ଦେଖନ୍ତୁ ଭିଡ଼ିଓ – ହେ ଭଗବାନ ଆଜି ଭଳି ମହାନ ଦିନରେ Live ଆସି ଏତେ କଦର୍ଯ୍ୟ ଭାଷାରେ ଗଲି କଲେ କାହିଁକି ଦେଖନ୍ତୁ….

0

ଓଡ଼ିଶା ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ କିଏ ବା ନଜାଣେ।ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ବିବାଦୀୟ ମନ୍ତବ୍ୟ ଦେଇ ରାନୀ ପଣ୍ଡା ଚର୍ଚ୍ଚା ରେ ଥାଆନ୍ତି।ଯାତ୍ରା ରେ ଅର୍ଦ୍ଧ ଲଗ୍ନ ହୋଇ ନୃତ୍ୟ ପରିବେଷଣ ହେଉ କି ଯାତ୍ରାରେ ଦର୍ଶକଙ୍କ କାନ କାମୁଡିବା ହେଉ ସବୁଥିରେ ରାନୀ ପଣ୍ଡା ଚର୍ଚ୍ଚା ରେ ଥାଆନ୍ତି।ଏଥିପାଇଁ ରାନୀ ଙ୍କୁ ଖଣ୍ଡଗିରି ଯାତ୍ରା ମହୋତ୍ସବ ରେ ନିଷେଧ କରା ଯାଇ ଥିଲା।ଏହା ପରେ ରାନୀ ଚଳଚିତ୍ରରେ ଆଇଟମ ଗାର୍ଲ ଭାବେ ନୃତ୍ୟ କରି ଥିଲେ।ଏବେ ରାନୀ ଏକ ଆଇଟମ ଗୀତ ମଧ୍ୟ ଗାଇଥିଲେ,ଯାହା କୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।

ଏହା ସହିତ ରାନୀ ତାଙ୍କ ରୋକଠକ ମନ୍ତବ୍ୟ ଯୋଗୁଁ ମଧ୍ୟ ବିବାଦରେ ରହି ଥାନ୍ତି।ତେଣୁ କିଛି ଲୋକ ରାନୀ ପଣ୍ଡା ଙ୍କୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ସବୁବେଳେ ତାଙ୍କୁ ଖରାପ୍ କଥାବାର୍ତ୍ତା କରି ଥାଆନ୍ତି। ତେବେ ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ ।ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ନିକଟ ଅତୀତ ରେ ମଧ୍ୟ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସେ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ବିବାଦ ରେ ଶିକାର ହୋଇ ଥିଲେ।

ତେବେ ବିଭିନ୍ନ ପ୍ରକାର ବିବାଦ ର ଶିକାର ହୋଇ ସେ ଆଜି ଓଡିଶା ଛାଡ଼ି ଯାଇଥିଲେ । ଆଉ ବର୍ତ୍ତମାନ ସେ ଓଡ଼ିଶା ଫେରି ଆସିଛନ୍ତି। ଓଡ଼ିଶା ଫେରିବା ପରେ ପୁଣି ତାଙ୍କ ସହିତ କିଛି ଅସାମାଜିକ ବ୍ୟବହାର ହୋଇଥିବାର ଓ ଅସାମାଜିକ ଭାଷା ବ୍ୟବହାର କରି ତାଙ୍କୁ କେହି ଗାଳି କରିଥିବା ର ସେ ଏକ ଭିଡିଓ ରେ ଲାଇଭ ଆସି କହିଛନ୍ତି ।

ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । ଆଉ ନିଜର ରୋକ୍ ଠୋକ୍ ନୀତି ପାଇଁ ସେ ସବୁବେଳେ ବିଭିନ୍ନ ବିବାଦ ର ଶିକାର ହୋଇ ଥାନ୍ତି । ତେବେ ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ରାଣୀ ପଣ୍ଡା ଙ୍କୁ କିଛି ଲୋକ ଅସଭ୍ୟ ଭାଷା ରେ ଗାଳି କରିଥିବାର  ।

ସେ ଏହି ଭିଡିଓ ରେ କହିଛନ୍ତି ଓ ସେ ଏହି ଲୋକ ମାନଙ୍କୁ ଏହି ଭିଡିଓ ମାଧ୍ୟମ ରେ କହିଛନ୍ତି ଯେ ମୁଁ ଭଲ ଲୋକ ଙ୍କ ପାଇଁ ବହୁତ୍ ଭଲ ହେଲେ ବି ଖରାପ୍ ଲୋକ ମାନଙ୍କ ପାଇଁ ବହୁତ୍ ଖରାପ୍ । ଏହା ସହିତ ତାଙ୍କ ସହିତ ଲାଗିଲେ ଭଲ ହେବ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ଯେଉଁମାନେ ତାଙ୍କୁ ଖରାପ୍ କହୁଛନ୍ତି ତାଙ୍କୁ ସେ କହିଛନ୍ତି ଯେ ମୋ ଟାଇମ୍ ଆସିଲେ ମୁଁ ତାଙ୍କୁ ପ୍ରୁଫ କରିଦେବି ମୁଁ କଣ ବୋଲି ।

ଶେଷରେ ଭ୍ୟାଲେନ୍ତାଇନି ଡେ ଅବସର ରେ ସେ ସମସ୍ତଙ୍କୁ ଶୁଭେଛା ଜଣାଇ ଅଛନ୍ତି ଓ ସମସ୍ତଙ୍କ ଖୁସି କାମନା କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।