ଦେଖନ୍ତୁ Live ଭିଡିଓ – ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲାରେ ମହାଖୁଲାସା ଆଦିତ୍ୟଙ୍କ ପତ୍ନୀ ଶେଷରେ କହୁକହୁ କହିଲେ ଲୁଚି ରହିଥିବା କିଛି କଥା , ଆଦିତ୍ୟ ଙ୍କୁ ନ୍ୟାୟ ପାଇଁ ଏହି ଭିଡିଓ କୁ ଅଧିକରୁ ଅଧିକ ସେୟାର କରନ୍ତୁ

0

ଆପଣ ମାନେ ସମସ୍ତେ ନିହାତି ବିଦ୍ୟାସ୍ରୀ ଙ୍କ ବିଷୟରେ ଜାଣିଥିବେ ।ସେ ଫେବୃୟାରୀ ୧୪ ରେ ସମସ୍ତେ ଲାଇଭ ଆସିଥିଲେ ସୋସିଆଲ ମିଡ଼ିଆ ରେ ।ସେ ପ୍ରଥମେ ଲାଇଭ ଆସି ସମସ୍ତଙ୍କୁ ପ୍ରଣାମ ଜଣାଇଥିଲେ ।ତ ପରେ ସେ ସମସ୍ତଙ୍କୁ ନିଜର ନାମ କହୁଥିଲେ ଏବଂ ସେ ଫେବୃୟାରୀ ୧୪ ର ମହାନତା ଜଣାଇ ଥିଲେ ।ଆମେ ସମସ୍ତେ ଭଲ ଭାବରେ ଜାଣିଚୁ କି ଫେବୃୟାରୀ ୧୪ ରେ ଭେଲେନ୍ଟାଇନ୍ସ ଡେ, ବ୍ଲାକ ଡେ ଆଉ ସର୍ବପରେ ବିଶ୍ଵ ମତୃପିତ୍ରୁ ପୂଜନ ଦିବସ ।

ଆମେ ସମସ୍ତେ ଜାଣିଚୁ ବ୍ଲାକ ଡେ ରେ ପୁଲୱାମା ଏଟାକ୍ ହେଇଥିଲା ,ସେଥିରେ ଆମର ବୀର ଯବାନ ମାନେ ସହିଦ ହୋଇଯାଇଥିଲେ ।ବିଦ୍ୟାସ୍ରୀ ସେଥି ପାଇଁ ଆମର ବୀର ଯବାନ ମାନଙ୍କୁ ସଲାମ ଜଣାଇଥିଲେ,ଯେଉଁମାନଙ୍କ ପାଇଁ ଆମେ ରାତି ରେ ଶାନ୍ତି ରେ ଶୋଇ ପାରୁଚୁ ।ହଁ ଏହା ହିଁ ସତ କଥା ଆମ ବୀର ଯବାନ ମାନଙ୍କର ସ୍ତ୍ରୀ ମାନେ କେତେ କମ୍ ବୟସ ରୁ ନିଜର ସ୍ବାମୀ ମାନଙ୍କୁ ହରାଉଛନ୍ତି ।

ସେଇ ବୀର ଯବାନ ମାନଙ୍କର ମାଆ ଆଉ ବାପା ମାନେ ନିଆଁ ଆଖିର ନିଜର ପୁଅ ମାନଙ୍କର ଚିତା ଜଳିବାର ଦେଖୁଛନ୍ତି ଡ ସବୁ କିଛି କେବଳ ଆମର ଦେଶ ବାସୀଙ୍କର ରକ୍ଷା ପାଇଁ।ସେ ମଧ୍ୟ ଏ କଥା କହୁଛନ୍ତି କି ସେଇ ସୈନିକ ମାନଙ୍କର ବାପା ମାଆ ମାନଙ୍କର ଏମିତି ଭାଗ୍ୟ ତାଙ୍କ ପିଲା ତାଙ୍କ ମୁଁହ ରେ ନିଆ ଦବା ପୂର୍ବରୁ ସେମାନେ ପୁଅ ମୁହଁ ରେ ନିଆଁ ଦିଅନ୍ତି।


ଆଜି ମଧ୍ୟ ସେଇ ବୀର ପୁତ୍ର ଆଦିତ୍ୟ ଦାସ ଙ୍କ ସ୍ତ୍ରୀ କହିଛନ୍ତି କି ସେଇ ଭଳି ଜଣେ ବୀର ପୁରୁଷ ଙ୍କୁ ଆମ ଓଡ଼ିଶା ହରେଇଛି ଆଉ ଭି ସେ ନିଜ ତାଙ୍କ ସ୍ବାମୀ ଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।ଆମେ ଆଦିତ୍ୟ ଦାସ ଙ୍କ ବିଷୟର କହିବୁ କି ସେ ଜଣେ ମହାନ୍ ବ୍ୟକ୍ତି ଥିଲେ ଯାହାଙ୍କର ପିଲା ଦିନରୁ ଅଭ୍ୟାସ ଥିଲା କି ସେ ନିଜର ବହି, ଖାତା ,ପୋଷାକ ,ଖାଦ୍ୟ ଆଦି ସମସ୍ତଙ୍କୁ ବାଣ୍ଟି ଦଉଥିଲେ।ସେ ମଧ୍ୟ ଫୋନି ସମୟରେ ବହୁତ୍ ଲୋକ ଙ୍କୁ ଉଦ୍ଧାର କରିଥିଲେ ଏବଂ ଖାଦ୍ୟ ପେୟ ଯୋଗାଇ ଦେଇଥିଲେ ।ପିପୂଲ୍ ଫୋର୍ସ ସେବା ସଂଘ ସହ ମିଳିତ ହଇ ଆଦିତ୍ୟ ଦାସ ବହୁତ୍ ଲୋକ ଙ୍କୁ ଲକଡାଉନ ସମୟରେ ଖାଦ୍ୟ ଯୋଗାଇ ଥିଲେ ।

ଆହୁରି ମଧ୍ୟ ସେ ଅନାଥ ବାପା ଆଉ ମାଆ ମାନଙ୍କୁ ନିଜ ସେବା ସଂଘ ରେ ଆଶ୍ରୟ ଦେଉଥିଲେ ।ଆଦିତ୍ୟ ଦାସ ମଧ୍ୟ ଏ କଥା କହିଥିଲେ କୁ ଯଦି ସବୁ ପିଲା ମାନେ ପ୍ରତିଦିନ ନିଜ ବାପା ଆଉ ମାଆ ମାନଙ୍କୁ ପୂଜା କରନ୍ତି ଅଥବା ତାଙ୍କ ପାଦ ଧୂଳି ମୁଣ୍ଡରେ ମାରନ୍ତି ନହେଲେ ସେମାନଙ୍କୁ ପ୍ରଣାମ କରନ୍ତି ତେବେ ସେଇ ପିଲା ମାନେ ଉତ୍ତମ ଗୁଣ ର ବ୍ୟକ୍ତି ହଇ ପାରନ୍ତି ।ଏମିତି ସବୁ କହିଥିଲେ ,ତାଙ୍କ ବିଷୟରେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏମିତି କହିଥିଲେ ।ସେ ମଧ୍ୟ ତାଙ୍କ ମାଆ ଙ୍କୁ ପୂଜା କରି ଜୁହାର ମଧ୍ୟ ହେବାରେ ଲାଇଭ ଭିଡିଓ ରେ ଆସିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।