Intresting GK Question – ଝିମିଟି ଖେଳରୁ ……. ସୃଷ୍ଟି ? ଏହି ପ୍ରଶ୍ନର ଉତ୍ତର ଦେବାରେ ୯୮% ଲୋକ ଫେଲ, କ’ଣ ଆପଣ ଉତ୍ତର ଦେଇ ପାରିବେ ?

0

ବନ୍ଧୁଗଣ ଆଜି ର ଏହି ଜ୍ଞାନ ବିଜ୍ଞାନ ର ଯୁଗରେ ଆମର କିଛି ଜ୍ଞାନ ଆରହଣ କରିବାର ଅଛି l କାରଣ ଆଜିର ଏହି ଯୁଗରେ ଜ୍ଞାନ ବିନା କୋୖଣସି କାର୍ଯ୍ୟ ସଫଳ ହୋଇପାରିବ ନାହିଁ, ତେଣୁ ଆମ ମାନଙ୍କୁ କିଛି ଟା ସଫଳ ପୂର୍ବକ ଜ୍ଞାନ ଶିଖିବାର ଅଛି l ତେଣୁ ଏହି ଜ୍ଞାନର ଯୁଗରେ ଆମେ ଆପଣ ମାନଙ୍କ ପାଇଁ କିଛି ବିଜ୍ଞାନ ବିଷୟରେ ପ୍ରଶ୍ନର ଉତ୍ତର ନେଇଆସିଛୁ ଯାହା ଆପଣଙ୍କ ଜ୍ଞାନର ଭଣ୍ଡାରକୁ ସୁଦୃଢ କରିବ l ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ର ଉତ୍ତର :-

1:- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର :- କୋଇଲି
ହଁ ଆଜ୍ଞା ସବୁ ପକ୍ଷୀ ଅଣ୍ଡା ଦିଅନ୍ତି ଆଉ ଛୁଆ ମଧ୍ୟ କରିଥାନ୍ତି l କିନ୍ତୁ କୋଇଲି କେବେବି ଛୁଆ ଫୁଟାଇ ନଥାଏ l

2:-କେଉଁ ଜୀବ ର ଚାରୋଟି ପାକସ୍ଥଳୀ ଥାଏ ?
ଉତ୍ତର :- ଗାଈ
ମଣିଷ, ପଶୁ, ପକ୍ଷୀ ମାନଙ୍କ ର ଗୋଟିଏ ଗୋଟିଏ ପାକସ୍ଥଳୀ ଥାଏ l କିନ୍ତୁ ଗାଈ ର ଚାରୋଟି ପାକସ୍ଥଳୀ ଅଛି l

3:- କେଉଁ ଜୀବ ତିନି ବର୍ଷ ଶୁଏ ?
ଉତ୍ତର :- ଗେଣ୍ଡା
ଗେଣ୍ଡା ଯାହାକି ତିନି ବର୍ଷ ସୋଇଥାଏ l

4:- କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର :- ଘୋଡା
ମୁଖ୍ୟତଃ ପ୍ରାୟ ସବୁ ଜୀବ, ଜନ୍ତୁ ସୋଇଥାନ୍ତି କିନ୍ତୁ ଘୋଡା ଯିଏକି ସବୁବେଳେ ଛିଡା ହୋଇ ସୋଇଥାଏ l

5:-ଝିମିଟି ଖେଳରୁ ……. ସୃଷ୍ଟି ?
ଉତ୍ତର – ମହାଭାରତ

6:- କେଉଁ ଜୀବ 100 ଟି ଶବ୍ଦ କରେ ?
ଉତ୍ତର :- ବିରାଡ଼ି
ପ୍ରାୟ ସବୁ ଜୀବ କିଛିନା କିଛି ଶବ୍ଦ କରିଥାନ୍ତି l କିନ୍ତୁ ବିରାଡ଼ି 100 ଟି ଶବ୍ଦ କରିଥାଏ l ଏବଂ କୁକୁର ମାତ୍ର 10ଟି ଶବ୍ଦ କରେ l

7:-କେଉଁ ଜୀବ ପାଟି ରେ ଚାଲିଥାଏ l
ଉତ୍ତର :- ଗେଣ୍ଡା
ଗେଣ୍ଡା ଯାହା କି ସିଏ ପାଟି ରେ ଚଳ ପ୍ରଚଳ କରେ l

8:- କେଉଁ ଜୀବ ର ରକ୍ତ ନୀଳ ଅଟେ ?
ଉତ୍ତର :-ଝିଣ୍ଟିକା
ସାଧାରଣ କଥା କି ଆମ ମାନଙ୍କର ରକ୍ତ ଲାଲ ହୋଇଥାଏ l କିନ୍ତୁ ଝିଣ୍ଟିକା ଏମିତି ଏକ ପ୍ରାଣୀ ଯାହାର ରକ୍ତ ନୀଳ ହୋଇଥାଏ l

9:- ବିଶ୍ୱ ରେ କେଉଁ ଦେଶ ରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଇଥାନ୍ତି ?
ଉତ୍ତର :- ଆମେରିକା
ହଁ ଆଜ୍ଞା ଜାଣି ଆଚର୍ଯ୍ୟ ହେବେ କି ଦେଶରେ ମଧ୍ୟ୍ୟ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଇଥାନ୍ତି l ଓ ଏହା ଯୁକ୍ତରାଷ୍ଟ୍ର ଆମେରିକା ରେ ବହୁତ ଦେଖା ଯାଇଥାନ୍ତି l

10:-କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କ ର ନିଶ ଓ ଦାଢ଼ି ଉଠିଥାଏ ?
ଉତ୍ତର :- ଇଥୋପିଆ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।