ଆମର ଓଡ଼ିଆ ଫିଲ୍ମ ହିରୋଇନ୍ ମାନେ କେତେ ପାଠ ପଢ଼ିଛନ୍ତି , ଓ ସେମାନଙ୍କ ଭିତରେ ମେଟ୍ରିକ ଫେଲ୍ କିଏ ଚାଲନ୍ତୁ ଜାଣିବା ସେମାନଙ୍କ ପାଠ ପଢା ବିଷୟରେ ସମ୍ପୂର୍ଣ ଖବର……

0

ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି,କିନ୍ତୁ ଜାଣିଛନ୍ତି କି ଗୋଟେ ବଢିଆ ଖବର ଆମର ସେଇ ସୁନ୍ଦର୍ ସୁନ୍ଦର୍ ହିରୋଇନ୍ ମାନେ ଟଙ୍କା ରୋଜଗାର କରିବା ସହ ଭଲ ପାଠ ମଧ୍ୟ ପଢ଼ିଛନ୍ତି । ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆପଣ ମାନଙ୍କୁ ଆମର ହିରୋଇନ୍ ମାନଙ୍କର କ୍ୱାଲିଫିକେସନ୍ ବିଷୟରେ କହିବୁ,କି ଆମର ହିରୋଇନ୍ ମାନେ ଅଭିନୟ ସହ ବହୁତ୍ ପାଠ ମଧ୍ୟ ପଢ଼ିଛନ୍ତି ।

1.ଏଲିନା ସାମନ୍ତରାୟ:-

ଆମେ ଆଜି ପ୍ରଥମେ କହିବୁ ଏଲିନା ସାମନ୍ତରାୟ ଙ୍କ ପାଠ ପୋଧା ବିଷୟରେ ସେ ହଉଛନ୍ତି ପ୍ରଥମେ କିଏ ହେବ ମ ହିରୋଇନ୍ ରେ ସିଲେକ୍ସନ ହେଇଥିଲେ।ଏଲିନା ରେଭେନ୍ସା ବିଶ୍ବବିଦ୍ୟାଳୟ ରୁ ନିଜର ଗ୍ରାଯୁଏସନ ପଢା ସାରିଛନ୍ତି ।

2.ଝିଲିକ୍ ଭଟଚାର୍ଯ୍ୟ:-

ତା ପରେ ଆମେ ଆମର ହିରୋଇନ୍ ଝିଲିକ୍ ଭଟଚାର୍ଯ୍ୟ ବେଙ୍ଗଲି ହିରୋଇନ୍ ଝିଲିକ ଓଲିଉଡ଼ ରେ ଭଲ ନାମ କରି ପାରିଛନ୍ତି ।ସେ ଭାରତନାଟ୍ୟମ୍ କଲେଜ ରେ ଇଂଲିଶ ରେ ଗ୍ରାଯୁଏସନ ପଢା ସାରିଛନ୍ତି ।

3.ଶୀତଲ:-

୩ନମ୍ୱର୍ ରେ ଆସୁଛନ୍ତି ଶୀତଲ ବିଜେପି ଅଟୋନୋମସ୍ କଲେଜ ରେ ଗ୍ରାଯୁଏସନ ସାରିଛନ୍ତି ।ଯାହା ଭୁବନେଶ୍ୱର ରେ ଅଟେ ।

4.ତମନ୍ନା:-

୪ନମ୍ୱର୍ ରେ ଆସୁଛନ୍ତି ତମନ୍ନା ।ତାଙ୍କୁ ଆପଣ ମାନେ ବହୁତ୍ ଓଡ଼ିଆ ଫିଲ୍ମ କରିବାରେ ଦେଖିଥିବେ ।ସେ ଗ୍ରାଯୁଏସନ ପଢା ସାରିଛନ୍ତି ।

5.ରିୟା:-

ତା ପରେ ଆସୁଛନ୍ତି ଆମର ୫ନମ୍ୱର୍ ହିରୋଇନ୍ ରିୟା ।ତାଙ୍କୁ ତା ଆପଣ ମାନେ ବହୁତ୍ ସିନେମା ରେ ଅଭିନୟ କରୁଥିବାର ନିଶ୍ଚିତ ଦେଖିଥିବେ ।ସେ ବାଲେଶ୍ୱର କଲେଜ ରେ ଗ୍ରାଯୁଏସନ ପଢା ସାରିଛନ୍ତି ।

6.ବର୍ଷା ପ୍ରିୟଦର୍ଶିନୀ:-

୬ନମ୍ୱର୍ ରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ନିଶ୍ଚିତ ଚିହ୍ନି ଥିବେ ।ସେ ଶୈଳବାଳା କଲେଜ୍ ରେ ପି.ଜି କରିଛନ୍ତି ।

7.ଅର୍ଚ୍ଚିତା:-

ଏହା ପରେ ୭ନମ୍ୱର୍ ରେ ଆସୁଛନ୍ତି ଅର୍ଚ୍ଚିତା ।ଅର୍ଚ୍ଚିତା ଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଜଣେ ସୁନ୍ଦର୍ ହିରୋଇନ୍ ହୋଇ ପାରିଛନ୍ତି ।ସେ କିଟ୍ କଲେଜ୍ ରୁ ବି. ଟେକ୍ କରିଛନ୍ତି ।

8.ଭୂମିକା:-

ଏହା ପରେ ୮ନମ୍ୱର୍ ରେ ଆସୁଛନ୍ତି ଭୂମିକା ଶିଶୁ କଳାକାର ଭାବେ ସେ ଓଡ଼ିଆ ଫିଲ୍ମ ଜଗତରେ ପାଦ ଥାପିଥିଲେ ।ସେ ୧୦ମ ପାସ କରିବା ପରେ ଏବେ ତାଙ୍କ ପାଠ ପଢା ଜାରି ରଖିଛନ୍ତି ।

9.ଶିବାନୀ:-

ୟା ପରେ ଆସୁଛନ୍ତି ଶିବାନୀ ସେ ଭି ଜଣେ ଶିଶୁ କଳାକାର ଭାବେ ଆସିଥିଲେ,ସେ ଭି ୧୦ମ ପରେ ତାଙ୍କର ପାଠ ପଢା ଜାରି ରଖିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।