ଶୁଭ ସଂଙ୍କେତ ! ଦୀର୍ଘ 51 ବର୍ଷ ପରେ ମାତା ସରସ୍ବତୀ ଙ୍କ କୃପା ଏହି 3ଟି ରାଶିରେ ବର୍ଷିବ ! ମନରେ ଭକ୍ତିଥିଲେ ଆଜି ରାତିରେ ମାତା ଙ୍କୁ ସ୍ମରଣ କରନ୍ତୁ ଏବଂ କୁହନ୍ତୁ ଓଁ ସରସ୍ବତୀୟେଃ ନମଃ…

0

ହିନ୍ଦୁ ଧର୍ମ ରେ ପ୍ରଥମେ ଯେତେବେଳେ ଏକ ପିଲା ଜନ୍ମ ହୁଏ ପ୍ରଥମେ ୨୧ ରେ ତାର ପୂଜା କରାଯାଇ ଜ୍ୟୋତିଷ ଙ୍କୁ ଡାକି ତାର ଜାତକ ଏବଂ ତାର ରାଶି ବାହାର କରାଯାଏ। ସେହି ଜାତକ ରେ ଜ୍ୟୋତିଷ ଯାହା ଲେଖିଥାଆନ୍ତି ପରବର୍ତ୍ତୀ ସମୟ ରେ ଯଦି ସେହି ପିଲା ଜୀବନରେ କିଛି ଅସୁବିଧା ଲାଗି ରହେ, ସେ ସେହି ଜାତକ କୁ ନେଇ ଜ୍ୟୋତିଷ ଙ୍କୁ ଦେଖାଇଲେ ଜ୍ୟୋତିଷ କହିଦେଇଥାଆନ୍ତି କି ତାଙ୍କ ଜୀବନରେ କଣ ପାଇଁ ଅସୁବିଧା ହେଉଛି ଏବଂ କଣ ପାଇଁ ସେହି ବ୍ୟକ୍ତି ଜଣଙ୍କ ଏତେ କଷ୍ଟ ପାଉଛନ୍ତି।

ତେବେ ଆମ ହିନ୍ଦୁ ଜାତିରେ ବାର ଟି ରାଶି ଅଛି। ଏକ ମଣିଷ ଯେତେବେଳେ ଜନ୍ମ ନିଏ ସେ କିଛି ନା କିଛି ରାଶି ନେଇ ଜନ୍ମ ନେଇଥାଏ। ତେବେ ସେହି ରାଶି ଅନୁଯାୟୀ ଏବଂ ଗ୍ରହ ର ଚଳନ ଅନୁଯାୟୀ ମଣିଷ ର ଜୀବନ ଚାଲିଥାଏ। ମଣିଷ ଜୀବନରେ ତ ସବୁବେଳେ ଦୁଃଖ କଷ୍ଟ ଲାଗିରହିଥାଏ, ହେଲେ ଆପଣ ମାନେ କଣ ଜାଣିଛନ୍ତି କି ଆପଣ ମାନଙ୍କ ର ରାଶି ଅନୁଯାୟୀ ମଧ୍ୟ ଅନେକ କଷ୍ଟ ସବୁ ହୋଇଥାଏ ଆପଣ ମାନଙ୍କ ଜୀବନରେ। ତେବେ ଆସନ୍ତା କାଲି ଠାରୁ କେଉଁ ତିନୋଟି ରାଶି ମାନଙ୍କ ଉପରେ ଗ୍ରହ ର ପ୍ରଭାବ ପଡ଼ିବ ଆସନ୍ତୁ ତାହା ଜାଣିବା।

ଆସନ୍ତା କାଲି ହେଉଛି ମଙ୍ଗଳବାର ପବିତ୍ର ଶ୍ରୀ ପଞ୍ଚମୀ ସରସ୍ଵତୀ ପୂଜା ଦିନ ଗ୍ରହ ମାନଙ୍କ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଫଳରେ ଗ୍ରହ ମାନଙ୍କ ମଧ୍ୟ ରେ ଏକ ମହା ସଂଯୋଗ ଘଟି ବାକୁ ଯାଉଛି।ଏହି ସଂଯୋଗ ରାଶି ମାନଙ୍କ ଉପରେ ଏକ ନୂତନ ପ୍ରଭାବ ପକାଇବାକୁ ଯାଉଛି। ଯେଉଁ ରାଶି ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ସେମାନଙ୍କ ଭାଗ୍ୟ ଚକ୍ର ଉପରକୁ ଉଠିବ । ଧନ ଉପାର୍ଜନ କରିବା ର ବାଟ ଖୋଲି ଯିବ ।ତେବେ ଆସନ୍ତୁ ଜାଣିବା ତିନୋଟି ଭାଗ୍ୟ ଶାଳୀ ରାଶି ଙ୍କ ଜୀବନ ରେ କେଉଁ ପ୍ରକାର ପରିବର୍ତ୍ତନ ଆସିବାକୁ ଯାଉଛି।

1.ବୃଷ ରାଶି:-

ପ୍ରଥମ ରାଶି ହେଉଛି ବୃଷ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହା ରାଜ ଯୋଟକ ହେବ । ଏମାନେ ନିଜର ଅସୁବିଧା ସହିତ ସଫଳତା ଭାବରେ ସମାଧାନ କରି ପାରିବେ। ମାତା ଲକ୍ଷ୍ମୀ ଙ୍କ କୃପା ଯୋଗୁ ସେମାନଙ୍କୁ ଧନ ର ମଧ୍ୟ ଲାଭ ହେବ। ବ୍ୟବସାୟ ଓ ଚାକିରି ରେ ମଧ୍ୟ ଉନ୍ନତି ଓ ପଦୋନ୍ନତି ହେବ।

2.ମିଥୁନ ରାଶି:-

ଦ୍ଵିତୀୟ ରାଶି ହେଉଛି ମିଥୁନ ରାଶି । ଏହି ରାଶି ର ବ୍ୟକ୍ତି ମାନେ ନିଜ ସଫଳତା ଆଡ଼କୁ ଆଗେଇ ଯିବେ। ଜୀବନ ବର ଥିବା ସମସ୍ତ ଅସୁବିଧା କୁ ସହଜ ଓ ସରଳ ଭାବରେ ସମାଧାନ କରି ପାରିବେ। ଜୀବନରେ ସୁଖ ରେ ରହିବେ। ଏମାନଙ୍କୁ ଧନ ର ମଧ୍ୟ ଲାଭ ହେବ। ବ୍ୟବସାୟ ରେ ମଧ୍ୟ ଉନ୍ନତି ଓ ପ୍ରଗତି ଘଟିବ। ଚାକିରି କ୍ଷେତ୍ର ରେ ମଧ୍ୟ ଉନ୍ନତି ହେବା।

3.କନ୍ୟା ରାଶି:-

ତୃତୀୟ ଭାଗ୍ୟ ଶାଳୀ ରାଶି ଟି ହେଉଛି କନ୍ୟା ରାଶି। ଏହି ରାଶି ର ବ୍ୟକ୍ତି ମାନେ ନିଜ ଜୀବନ ରେ ସଫଳତା ହାସଲ କରିବେ। ମା ଲକ୍ଷ୍ମୀ ଙ୍କ କୃପା ଯୋଗୁଁ ଏମାନେ ଧନ କୁ ମଧ୍ୟ ପ୍ରାପ୍ତ କରିବେ। ଜୀବନ ରେ ଥିବା ସମସ୍ତ ସମସ୍ୟା କୁ ସଫଳତା ସହିତ ସମାଧାନ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟ ରେ ଲାଭ ଓ ଉନ୍ନତି ହେବ। ଚାକିରି ରେ ଉନ୍ନତି ହେବ ସହିତ ଧନ ଉପାର୍ଜନ ର ବାଟ ଖୋଲି ଯିବ। ଦମ୍ପତ୍ୟ ଜୀବନ ସୁଖମୟ ରହିବ। ସମାଜ ରେ ସମ୍ମାନ ଓ ପ୍ରସିଦ୍ଧି ମଧ୍ୟ ମିଳିବ। ଜୀବନ ସୁଖମୟ ହୋଇବ। ତେବେ ଏହି ରାଶି ମାନଙ୍କ ଭାଗ୍ୟ ଚକ୍ର କାଲି ଠାରୁ ବଦଳିବାକୁ ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।