ମାଆଙ୍କ ଗର୍ଭରୁ ଶିଶୁ ଜନ୍ମ ଦେଲାବେଳେ ଶିଶୁ ସହିତ ଏହି ବିଶେଷ ଜିନିଷ ବାହାରକୁ ଆସିଲା , ଡାକ୍ତରମାନେ ଚିତ୍ର ଦେଖିଲେ, ଲୋକମାନେ କହିଲେ – ଚମତ୍କାର

0

ସାଧାରଣ ଭାବରେ କହିବାକୁ ଗଲେ ଆମ ଘରେ ଯେତେବେଳେ ଏକ ପିଲାଟି ଜନ୍ମ ଗ୍ରହଣ କରିଥାଏ ସେତେବେଳେ ଘରେ ଖୁସିର ଲହରୀ ଖେଳି ଯାଇଥାଏ । ବିବାହ ପରେ ଗୋଟିଏ ନାରୀର ମାଆ ହେବା ଏକ ପ୍ରକାରର ସୌଭାଗ୍ୟ ହୋଇଥାଏ । ତେବେ ପରିବାର ର ଯେତେ ଅସୁବିଧା ତଥା ଦୁଃଖ କଷ୍ଟ ଥିଲେ ମଧ୍ୟ ଯେତେବେଳେ ଏକ କୁନି ଶିଶୁ ଟିର ଆଗମନ ହୋଇଥାଏ ସେତେବେଳେ ପରିବାର ଟି ଆନନ୍ଦ ଉଲ୍ଲାସରେ ଭରି ଉଠେ । ସାଧାରଣତ୍ୱ ଆମେ ଜଣିଛନ୍ତି ଯେ ଆମେ ଯେତେବେଳେ ଜନ୍ମ ଗ୍ରହଣ କରିଥାଉ ସେତେବେଳେ ଖାଲି ହାତରେ ଆସିଥାଉ ଏବଂ ଯେତେବେଳେ ଏହି ସଂସାର କୁ ତ୍ୟାଗ କରିଥାଉ ସେତେବେଳେ ମଧ୍ୟ ଖାଲି ହାତରେ ଫେରିଥାଉ ।


କିନ୍ତୁ ଆମେ ଆଜି ଏମିତି ଏକ ଚମତ୍କାରୀ ଶିଶୁ ବିଷୟରେ କହିବାକୁ ଯାଉଛୁ ଯିଏକି ଖାଲି ହାତରେ ଆମ ଧରାପୃଷ୍ଠକୁ ଆସିନାହାନ୍ତି ବରଂ ନିଜ ସାଙ୍ଗରେ ଏକ ଅଦ୍ଭୂତପୂର୍ବ ଜିନିଷ କୁ ସାଥିରେ ନେଇ ଆସିଛନ୍ତି । ଉଲେଖଯୋଗ୍ୟ ଯେ ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଭିଏତନାମ ର ଫୋଙ୍ଗ ଇଣ୍ଟରନେସନାଲ ହସ୍ପିଟାଲରେ ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟ କର ଅଟେ । ତେବେ ସେହି ହସ୍ପିଟାଲ ରେ ଜଣେ ୩୪ ବର୍ଷୀୟ ମହିଳା ଏକ ଚମତ୍କାରୀ ଶିଶୁ ଟୀକୁ ଜନ୍ମ ଦେଇଛନ୍ତି । ସେ ଜନ୍ମ ଦେଇଥିବା ଶିଶୁଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାର ଚର୍ଚ୍ଚାର ବିଷୟ ଟି ଜାଣିଲେ ଆପଣ ମଧ୍ୟ ଆବାକ ହୋଇ ରହିଯିବେ ।


ସୂଚନା ଅନୁସାରେ , ଭିଏତନାମ ର ଫୋଙ୍ଗ ଇଣ୍ଟରନେସନାଲ ହସ୍ପିଟାଲରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ ଯେଉଁ ଶିଶୁଟି ଜନ୍ମ ହେବା ସମୟରେ ନିଜ ମା ଙ୍କ ପେଟରୁ ହଳଦିଆ ଏବଂ କଳା ରଙ୍ଗର ଏକ ଅଦ୍ଭୁତ ଜିନିଷ କୁ ନେଇ ଜନ୍ମ ନେଇଛି । ଡାକ୍ତର ଙ୍କ କହିବା ଅନୁଯାୟୀ ଯେତେବେଳେ ସେହି ପିଲାଟି ଜନ୍ମ ନେଇଥିଲା ସେତେବେଳେ ସମସ୍ତ ଙ୍କର ନଜର ତାର କୁନି ହାତ ଉପରେ ଅଟକି ରହିଥିଲା । କାରଣ ପିଲାଟି ଇଂରାଜି ଅକ୍ଷୟ ଟି (T) ଆକାରର ଏକ ହଳଦିଆ ଓ କଳା ରଙ୍ଗର ମିଶ୍ରିତ ଏକ ଜିନିଷ କୁ ନିଜ ହାତରେ ଜାବୁଡି ଧରିଥିଲା । ଏହା ଦେଖିବା ପରେ ସେହି ହସ୍ପିଟାଲର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେହି ଶିଶୁ ଟିର ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ।

ତେବେ ଡାକ୍ତର ଙ୍କ କହିବା ଅନୁସାରେ ପିଲାଟି ଧରିଥିବା ଏହି ହଳଦିଆ ଏବଂ କଳା ରଙ୍ଗର ଜିନିଷ ଟି କେତେକ ମହିଳା ବ୍ୟବହାର କରିଥାନ୍ତି। ସେମାନେ କହିଛନ୍ତି ଯେ ଯେଉଁ ମହିଳା ମାନେ ବର୍ଷ ବର୍ଷ ଧରି ମା ହେବାରୁ ବଂଚିତ ରହିଥାନ୍ତି ସେହି ମହିଳା ମାନେ ଏହାକୁ ବ୍ୟବହାର କରିଥାନ୍ତି ଯାହାକି ସେମାନଙ୍କୁ ମା ହେବାରେ ସାହାଯ୍ୟ କରିଥାଏ । ଏବଂ ସେହି ଜିନିଷ ଟି ପ୍ଲାଷ୍ଟିକ ଏବଂ କପର ଦ୍ବାରା ପ୍ରସ୍ତୁତ କରାଯାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।