“ନ” ରୁ ଆରମ୍ଭ “ନ” ରେ ଶେଷ , ଯିଏ ଦେଖେ ସାରା ଦୁନିଆଁ ଦୃଶ୍ୟ କହିପାରିବ କି ନାମଟି ତାର ?100 % ଲୋକ ଫେଲ୍

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧:-ଭାରତର ଜାତୀୟ ଖେଳ ର ନାମ କଣ ?
ଉତ୍ତର :-ହକି

୨:- ବିଶ୍ୱର କେଉଁ ଦେଶରେ କେବଳ ପୁରୁଷ ଅଛନ୍ତି?
ଉତ୍ତର:- ୟୁରୋପ ମହା ଦେଶର ଭାଟିକାନ ନଗରୀରେ କେବଳ ପୁରୁଷ ଅଛନ୍ତି।

୩:- କେଉଁ ପ୍ରଣୀର କ୍ଷୀର ପିଇଲେ ମଣିଷ ମରି ଯାଏ?
ଉତ୍ତର:- ସିଂହୀ ର କ୍ଷୀର ପିଇଲେ ମଣିଷ ମରି ଯାଏ।

୪:- କେଉଁ ପ୍ରାଣୀକୁ ମରୁଭୂମି ର ଜାହାଜ ବୋଲି କୁହା ଯାଏ?
ଉତ୍ତର:- ଓଟ କୁ ମରୁଭୂମି ର ଜାହାଜ ବୋଲି କୁହା ଯାଏ।

୫:- ଓଡ଼ିଶାର ପ୍ରଥମ ଗାଳ୍ପିକ କିଏ?
ଉତ୍ତର:- ଓଡ଼ିଶାର ପ୍ରଥମ ଗାଳ୍ପିକ ହେଉଛନ୍ତି ଫକୀରମୋହନ ସେନାପତି।

୬:- ପ୍ରତି ବର୍ଷ କେଉଁ ଦିନ କୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ରୂପେ ପାଳନ କରା ଯାଉଛି?
ଉତ୍ତର:- ପ୍ରତି ବର୍ଷ ଅକ୍ଟୋବର ୧ ତାରିଖ କୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ରୂପେ ପାଳନ କରା ଯାଉଛି।

୭:- କେଉଁ ସମୟରେ ଆମର ଘ୍ରାଣ ଶକ୍ତି ନଥାଏ?
ଉତ୍ତର:- ଶୋଇବା ସମୟରେ ଆମର ଘ୍ରାଣ ଶକ୍ତି ନଥାଏ।

୮:- ଭାରତର ଜାତୀୟ ଖେଳର ନାମ କଣ?
ଉତ୍ତର:- ଭାରତର ଜାତୀୟ ଖେଳର ନାମ ହକି।

୯:- ବିଦ୍ୟୁତ ବଲବ କିଏ ଉଦ୍ଭାବନ କରି ଥିଲେ?
ଉତ୍ତର:- ବିଦ୍ୟୁତ ବଲବ ଥୋମାସ ଆଲଭା ଏଡିସନ ଉଦ୍ଭାବନ କରି ଥିଲେ।

୧୦:- ଟେଲିଫୋନ କିଏ ଉଦ୍ଭାବନ କରି ଥିଲେ?
ଉତ୍ତର:- ଟେଲିଫୋନ ଆଲେକଜେଣ୍ଡାର ଗ୍ରାହମବେଲ ଉଦ୍ଭାବନ କରି ଥିଲେ।

11) “ନ” ରୁ ଆରମ୍ଭ “ନ” ରେ ଶେଷ , ଯିଏ ଦେଖେ ସାରା ଦୁନିଆଁ ଦୃଶ୍ୟ କହିପାରିବ କି ନାମଟି ତାର ?

ଉତ୍ତର – ନୟନ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।