ରେ ସେମାନଙ୍କର ବିବାହ ହବାକୁ ଯାଉଚି ।ସେମାନଙ୍କର କିଛି ଫଟୋ ଭାଇରାଲ୍ ହିବରେ ଲାଗିଚି ।ହଁ ଏହା ବଧେ ସତ କଥା ଯାହା ଶୁଣିବା ପାଇଁ ମିଳିଛି ଡିସେମ୍ବର ମାସ ରେ ଏ ଦୁଇ ସୁନ୍ଦର୍ କପୁଲ ଶିବା ଆଉ ସ୍ଵେତାଲିନା ବିବାହ ବନ୍ଧନରେ ବାନ୍ଧି ହେବ ପାଇଁ ଯାଉଛନ୍ତି ।

ତେବେ ସ୍ୱେତାଲିନା ଙ୍କୁ ଆପଣ ବହୁତ୍ ଲିଡ୍ ନାୟିକା ଭାବେ କାମ କରିବାରେ ଦେଖିଥିବେ ।ସେ ଟୁପୂର୍ ଟାପୂର୍ ହଇ କି ଇ. ଟିଭି କି ସାର୍ଥକ ଟିଭି ର ତ ଅଗଣାରେ ତୁଳସୀ ମୁଁ ହଉ କି କାଳିଜାଈ ସବୁଥିରେ ନିଜ ଅଭିନୟ ର ପରିଦର୍ଶକ ଦେଖାଇ ଲୋକ ମାନଙ୍କର ହୃଦୟ କୁ ବେଶ୍ ଛୁଇଞ୍ଚନ୍ତି ଏ ଅଭିନେତ୍ରୀ ଜଣକ ।ତେବେ ଏ ହିରୋଇନ୍ ଜଣକ ଆକ୍ଟି ଯେମିତି ସେ ଦେଖିବା ପାଇଁ ଭି ସେମିତି ।ଯାହା ଜଣା ପଡ଼ିଛି ସେ ବିବାହ ପାଇଁ ବହୁତ୍ ସିରିୟସ ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।