Life style – ଏଥମଧ୍ୟରୁ ବାଛନ୍ତୁ ନିଜ ଜନ୍ମ ବର୍ଷ ଓ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ କିଛି ରୋମାଞ୍ଚକର କଥା

0

ଯେତେବେଳେ ଆମେ ମାନେ ଜନ୍ମ ନେଇଥାଉ ସେତେବେଳେ ଆମେ ଆମର ଭାଗ୍ୟ ସହ ଜନ୍ମ ହେଇଥାଉ ।ଆମେ ସେଥି ପାଇଁ ନିଜର ଜାତକ ,ହାତ ଦେଖା ,ନିଜ ରେଖା ଦେଖା ଆଦି ଉପରେ ବହୁତ୍ ବିଶ୍ୱାସ କରୁ ।କିନ୍ତୁ ଆଜି କାଲି ବିଜ୍ଞାନ ଯୁଗ ରେ ଏ ସବୁ ଆଉ କେହି ଭି ବିଶ୍ୱାସ କରୁ ନାହାନ୍ତି । ତଥାବି ଏମିତି କିଛି ରହିଛି କି ଲୋକ ମାନଙ୍କର ଜନ୍ମ ର ମସିହା କହିପାରିବ ନିଜର ଭବିଷ୍ୟତ ଆଉ ଅତୀତ ।କଣ ଏ ସବୁ କଥା କି !ହଁ ଏମିତି ସବୁ ଦେଖି କରି ଆମର ଜାତକ ଆଦି ବନା ଯାଏ ।

ହଁ ଆପଣ ଙ୍କ ଜନ୍ମ ବର୍ଷ ଆପଣ ଙ୍କ ବିଷୟ ରେ ଓ ଆପଣଙ୍କ ଭବିଷ୍ୟତ ବିଷୟରେ କହୁଥାଏ ।ଆପଣଙ୍କ ଜନ୍ମ ବର୍ଷ ନା କି ଆପଣଙ୍କ ବର୍ତ୍ତମାନ କହି ଥାଏ ତ ସହିତ ଆପଣଙ୍କ ଭବିଷ୍ୟତ କେମିତି ରହିବ ଏହା ଭି କହିଥାଏ।ଯଦି ଆପଣଙ୍କ ଜନ୍ମ ୧୯୮୦ ରୁ ୨୦୦୦ ବର୍ଷ ଭିତରେ ହେଇଥାଏ ତେବେ ଏ ରିପୋର୍ଟ ମାଧ୍ୟମରେ ଆପଣ ଆପଣକଂ ଭବିଷ୍ୟତ ବିଷୟରେ ସବୁ କିଛି ଜାଣିପାରିବେ ।

ତେବେ ଚାଲନ୍ତୁ ଜାଣିବା ୧୯୮୦ ରେ ଯେଉ ଲୋକ ମାନଙ୍କର ଜନ୍ମ ହେଇଚି ସେମାନେ ସ୍ୱଭାବ ରେ ଚୁମ୍ବକୀୟ ଆକର୍ଷଣ ରୁ ହେଇଥାନ୍ତି।ଏମାନେ କଥାରେ ଧନୀ ହେଇଥାନ୍ତି । ସେମାନଙ୍କର ସାଙ୍ଗ ଅଧିକ ଥାନ୍ତି ।ସେଇ ମାନଙ୍କ ବ୍ୟକ୍ତିତ୍ଵ ସମସ୍ତଙ୍କୁ ଭଲ ଲାଗିଥାଏ ।ଆପଣଙ୍କୁ ନିଜ ଘମଣ୍ଡ କୁ ନିୟନ୍ତ୍ରଣ ରଖିବା ଦରକାର ।୧୯୮୧ ରେ ଜନ୍ମ ହଇଥିବ ଲୋକ ମାନେ ବହୁତ୍ ମହତ୍ତ୍ଵ ପୂର୍ଣ୍ଣ ।ଆପଣ ନିଜ ଉପରେ ବହୁତ୍ ବିଶ୍ୱାସ ରଖିଥାନ୍ତି ଆଉ ଅନ୍ୟ ମାନଙ୍କ ଉପରେ ବିଶ୍ୱାସ କରିନଥାନ୍ତି ।୧୯୮୨ ମସିହା ରେ ଜନ୍ମ ପାଇଥିବା ଲୋକ ମାନଙ୍କର ଏମିତି ନୀତି ହଇଥାଏ କି ସେମାନେ ଯାହାକୁ ପସନ୍ଦ କରିଥାନ୍ତି ସେମାନଙ୍କ ପାଇଁ କିଛି ଭି କରିପାରନ୍ତି ।ଆପଣ ମାନଙ୍କ ସ୍ୱଭାବ ସମସ୍ତ ଙ୍କ ଠାରୁ ଅଲଗା ହଇଥାଏ।

୧୯୮୩ ରେ ଜନ୍ମ ହଇଥିବା ଲୋକ ମାନେ ବହୁତ୍ ଦୟାଳୁ ଓ ଭଲ ମନା ଯାଏ ।ଆପଣ ମାନେ ସହଜରେ ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି ଏବଂ ଏହି କାରଣ ରୁ ଆପଣ ସମସ୍ତଙ୍କ ଉପରେ ବିଶ୍ୱାସ କରିଦିଅନ୍ତି ।ଯାହା ପାଇଁ ଆପଣ ବହୁତ୍ ଥର ଧକ୍କା ମଧ୍ୟ ଖାଆନ୍ତି ।୧୯୮୪ ରେ ଜନ୍ମ ହେଇଥିବ ଲୋକ ମାନେ ବହୁତ୍ +ଟିଭ ଥାଆନ୍ତି ।ସେମାନେ ନିଜ ସାଙ୍ଗ ସାଥି ମଧ୍ୟ ରେ ବହୁତ୍ ଖୁସି ରେ ରହିଥାନ୍ତି ।ଏମାନେ କିଛି ନ ବୁଝି କାହାକୁ କିଛି ଭି କହିଦିଅନ୍ତି ।ଯାହା କାରଣରୁ ଆପଣ କେବେ କେବେ ଖରାପ ହେଇଯାଆନ୍ତି ।୧୯୮୫ ଏହି ବର୍ଷ ଜନ୍ମ ହେଇଥିବା ଲୋକ ମାନେ ସବୁ ବେଳେ ନିଜ ମନ କଥା ସୁଣିଥାନ୍ତି।ଆଉ ଏହାର ଆଧାର ରେ କାମ କରିଥାନ୍ତି ଆଉ ଆପଣ ଅନ୍ୟ କାହାର ଆଦେଶ ମାନି ନଥାନ୍ତି ।

ଏହାର କାରଣରୁ ଆପଣ ଯଦି ଆପଣ ନିଜ ଶାନ୍ତି ରେ ରହିବା ପାଇଁ ଚାହୁଥନ୍ତି ତନିଜର ରାଗ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ ।୧୯୮୬ଆପଣ ସ୍ଵତନ୍ତ୍ର ବିଚାର ର ବ୍ୟକ୍ତି ହେଇଥାନ୍ତି ।୧୯୮୭ମସିହାରେ ଜନ୍ମ ହେଇଥିବା ବ୍ୟକ୍ତି ଯାହାକୁ ପ୍ରେମ କରିଥାନ୍ତି ତାଙ୍କ ବିନା ଏମାନଙ୍କୁ କିଛି ଭି ଦେଖା ହାଇନଥାଏ ।୧୯୮୮ ମସିହାରେ ଜନ୍ମ ହେଇଥିବା ବ୍ୟକ୍ତି ମାନେ ସବୁବେଳେ ମଜା କରିବା ମୁଡ୍ ରେ ଥାଆନ୍ତି ।୧୯୮୯ ଏମାନେ ବହୁତ୍ ମହତ୍କଙ୍କ୍ଷୀ ଆଉ ଧ୍ୟାନ ରଖିବା ଲୋକ ହେଇଥାନ୍ତି।୧୯୯୦ଏହି ଲୋକ ମାନଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଦରକାର ।୧୯୯୧ ମସିହାର ଲୋକ ମାନେ ଲୋକ ଙ୍କ ଉପରେ ବିଶ୍ୱାସ କରିବା ପାଇଁ ବହୁତ୍ ସମୟ ନେଇଥାନ୍ତି ।୧୯୯୨ରେ ଥିବା ଲୋକ ମାନେ ଦକ୍ଷତା ବାନ୍ ବ୍ୟକ୍ତି ଅଟନ୍ତି ।

୧୯୯୩ ବ୍ୟକ୍ତି ମାନଙ୍କର ମୁଣ୍ଡ ବହୁତ୍ ସ୍ପିଡ୍ ଥାଏ ।୧୯୯୪ବହୁତ୍ ଭଲ ହେଇଥାନ୍ତି ।୧୯୯୫ବ୍ୟକ୍ତି ମାନେ ସବୁବେଳେ +ଟିଭ ଥାଆନ୍ତି ।୧୯୯୬ଏମାନେ ସବୁ ଜିନିଷ ପାଇବାର ଲାଳସା ରଖିଥାନ୍ତି ।୧୯୯୭ଏମାନେ ବହୁତ୍ ଭାବୁଥାନ୍ତି ।୧୯୯୮ଆପଣ ବହୁତ୍ ବୁଦ୍ଧିମାନ ଅଟନ୍ତି ।୧୯୯୯ଆପଣ ମାନେ ବହୁତ୍ ସମବେଦନା ବ୍ୟକ୍ତି ହେଇଥାନ୍ତି ।୨୦୦୦ଏହି ବର୍ଷ ଜନ୍ମ ହେଇଥିବା ବ୍ୟକ୍ତି ମାନେ ବହୁତ୍ ଆତ୍ମା ବିଶ୍ବାସୀ ଅଟନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।