ପୁଣି ସରକାରଙ୍କ ଦ୍ଵାରା ପୁଣି ଲକ୍ ଡାଉନ୍ ଘୋଷଣା ଜାଣନ୍ତୁ କ’ଣ ରହିବ ଗାଇଡଲାଇନ୍ସ , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

କରୋନା ଭଳି ମହାମାରୀ ସାରା ବିଶ୍ବ ରେ ଏତେ ମାତ୍ରା ରେ ଖେଳି ଯାଇଛି ଯେ ଏଥିରୁ ବଞ୍ଚିବା କଷ୍ଟକର ହୋଇ ପଡିଛି। ସରକାର ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଉଛନ୍ତି। ପୁରା ଦେଶ ଏହା ପାଇଁ ଲକ୍ ଡାଉନ୍ ହୋଇ ସଦ୍ ଡାଉନ୍ ହୋଇଥିଲା। ସାରା ଦେଶରେ କରୋନା ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ବ୍ୟାପକ ପଦଷେପ ନିଆ ଯାଉଅଛି। ଦେଶ ର ଆର୍ଥିକ ପରିସ୍ଥିତି ଉପରେ ଖୁବ୍ ପ୍ରଭାବ ପକାଇଥିଲା।

ପରେ କଟକଣା ଉପରେ କୋହଳ କରା ଯାଇଥିଲା। ଲୋକେ ଘରେ ରହି ବହୁତ ହଇରାଣ ହେଉଥିଲେ। ନିଜ କାମ କରିପାରିନଥିଲେ।ସେଥି ପାଇଁ ସରକାର ଘରୁ ଯିବ ପାଇଁ ଅନୁମତି ଦେଇଥିଲେ। କରୋନା ମହାମାରୀ ସମୟ ରେ ସ୍କୁଲ୍ କଲେଜ ସବୁ କିଛି ବନ୍ଦ ହୋଇଥିଲା, ବାହାରେ ଖଟୁଥିବା ଲୋକ ମାନେ ମଧ୍ୟ କରୋନା ଭୟ ରେ ପଳାଇ ଆସିଲେ।

ଦେଶ ରେ ଅଭାବ ବହୁତ ମାତ୍ର ରେ ଦେଖା ଦେଲା ଗରିବ ସୀମା ରେଖା ତଳେ ବସବାସ କରୁଥିବା ଲୋକେ ବହୁତ୍ କଷ୍ଟ ଭୋଗିଲେ। ପିଲା ମାନେ ଅବହେଳିତ ହୋଇଗଲେ,ଖାଦ୍ୟ ସାମଗ୍ରୀ ମାନଙ୍କର ଦର ଦମ୍ ବଢ଼ିଗଲା,ପିଲା ମାନେ ପାଠ ପଢ଼ିଲେ ନାହିଁ। ସରକାର ମଧ୍ୟ କରୋନା ଭୟ ରେ କିଛି ନିଷ୍ପତ୍ତି ନେଇ ପରି ନଥିଲେ,ଦେଶ ରେ ବହୁଳ ମାତ୍ରା ରେ ଅଭାବ ଦେଖା ଯିବ ଯୋଗୁ ଧୀରେ ଧୀରେ ଯାତାୟାତ ବ୍ୟବସ୍ଥା ଖୋଲିଥିଲେ।

ଦେଶ ରେ ଆର୍ଥିକ ସ୍ଥିତି ରେ ଉନ୍ନତି ଆଣିବା ପାଇଁ ଟ୍ରେନ ବସ ଇତ୍ୟାଦି ଚଳା ଚଳ ଆରମ୍ଭ ହୋଇଥିଲା। ପରିସ୍ଥିତି ସାମାନ୍ୟ କୋହଳ ହେବାକୁ ଆସୁଥିବା ବେଳେ ପୁଣି ଥରେ କୋରୋନା ର ଆକ୍ରାନ୍ତ ଦେଖିବାକୁ ମିଳିଛି। ଆଜି ଆମେ ଆପଣଙ୍କୁ ସେହି ବିଷୟ ରେ ଜଣାଇବୁ।

କିଛି ଦିନ ତଳେ କରୋନା କୁ ନେଇ ଚର୍ଚ୍ଚା କମିଥିବା ବେଳେ ଆଜି ମହାରାଷ୍ଟ୍ର ରୁ ଏମିତି ଏକ ଖବର ନେଇ ଆସୁଚି ଯାହା ଭୁତାଣୁ କୁ ନେଇ ଆଉ ଥରେ ଚିନ୍ତା କରିବାକୁ ବାଧ୍ୟ କରୁଛି। ତେବେ ମହାରାଷ୍ଟ୍ର ର ୟଭାତମଲ୍ ଜିଲ୍ଲା ରେ ପୁଣି ଥରେ ଲକ୍ ଡାଉନ୍ ଲାଗୁ କରା ଯାଇଛି।ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଲକ୍ ଡାଉନ୍ ଜାରି ରହିବ। ଏହି ଜିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟ ବଢୁଥିବା ର ଦେଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂ ଏହି ଘୋଷଣା କରିଛନ୍ତି।

ଜିଲ୍ଲାର ରେ ଡିସେମ୍ବର ମାସ ୨୫ ତାରିଖ ରୁ ଜାନୁଆରୀ ମାସ ୨୯ ତାରିଖ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ହେଲାଣି।ତେବେ ଫ୍ରେବୃୟାରି ମାସ ରେ କ୍ରମାଗତ ଭାବରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତିନୋଟି ଜିଲ୍ଲା ରେ ଅଧିକ ଆକ୍ରାନ୍ତ ବଢୁଥିବାରୁ ଏହି ନିଷ୍ପତି ନିଆ ଯାଇଛି। ତିନୋଟି ଜିଲ୍ଲା ରେ ପ୍ରତି ଦିନ ୫୦୦ ଲୋକ ଆକ୍ରାନ୍ତ ହେଉଛନ୍ତି। ଏହାକୁ ଆଖିରେ ରଖି ଲକ୍ ଡାଉନ୍ କରା ଯାଇଛି।ତେବେ ମହାରାଷ୍ଟ୍ର ରେ ୫୧,୬୩୧ ଜଣ ଲୋକ କରୋନା ରୋଗ ରେ ପ୍ରାଣ ହରାଇଲେଣି। ବର୍ତ୍ତମାନ ମହାରାଷ୍ଟ୍ର ରେ ୩୮,୦୦୦ ସକ୍ରିୟ କରୋନା ରୋଗୀ ଅଛନ୍ତି। ଏଥି ନିମନ୍ତେ ଜିଲ୍ଲା ଗୁଡ଼ିକ ରେ ଲକ୍ ଡାଉନ୍ ଜାରି କରା ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।