ଦେଖନ୍ତୁ ଭିଡିଓ – କଲେଜ ଖୋଲିବା ପରେ ଭୂମିକା କଲେଜ ଭିତରେ କିଭଳି ନିଜ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରି ଭିଜିଓ ବନେଇଲେ ଯାହାକୁ ଦେଖିବା ପାଇଁ କିଭଳି ପୁଅମାନଙ୍କ ଲମ୍ବା ଲାଇନ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଓଳିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟ ରୁ ଭୂମିକା ଅନ୍ୟତମ। ତେବେ ଆଜି ଆମେ ତାଙ୍କ ବିଷୟ ରେ ଜଣାଇବୁ।

ସରକାର ଙ୍କ ନିୟମ ଅନୁଯାୟୀ ଲକ୍ ଡାଉନ୍ ର କିଛି ଦିନ ପରେ ଖୋଲିଛି କଲେଜ ସ୍କୁଲ। କଲେଜ୍ ରେ ଦେଖା ଯାଇଛନ୍ତି ଭୂମିକା। ତେବେ ଦର୍ଶକ ଙ୍କ ମନ ରେ ଉଙ୍କି ମାରୁଥିବ ଯେ ଭୂମିକା କେଉଁ କଲେଜ୍ ରେ ପଢୁଛନ୍ତି ଓ କନ ପଢୁଛନ୍ତି। ଆସନ୍ତୁ ତାଙ୍କ ବିଷୟ ରେ ଜାଣିବା। ଭୂମିକା ପ୍ରଥମ ଥର ପାଇଁ କଲେଜ କେମ୍ପସ ରେ ନଜର ଆସିଥିଲେ। ଭୂମିକା ଙ୍କୁ ଦେଖିବା ପାଇଁ ଅନେକ ଲୋକ ଆସିଥିଲେ।

ତେବେ ଲକ ଡାଉନ୍ ଅବଧି ପରେ କଲେଜ୍ ରେ ଭୂମିକା ଙ୍କୁ ଦେଖିବାକୁ ମିଳିଛି। ତେବେ ସେଠାରେ ସୁଟିଂ ହେଉଛି ଆସୁଥିବା ନୂଆ ଚଳଚ୍ଚିତ୍ର । ଯେଉଁଥିରେ ଆର୍ଯ୍ୟାନ୍ ଙ୍କ ଅପୋଜିଟ ରେ ଭୂମିକା ଅଭିନୟ କରୁଛନ୍ତି। ଖୁବ୍ ସୁନ୍ଦର୍ ଚଳଚ୍ଚିତ୍ର ଟି ପ୍ରକ୍ଷଳୟ କୁ ଆସିବାକୁ ଯାଉଛି।

ଏହି ଚଚ୍ଚିତ୍ରଟିରେ ସୁଟିଂ ସେଟ୍ ରେ ଭୂମିକାଙ୍କୁ ଯିବାକୁ ପଡିଛି କଲେଜ୍,ସେହି କଲେଜ୍ ଯିବା ସମୟ ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଆର୍ଯ୍ୟାନ ଙ୍କ ସହିତ ଖୁବ୍ ମସ୍ତି କରୁଥିବା ର ଏକ ଭିଡ଼ିଓ ଭାଇରାଲ ହୋଇଛି। ଚଳଚ୍ଚିତ୍ର ର ନାମ ରହିଛି କହି ଦେ ଥରେ ଆଇ ଲଭ୍ ୟୁ । ଏଥିରେ ଆର୍ଯ୍ୟାନ୍ ଓ ଭୂମିକା ଲିଡ ରୋଲ୍ ରେ ଅଭିନୟ କରୁଛନ୍ତି।

ତେବେ ଚଳଚ୍ଚିତ୍ର ଟି ପ୍ରକ୍ଷଳୟ ରେ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଯେତେବେଳ ଭୂମିକା କଲେଜ୍ ଡ୍ରେସ୍ ରେ ସୁଟିଂ ଆରମ୍ଭ କରିଥିଲେ କଲେଜ୍ ର ପ୍ରବଳ ଭିଡ଼ ଲାଗିଥିଲା ଭୂମିକା ଙ୍କୁ ଦେଖିବା ପାଇଁ। ବହୁତ୍ ସମୟ ପରେ ଫାଙ୍କା ହୋଇଥିଲା ଓ ସୁଟିଂ ସେଟ୍ ଆଗକୁ ବଢିଥିଲା। ଅତି କମ୍ ବୟସ ରୁ ଭୂମିକା ଦର୍ଶକ ଙ୍କ ଭଲ ପାଇବା ସାଉଁଟି ପାରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।