ଦେଖନ୍ତୁ ଭିଡ଼ିଓ । ହଠାତ ରୋଷେଇ ଘରୁ ବାହାରିଲା ଭୟଙ୍କର ବିଷଧର ୩ଟି ନାଗ ସାପ, ମନରେ ଭକ୍ତିଥିଲେ ଏବେ ହିଁ କହିଦିଅନ୍ତୁ ଓଁ ନାଗଦେବାୟଃ ନମଃ….

0

ଆପଣ ମାନେ ସମସ୍ତେ ତ ଜାଣିଥିବେ କି ଦୁନିଆ ରେ ମଣିଷ ଏମିତି ଗୋଟିଏ ଜୀବ ଯିଏକି ଅନ୍ୟ କେହି ପ୍ରାଣୀ କୁ ଡରେ ନାହିଁ, କିନ୍ତୁ ସାପ ଏମିତି ଏକ ଜୀବ ଯାହାକୁ ଦୁନିଆ ରେ କିଏ ବା ନ ଡରେ। ସମସ୍ତେ ପ୍ରାୟ ସାପ କୁ ଡରନ୍ତି। ଏମିତି ଜଣେ ଜଣେ ଅଛନ୍ତି ଯେଉଁ ମାନେ କି ସାପ କୁ ଦେଖିବା ମାତ୍ରେ କେହି କେହି ଭୟ ରେ ବିଚଳିତ ହୋଇଯାଆନ୍ତି।

ତେବେ ଆପଣ ମାନେ ତ ପ୍ରତିଦିନ ଅନେକ ଖବର ଶୁଣିବା ପାଇଁ ପାଉଥିବେ। ସେଥି ମଧ୍ଯ ରୁ ଏମିତି କିଛି ଖବର ପୁରା ଅଲଗା। ଯାହା ବିଷୟ ରେ ଆଜି ଆମେ ଆପଣ ଙ୍କୁ କହିବୁ। ଆପଣ ମାନେ ତ ସମସ୍ତେ ଏମିତି କିଛି ଘଟଣା ବିଷୟ ରେ ଶୁଣିଥିବେ ଯେଉଁ ଥିରେ ସାପ ଘରେ ପଶିଥିବାର। ଏବଂ ସ୍ନେକ ରେଷ୍କ୍ୟୁ ଟିମ୍ ଯାଇ ସେହି ସାପ କୁ ଉଦ୍ଧାର କରୁଥିବା ର।

ତେବେ ଆଜି ଆସନ୍ତୁ ଜାଣିବା କିଭଳି ଜଣେ ସାପ ଧରାଳି ଗୋଟିଏ ନୁହଁ ବରଂ ୩ ଟି ଖତର ନାକ ସାପ କୁ ଧରିବା ରେ ସକ୍ଷମ ହୋଇଛନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆ ରେ ଦେଖିବା ପାଇଁ ମିଳିଛି। ଯେଉଁଥିରେ ଜଣେ ତାମିଲ ପ୍ରାପ୍ତ ସାପ ଧରାଳି ଗୋଟିଏ ଘରେ ପଶି ଯାଇଥିବା ୩ ଟି ସାପ କୁ କୌଶଳ ର ସହ ଧରିବା ରେ ସକ୍ଷମ ହୋଇଛନ୍ତି। ଏବଂ ଘଟଣା ଟି ଘଟିଛି ଭଦ୍ରକ ଜିଲ୍ଲା ର କେନ୍ଦୁଆପଡା ଗ୍ରାମ ରେ।

ସାପ କୁ ଦେଖି ଲୋକ ମାନେ ଏତେ ଭୟଭୀତ ହୋଇ ଯାଇଥିଲେ ଯେ ସାପ ଘରେ ପଶିବାର ଜାଣି ସେମାନେ ଘରୁ ବାହାରି ଯାଇ ଘର ବାହାରେ ରହିଥିଲେ। ସ୍ନେକ ହେଲ୍ପ ଲାଇନ୍ କୁ ଫୋନ୍ କରି କିଭଳି ଭାବରେ ସାପ ଘରେ ପଶି ଥିଲା ସବୁ ବିଷୟ ରେ କହିଲେ। ଏଠାରେ ଜଣେ ତାମିଲ ପ୍ରାପ୍ତ ସାପ ଧରାଳି କିଭଳି ଭାବରେ ସାପ କୁ ଧରୁଛନ୍ତି ତାହା ନିହାତି ଦେଖିବା ଦରକାର।

ପ୍ରଥମେ ସେ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଘଟଣା ସ୍ଥଳରେ ପହଞ୍ଚୁଛନ୍ତି। ଏବଂ ଯେଉଁଠାରେ ସାପ ମାନେ ରହିଛନ୍ତି ସେଠାକୁ ଯାଉଛନ୍ତି। କୌଶଳ କ୍ରମେ ସାପ ତିନୋଟି କୁ ଧରିବା ରେ ସକ୍ଷମ ହେଉଛନ୍ତି। ଏବଂ ଡବାରେ ପୂରାଇ ନେଇ ଯାଉଛନ୍ତି। ଏବଂ ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ମାନଙ୍କ ର ଭିଡ ଜମି ଥିଲା।

ତେବେ ଆପଣ ମାନଙ୍କୁ ଆମେ ଏତିକି କହିବୁ କି ଆପଣ ମାନେ କେବେବି ଏଭଳି ଭୟଙ୍କର ସାପ କୁ ଧରିବାର ଦୁଃସାହସ କରନ୍ତୁ ନାହିଁ। ଯଦି ସାପ ଘର ଭିତରକୁ ପଶିଆସେ ତାହା ହେଲେ ତାକୁ ନ ମାରି କିମ୍ବା ବିପଦ କୁ ଆମନ୍ତ୍ରଣ ନ କରି ସ୍ନେକ ହେଲପ୍ ଲାଇନ୍ କୁ କଲ୍ କରି ସାପ କୁ ଘର ଭିତରୁ ବାହାର କରିବା ପାଇଁ ଚେ଼ଷ୍ଟା କରନ୍ତୁ। ସବୁବେଳ ସୁରକ୍ଷିତ ପଦକ୍ଷେପ ଆପଣେଇବା କୁ ଚେଷ୍ଟା କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।