Jyotisa Shastra – ନିଜର ରାଶି ଅନୁସାରେ ଜାଣନ୍ତୁ କାହା ସହିତ କରିବେ ବିବାହ ଓ କାହା ସହିତ ନୁହେଁ ?

0

ଭଗବାନଙ୍କ ଏହି ସୁନ୍ଦର ସୃଷ୍ଟି ରେ ମଣିଷହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ। କାରଣ ମଣିଷ ପାଖରେ ଭୁଲ ଠିକ ଚିନ୍ତା କରିବା ର ଶକ୍ତି ଥାଏ। ମଣିଷ ପାଖରେ ମଣିଷତ୍ବ ଏବଂ ମାନବିକତା ରହିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱଭାବ ଅଲଗା ଅଲଗା ହୋଇଥାଏ । ତେବେ ହିନ୍ଦୁ ଧର୍ମ ରେ ବିବାହ ର ମାନ୍ୟତା ଖୁବ୍ ରହିଛି। ବିବାହ ଏକ ପବିତ୍ର ବନ୍ଧନ ଅଟେ ଏହି ବନ୍ଧନ ରେ ଦୁଇଟି ଜୀବନ ବାନ୍ଧି ହେବା ସହିତ ଦୁଇଟି ପରିବାର ମଧ୍ୟ ବାନ୍ଧି ହୋଇ ଥାଏ। ତେଣୁ ଆପଣ ଙ୍କୁ ସେହି ବ୍ୟକ୍ତି ର ବ୍ୟକ୍ତିତ୍ଵ ବିଷୟ ରେ ଜାଣିବା ନିହାତି ଆବଶ୍ୟକ ଅଟେ। ତେବେ ଆଜି ଆମେ ରାଶି ଅନୁସାରେ ବ୍ୟକ୍ତି ର ସ୍ଵଭାବ ବିଷୟ ରେ ;

୧- ମେଷ ରାଶି , ଏହି ରାଶି ର ବ୍ୟକ୍ତି ମାନଙ୍କ ର ଧର୍ଯ୍ୟ ଶକ୍ତି ଅଧିକ ଅଟେ ଏମାନେ ସବୁ କାର୍ଯ୍ୟ କାର୍ଯ୍ୟ ବହୁତ୍ ଆତ୍ମବିଶ୍ଵାସ ସହିତ କରି ଥାଆନ୍ତି ଓ କଠିନ ପରିଶ୍ରମୀ ହୋଇ ଥାଆନ୍ତି।

୨- ବୃଷ ରାଶି , ଏମାନେ ଇମୋଷ୍ଣାଲ ହୋଇ ଥାଆନ୍ତି ନିଜ ଜୀବନ ସାଥି କୁ ଖୁବ୍ ପସନ୍ଦ କରି ଥାଆନ୍ତି ଓ ତାଙ୍କ ପାଇଁ ସବୁକିଛି କରି ଥାଆନ୍ତି ।

୩- ମିଥୁନ ରାଶି , ଏହି ର ବ୍ୟକ୍ତି ବିଶେଷ ଓ ରଚନାତ୍ମକ ହୋଇ ଥାଆନ୍ତି । ସବୁବେଳେ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରି ଥାଆନ୍ତି ।

୪- କର୍କଟ , ଏମାନେ ବହୁତ୍ ଫ୍ରେଣ୍ଡଲି ନେଚର୍ ର ହୋଇ ଥାଆନ୍ତ ଓ ପରିବାର କୁ ବହୁତ୍ ଭଲ ପାଇ ଥାଆନ୍ତି ।

୫- ସିଂହ ରାଶି , ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଖୁବ୍ ହସମୁଖ୍ ସ୍ଵଭାବ ର ବ୍ୟକ୍ତି ହୋଇ ଥାଆନ୍ତି । ନିଜ ପରିବାର ଓ ଜୀବନ ସାଥି ଙ୍କୁ ଖୁବ୍ ଭଲ ପାଆନ୍ତି ।

୬- କନ୍ୟା ରାଶି , ଏମାନଙ୍କ ଚିନ୍ତାଧାରା ସବୁବେଳେ ଭିନ୍ନ ହୋଇଥାଏ। ନିଜ ଜୀବନ ସାଥି କୁ ଏମାନେ ସବୁ ପ୍ରକାର ସ୍ୱତନ୍ତ୍ରତା ଦେଇ ଥାଆନ୍ତି।

୭- ତୁଳା ରାଶି , ଏମାନେ ଖୁବ୍ ପ୍ରଟିକଲ୍ ଲୋକ ହୋଇ ଥାଆନ୍ତି। ନିଜ କାମ କୁ ନିଜ ହିସାବ ରେ କରିବା ପାଇଁ ପସନ୍ଦ କରି ଥାଆନ୍ତି । ନିଜ ସନ୍ତାନ ଓ ପରିବାର ପାଇଁ ଏମାନେ ସବୁ କିଛି କରି ଥାଆନ୍ତି।

୮- ବିଛା ରାଶି , ଏମାନେ ଖୁବ୍ ବହୁତ୍ ଭାବୁକ ସ୍ଵଭାବ ର ହୋଇ ଥାଆନ୍ତି ଏମାନଙ୍କୁ ବୁଝିବା ସହଜ ନୁହେଁ।

୯- ଧନୁ ରାଶି , ଏମାନେ ବହୁତ୍ ଶଚା ହୃଦୟ ର ବ୍ୟକ୍ତି ଅଟନ୍ତି। ସବୁବେଳେ ନ୍ୟାୟ ର କାମ କରି ଥାଆନ୍ତି।

୧୦- ମକର ରାଶି , ଏମାନେ ନିଜ ଜୀବନ ସାଥି ପ୍ରତି ସମର୍ପିତ ଥାଆନ୍ତି । ଏମାନେ ଖୁବ୍ ଶାନ୍ତ ସରଳ ସ୍ଵଭାବ ର ବ୍ୟକ୍ତି ବିଶେଷ ହୋଇ ଥାଆନ୍ତି।

୧୧- କୁମ୍ଭ ରାଶି , ଏମାନେ ବହୁତ୍ ଦୟାଳୁ ସ୍ଵଭାବ ର ହୋଇ ଥାଆନ୍ତି । ସମସ୍ତଙ୍କୁ ସ୍ନେହ କରି ଥାଆନ୍ତି ।

୧୨- ମୀନ ରାଶି , ଏମାନ ଙ୍କ ଭାଗ୍ୟ ସବୁବେଳେ ଏମାନଙ୍କୁ ସାଥ ଦିଏ । ସର୍ବଦା ଅନ୍ୟ ମାନଙ୍କ ପାଇଁ ମଙ୍ଗଳ ଚିନ୍ତା କରି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।