Ias interview – କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଏବଂ ପୁଅମାନେ ସବୁବେଳେ ପିନ୍ଧନ୍ତି ? ଉତ୍ତର କେବଳ ବୁଦ୍ଧିମାନ ବ୍ୟକ୍ତି ହିଁ ଦେଇପାରିବେ ?

0

ଆସନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ l ଆପଣ ମାନେ ସଦା ସର୍ବଦା କିଛି ପ୍ରଶ୍ନ ର ଉତ୍ତର ଦେଉଥିବେ ଓ ଅଧୟନ କରୁଥିବେ ଏବଂ କିଛି ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ମଧ୍ୟ ଚହିଁଥାନ୍ତି l ଏବେକା ସମୟରେ ସବୁବେଳେ ବିଷୟ ରେ କମ୍ପିଡିସନ ହେଉଛି l କିଛି ଲୋକ ଜୀବନରେ ବହୁତ ଜଲ୍ଦି ସଫଳତା ପାଇଥାନ୍ତି ତୋ କିଛି ଲୋକ ବହୁତ କଷ୍ଟ କରିବା ସ୍ୱତେ ସଫଳତା ମିଳୁନାଇଁ l ସଫଳତା ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ l ସେହି କଷ୍ଟ କୁ ସଫଳତା ଇ ପହଞ୍ଚେଇବା କୁ ହେଲେ ଆମକୁ ବହୁତ ପ୍ରଶ୍ନ ର ଉତ୍ତର ଜାଣିବାକୁ ପଡିବ l

ସର୍ବଦା ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରି ନିଜର ଜ୍ଞାନ ର ସୀମା କୁ ସଂକୁଚିତ କରନ୍ତୁ ନାଇଁ l ତେବେ ଆଜି ଆମେ ଅପାଙ୍କର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିଵା ପାଇଁ କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା l ଯାହା ଦ୍ୱାରା ଆପଣଙ୍କ ର ଜ୍ଞାନ ର ସୀମା ବୃଦ୍ଧି ହେବ l

1:- କେଉଁ ଦ୍ୱୀପପୁଞ୍ଜ ଭାରତ ର ଅଂଶ ?
ଉ :- ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଚ ଓ ଲଷ୍ମୀଦ୍ୱୀପ ଭାରତର ଏକ ଅଂଶ l

2:-କେଉଁ ଆଫ୍ରିକୀୟ ରାଷ୍ଟ୍ର ଚକଲେଟ ପାଇଁ ପ୍ରସିଦ୍ଧ?
ଉ :-“ଘାନା ” ଦେଶ ହେଉଛି ଚକଲେଟ ପାଇଁ ପ୍ରସିଦ୍ଧ l

3:-ରୋମିଓ ଓ ଜୁଏଲେଟ କିଏ ଲେଖିଛନ୍ତି ?
ଉ :- ୱିଲିୟମ ସେକ୍ସପୀୟର ଲେଖିଥିଲେ l

4:- JCB ର ସମ୍ପୂର୍ଣ୍ଣ ରୂପ କଣ ?
ଉତ୍ତର :- “joseph cyril bamford “.
jcb ର ସମ୍ପୂର୍ଣ୍ଣ ରୂପ ହେଉଛି “ଜୋସେଫ ସିରିଲ ବାମଫୋର୍ଡ, ଯାହା ସଂକୀପ୍ତ ରେ ଜେସିବି ରେ ଜଣା ଶୁଣା l

5:-ମାଟି ତଳେ ଫୋଳୁଥିବା ପନିପରିବାର ନାମ କୁହନ୍ତୁ ?
ଉ :- ବିଟ,ଗାଜର,ମୂଳା ହେଉଛି ମାଟି ତଳେ ଫୋଳୁଥିବା ପୁଣି ପରିବା l

6:- କେଉଁ ଜିନିଷ ଝିଅ ମାନେ ଦିନେ ପିନ୍ଧନ୍ତି ଆଉ ପୁଅ ମାନେ ସବୁଦିନ ପିନ୍ଧନ୍ତି ?
ଉତ୍ତର :- ବ୍ରତ ଵା ପୋଇତା

7:-ଜର୍ଜ ୱାସିଂଟୋନ କିଏ?
ଉ :- ଆମେରିକାର ପ୍ରଥମ ରାଷ୍ଟ୍ରପତି l

8:- ବିଶ୍ୱ ର ସବୁଠାରୁ ଲମ୍ବା ଗଛ କେଉଁଠି ଅଛି ?
ଉ :- କାଲିଫୋର୍ନିଆ

9:-ସବୁଠାରୁ ଅଧିକ ଭୂମି କୋମ୍ପ କେଉଁ ଦେଶରେ ହାଇଥାଏ ?
ଉ :- ଜାପାନ

10:-ବିଶ୍ୱର ସବୁଠାରୁ ସୁନ୍ଦର ସହର ନାମ କଣ ?
ଉତ୍ତର :- ପ୍ୟାରିସ

11:- କେଉଁ ସାଗରରେ ଗୋଟିଏ ହେଲେ ବି ମାଛ ନାହିଁ ?
ଉ :- ମୃତ ସାଗରରେ

12:- କେଉଁ ଫସଲ ଦlର୍ଜୀଲିଙ୍ଗ ଅଂଚଳରେ ପ୍ରସିଦ୍ଧ ?
ଉ :- ଦର୍ଜୀଲିଙ୍ଗ ରେ ଚା’ଚାଷ ପାଇଁ ପ୍ରସିଦ୍ଧ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।