ଦେଖନ୍ତୁ ଭିଡିଓ – କଲେଜ ରେ ଉଚ୍ଛୁଳା ପ୍ରେମ, ଆଣ୍ଠୁମାଡ଼ି ପ୍ରେମିକକୁ purpose କରିବା ସହିତ କିସ୍ କିଛି ପିଲା ଲୁଚି କି ଭିଡିଓ କରି ସୋସିଆଲ ମିଡିଆରେ Upload କରିଲେ

0

ଆଜି କାଲି ର ଯୁବ ପୀଢ଼ି ପ୍ରେମ କୁ ନେଇ ଗୋଟିଏ ପିଲା ଖେଳ ଚାଲେଇଛନ୍ତି ।ପ୍ରେମ ତାଙ୍କ ପାଇଁ ଖେଳନା ଭଳିଆ ହଇଗଲାଣି ସେମାନେ ଆଜି ଜଣକୁ ପ୍ରେମ କରୁଛନ୍ତି କାଲି ତାକୁ ଛାଡି ଆଉ ଜଣଙ୍କୁ ପ୍ରେମ କରୁଛନ୍ତି ।ପ୍ରେମ ପାଇଁ ଆଜି କାଲି ର ଯୁବ ପୀଢ଼ି ରାସ୍ତା ,ଘାଟ , କଲେଜ ପଛ ଆଉ କିଛି ମାନୁ ନାହାନ୍ତି ।ଆମେ ଜାଣିବା ଅନୁସାରେ ପ୍ରେମ ପାଇଁ କିଛି ଦିବସ ମନାଯାଇ ଥାଏ ବାହାର ଦେଶ ରେ କିନ୍ତୁ ଆଜି କାଲି କାର ଯୁବ ପିଢ଼ି ମାନେ ଏହି ସବୁ ଦିବସ କୁ ବହୁ ପରିମାଣ ରେ ପାଳନ କରୁଛନ୍ତି ।

ସେ ସବୁ ହଉଚି ଫେବୃଆରୀ ମାସ ର ପ୍ରଥମ ସପ୍ତାହ ରେ ହେଇଥାଏ ।ଆମେ ଆଜି କାଲି ବହୁତ୍ ପ୍ରେମ ପକ୍ଷୀ ମାନଙ୍କୁ ଏହି ସବୁ ଦିବସ ସେଲିବ୍ରେସନ କରିବାର ନଜିର ଆସିଛନ୍ତି । ପୁରୀରେ ପ୍ରେମୀ ଯୁଗଳଙ୍କ ଉଚ୍ଛୁଳା ପ୍ରେମ, ଆଣ୍ଠୁମାଡ଼ି ପ୍ରେମିକକୁ ମୁଦି ପିନ୍ଧାଇଲେ ଛାତ୍ରୀ।

ପ୍ରେମ ସପ୍ତାହ ଆରମ୍ଭ ହୋଇ ସାରିଥିବା ବେଳେ ଚାରିଆଡେ ଦେଖିବାକୁ ପ୍ରେମୀ ଯୁଗଳଙ୍କ କଳା କାରନାମା। ପ୍ରେମିକ ଓ ପ୍ରେମିକାମାନେ ନିଜ ପ୍ରେମ ପାଇଁ ସ୍ଥାନ କାଳ ପାତ୍ର କିଛି ନ ଦେଖି ଆରମ୍ଭ ହୋଇଯାଉଛନ୍ତି ପ୍ରେମ କରିବାକୁ। ତେବେ ଏହିପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜଣେ କଲେଜ ଛାତ୍ରୀ ନିଜ ପ୍ରେମିକ କୁ ଆଣ୍ଠୁମାଡି ପ୍ରେମ ନିବେଦନ ପରେ ମୁଦି ପିନ୍ଧାଉ ଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଟି ପୁରୀର ବୋଲି ଜଣାପଡିଛି।

ଏବଂ ପ୍ରେମୀ ଯୁଗଳ ପୁରୀ ର ଏକ କଲେଜରେ ପାଠ ପଢୁଥିବା କୁହାଯାଉଛି। ଗତ ୮ ତାରିଖ ତଥା ପ୍ରପୋଜ ଡେ ର ଏହି ଭିଡିଓଟି ବୋଲି ଜଣାପଡିଛି। ଭିଡିଓ ରେ ପ୍ରେମିକା ଆଣ୍ଠୁ ମାଡି ବସିବା ସହ ପ୍ରେମିକ ର ଆଙ୍ଗୁଠି ରେ ମୁଦି ପିନ୍ଧାଇ ଦେଉଛି। ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରି ଚୁମ୍ବନ ଆଦାନପ୍ରଦାନ କରୁଥିବାର ଏକ ୨୨ ସେକେଣ୍ଡ୍‌ର ଭିଡିଓ ଭାଇରାଲ୍‌ ହୋଇଛି। ଏଥିରେ ଅନ୍ୟ ଜଣେ ଛାତ୍ର ନିଜ ତରଫରୁ ଟ୍ରିଟ୍‌ ଦେବ ବୋଲି ମଧ୍ୟ କହୁଛି।

ତେବେ ପ୍ରେମ ସପ୍ତାହ ରେ ଓଡ଼ିଶା ର ଅନେକ ସ୍ଥାନ ରେ ଏପରି ପ୍ରେମି ଯୁଗଳ ଙ୍କ ଖୋଲାଖୋଲି କାରନାମାକୁ ଅନେକ ଚର୍ଚ୍ଚା ହେଉଛି। ପୁରୀ ର ନିକାଞ୍ଚନ ଗଳିକନ୍ଦିରେ ପ୍ରେମୀ ଯୁଗଳ ମାନେ ଭିନ୍ନ ତରିକାରେ ଭାଲେଣ୍ଟାଇନ୍ସ ସପ୍ତାହ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖି ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଭାରତୀୟ ସଂସ୍କୃତି ବଳି ପଡୁଥିବା ଅନେକ ମତ ଦେଇଛନ୍ତି।ତେବେ ସେହି ପ୍ରେମୀ ଯୁଗଳ ମାନେ ଏହି ସବୁ ଦିବସ ମାନ ପାଳନ କରୁଛନ୍ତି ଯେମିତି ରୋଜ ଡେ , ପ୍ରୋପୋଜ ଡେ, ଟେଡି ଡେ, ଚକୋଲେଟ୍ ଡେ, ଭେଲେନ୍ଟାଇନସ୍ ଡେ ,ଏମିତି ସବୁ ଦେଖିବାର ମିଳିଛି ।

କିଛି କିଛି ଯୁବ ପିଢ଼ି ଏସବୁ କୁ ମଧ୍ୟ ପାର୍କ , ହୋଟେଲ୍ ଆଦିରେ ସେଲିବ୍ରେଟ୍ କରିବାର ନଜିର ଆସିଛି।ଏମିତି ସବୁ ପ୍ରେମୀ ଯୁଗଳଙ୍କ ବହୁତ୍ କିଛି ଭିଡିଓ ଭାଇରଲ୍ ହେବାରେ ଲାଗିଛି । କଉଠି ସେମାନେ ଚୁମ୍ବନ କରୁଥିବାର ନଜିର ଆସୁଛନ୍ତି ତ କଉଠି ଆଲିଙ୍ଗନ ।ଏହି ସବୁ ଏବେ କା ର ପିଲା ଛୁଆ ଙ୍କ ଉପରେ କୁ ପ୍ରଭାବ ପକାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।