ଜାଣନ୍ତୁ ମୋଦି ପାଖରେ ଥିବା ପାଣ୍ଡିଆନ( IAS ) ଅଫିସର କେତେ ଦରମା ପାଆନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ।

ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।

ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି, ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି। ତେବେ ଆଜି ଆମେ ଜଣେ ଆଇଏସ୍ ଓଫିସର୍ ଙ୍କ ବିଷୟ ରେ ଜାଣିବା।

ବର୍ତ୍ତମାନ ସମୟ ରେ ଆଇଏସ ଚାକିରି ଏକ ନାମୀ ଦାମୀ ଚାକିରି। ତାଙ୍କ ହାତରେ ସମସ୍ତ ପାୱାର ରହି ଥାଏ। ଅଞ୍ଚଳ ର ଉନ୍ନତି ପାଇଁ ସେ ମୁଖ୍ୟ ବହିକ। ଗୋଟିଏ ରାଜ୍ୟ ତାଙ୍କ ପାଇଁ ସୁରକ୍ଷିତ ଭାବେ ଚଳି ପାରୁଚି। ତେବେ ଗୋଟେ ଥର ରେ ୧୫୦ ଟି ଆଇଏସ ସିଭିଲ ସର୍ଭିସ ମାଧ୍ୟମ ରେ ଭର୍ତି କରା ଯାଇଥାଏ। ସିଲେକ୍ସନ୍ ପରେ ତାଙ୍କୁ ତିନୋଟି କେଟଗୋରି ରେ ଚାକିରି ମିଳିଥାଏ।

ପ୍ରଥମ ଟି ହେଉଛି ଦିଷ୍ଟ୍ରିକ୍ଟ୍ ଅଦ୍ମିନିଷ୍ଟ୍ରସନ୍ , ଷ୍ଟେଟ୍ ସେକ୍ରେଟାରୀ ,ଓ ସେଣ୍ଟ୍ରାଲ ସେକ୍ରେଟାରୀ। ଯଦି ଦିଷ୍ଟ୍ରିକ୍ଟ୍ ଅଦ୍ମିନିଷ୍ଟ୍ରସନ୍ ରେ ଚାକିରି ପାଇବେ ତେବେ ୪ ବର୍ଷ ସବ୍ ଡିଭିଜନ ମାଜିଷ୍ଟ୍ରେଟ ରହିବାକୁ ପଡ଼ିବ ପରେ ତାଙ୍କୁ ଦିଷ୍ଟ୍ରିକ୍ଟ୍ ଅଦ୍ମିନିଷ୍ଟ୍ରସନ୍ ରେ ମିଳିଥାଏ । ଏହି ପଦବୀ କୁ କଲେକ୍ଟର ମଧ୍ୟ କୁହା ଯାଏ। ତାଙ୍କର ପ୍ରମୋସନ୍ ଡିଭିଜନ କମିଶନର ପର୍ଯ୍ୟନ୍ତ ହୋଇ ଥାଏ।

ଯଦି ଷ୍ଟେଟ୍ ସେକ୍ରେଟାରୀ ରେ ଚାକିରି କରିବେ ତେବେ ପ୍ରଥମେ ତାଙ୍କୁ ଅଣ୍ଡର ସେକ୍ରେଟାରୀ ପରେ ଡେପୁଟି ସେକ୍ରେଟାରୀ ରେ ରହିବାକୁ ପଡି ଥାଏ। ଏମାନଙ୍କ ପ୍ରୋମୋସନ୍ ପ୍ରିଂଶିପାଲ ସେକ୍ରେଟାରୀ ପର୍ଯ୍ୟନ୍ତ ହୋଇ ଥାଏ। ଯଦି ସେଣ୍ଟ୍ରାଲ ସେକ୍ରେଟରୀ ରେ ଗୋଟିଏ ଅଇଏସ୍ ଓଫିସର୍ ଚାକିରି କରିବେ ତେବେ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓ ପରେ ଆଡିସେନାଲ୍ ସେକ୍ରେଟାରୀ ହୋଇଥାନ୍ତି।

ତେବେ ଜଣେ ଆଇଏସ ଓଫିସର ର ସଲାରି କଣ ରହି ଥାଏ। ତେବେ ବେଶିକ୍ ପେ ସମାନ ରହିଥାଏ ଯାହା ୫୭,୦୦୦ ହୋଇ ଥାଏ। ଘର ଖର୍ଚ୍ଚ ଆଦି ଓ ବୁଲିବା ଖର୍ଚ୍ଚ, ଆଦି ମିଳି ଥାଏ। ତେବେ ଜଣେ ଆଇଏସ ଓଫିଶର ୨ ଲକ୍ଷ ଟଙ୍କା ଦରମା ପାଇ ଥାନ୍ତି।ତେବେ ସେ ନେଇ ପାଣ୍ଡ୍ୟା ନ ୨.୫ ଲକ୍ଷ ଟଙ୍କା ପାଇ ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।