ଦେଖନ୍ତୁ ଭିଡିଓ – କ’ଣ କରୁଛନ୍ତି ଝିଲିକ ତାଙ୍କ ଶାଶୁ ଘରେ କିପରି ବିତାଉଛନ୍ତି ଶାଶୁ ଘରେ ନିଜର ଜୀବନ କେମିତି ପାଳିଲେ ସରସ୍ଵତୀ ପୂଜା

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଓଳିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି। ତେବେ ସେମାନଙ୍କ ମଧ୍ୟରେ ଝିଲିକ୍ ଅନ୍ୟତମ। ଆଜି ଆମେ ତାଙ୍କ ବିବାହିତ ଜୀବନ ବିଷୟ ରେ ଜଣାଇବୁ।

ଆପଣ ମାନେ ଜାଣିଥିବେ ଝିଲିକ ଭଟାଚାର୍ଯ୍ୟ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ। ବଙ୍ଗଳା ସିନେମାରେ ଅଭିନୟ କରି ପରେ ଓଡ଼ିଆ ସିନେମା ଜଗତ ରେ ପ୍ରବେଶ କରିଥିଲେ। ଓଡ଼ିଆ ସିନେମା ରେ ନିଜ ଅଭିନୟ ଦ୍ଵାରା ଲୋକ ପ୍ରିୟ ହୋଇ ପାରିଛନ୍ତି।ତେବେ ନିକଟ ରେ ତାଙ୍କର ବାହା ଘର ହୋଇଛି।ସେ ବିଜେଡି ର ନେତା ପ୍ରିତିରଞ୍ଜନ ଙ୍କୁ ବିବାହ କରିଥିଲେ। ବିବାହ ପରେ ଖୁବ୍ ପରିବର୍ତ୍ତନ ଆସିଛି ଝିଲିକ ଙ୍କ ଭିତରେ। ବଙ୍ଗୀୟ ଝିଅ ରୁ ଜଣେ ଓଡ଼ିଆ ବୋହୂ ଭାବେ ତାଙ୍କର ପରିବର୍ତ୍ତନ ଘଟିଛି। ଶାଶୁ ଘରେ ବ୍ୟସ୍ତ ରହୁଛନ୍ତି ସେ। ଓଡ଼ିଆ ର ସବୁ ପର୍ବ ପର୍ବାଣୀ କୁ ପାଳିଛନ୍ତି। ବିଭିନ୍ନ ପୂଜା ଅର୍ଚ୍ଚନା ରେ ସାମିଲ୍ ହେବାର ଆପଣ ମାନେ ମଧ୍ୟ ଦେଖି ଥିବେ।

 

ତେବେ ପୁଣି ଥରେ ଓଡ଼ିଆ ବହୁ ର ପ୍ରମାଣ କରିବାକୁ ଯାଇ ଝିଲକ ନିଜ ଶାଶୁ ଘରେ ସରସ୍ଵତୀ ପୂଜା କରିଛନ୍ତି। ପ୍ରଥମ ଥର ଶାଶୁ ଘରେ ସରସ୍ଵତୀ ପୂଜା କରୁଥିବା ର ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।ସେ ସରସ୍ଵତୀ ଙ୍କୁ ଆବାହନ କରୁଥିଲେ। ଶଙ୍ଖ ନାଦ, ଘଣ୍ଟ , ହୁଳ ହୁଳି ରେ ଘର ପୁରୀ ଉଠି ଥିଲା। ମାଆ ସରସ୍ଵତୀ ଙ୍କୁ ନତ ମସ୍ତକ କରି ମୁଣ୍ଡିଆ ମାରୁଥିବା ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ତେବେ ଝିଲକ୍ ଙ୍କ ବିବାହିତ ଜୀବନ ବେଶ୍ ଖୁସି ରେ କଟୁଛି ବୋଲି ସେ ସୋସିଆଲ ମିଡ଼ିଆରେ କହିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।