ରେଡିଓ କିଏ ଉଭାବନ କରିଥିଲେ ? ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି,

ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ। ପୁର୍ବରୁ ଆମ ଦେଶ ବିଦେଶରେ ଅନେକ ସବୁ ଘଟଣା ଘଟି ଯାଇଛି, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ସାଧାରଣ ଜ୍ଞାନ ସମ୍ପର୍କରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ପୁଅ ମାନଙ୍କର ଏମିତି କେଉଁ ଜିନିଷ ଲମ୍ବା ହୋଇଥାଏ ଏବଂ ଝିଅ ମାନଙ୍କର ଦେଖିବାକୁ ଗୋଲ ଗୋଲ ହୋଇଥାଏ?
ଉତ୍ତର:- ତିଲକ

2.ରେଭେନ୍ସା କଲେଜ କେଉଁ ମସିହା ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା ?
ଉତ୍ତର:- ୨୦୦୬ ମସିହା ରେ ମାନ୍ୟତା ପାଇ ଥିଲା।

3. ଓଡିଶା ର ମନ୍ତ୍ରୀ ମଣ୍ଡଳ ପ୍ରଥମେ କେଉଁ ମସିହା ରେ ଗଠିତ ହୋଇ ଥିଲା। ?
ଉତ୍ତର:-୧୯୩୭ ମସିହା ରେ ଗଠିତ ହୋଇ ଥିଲା।

4.ଓଡିଶା ରେ ଥିବା ୩୦ ଜିଲ୍ଲା ମଧ୍ୟ ରୁ ସବୁଠୁ ବଡ଼ ଜିଲ୍ଲା କେଉଁଟି?
ଉତ୍ତର:- ମୟୁରଭଂଜ ଜିଲ୍ଲା ହେଉଛି ସବୁଠୁ ବଡ଼ ଜିଲ୍ଲା ।

5. କେଉଁ ପକ୍ଷୀ ୩୦ ହଜାର ଫୁଟ୍ ଉପରେ ଉଡିପାରେ?
ଉତ୍ତର:- ଶାଗୁଣା

6.କେଉଁ ପ୍ରାଣୀ ର ଆଖି ରୁ ସବୁବେଳେ ଲୁହ ଝରେ?
ଉତ୍ତର:- କୁମ୍ଭୀର

7.କଞ୍ଚା ଲଙ୍ଗା ରେ କେଉଁ ଭିଟାମିନ୍ ଥାଏ?
ଉତ୍ତର:- ଭିଟାମିନ୍- k

8.ଓଡିଶା ର ପ୍ରଥମ ଓଡିଆ କବି ଙ୍କ ନାମ କଣ?
ଉତ୍ତର:- ଉପେନ୍ଦ୍ର ଭଞ୍ଜ

9.ଓଡିଶା ର ପ୍ରଥମ କୂଳପତି ଙ୍କ ନାମ କଣ?
ଉତ୍ତର:- ଡକ୍ଟର ପ୍ରାଣକୃଷ୍ଣ ପରିଜା

10.ଭାରତ ରେ ସର୍ବ ପ୍ରଥମେ କେଉଁଠାରେ ସୂର୍ଯ୍ୟ ଉଦୟ ହୋଇଥାଏ?
ଉତ୍ତର:- ଅରୁଣାଚଳ ପ୍ରଦେଶ

 11) ରେଡିଓ କିଏ ଉଭାବନ କରିଥିଲେ ?

ଉତ୍ତର- ମାର୍କନି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।