ଦେଖନ୍ତୁ Liveଭିଡିଓ ମନ୍ଦିରରେ ପୂଜା କରୁଥିବା ବେଳେ ବିଧାୟକଙ୍କ ହେଲା ମୃତ୍ୟୁ ଏଭଳି ଆଶ୍ଚର୍ଯ୍ୟ ଭିଡିଓ ଦେଖିବା ପାଇଁ ଲୋକ ସେୟାର କରି ଚାଲିଛନ୍ତି

0

ମୃତ୍ୟୁ ପାଇଁ କୌଣସି ନିୟମ, ସମୟ, କଟକଣା ନାହିଁ। ଏହା କେବେ କେଉଁଠି ମଧ୍ୟ ଆସିପାରେ । ବେଳେ ବେଳେ ଆମ ସହିତ ଏମିତି କିଛି ଘଟଣା ଘଟେ ଯାହାକୁ ଆମେ ଆଗରୁ ଭାବିନଥାଉ କି କଳ୍ପନା କରି ନଥାଉ । ଏଥିପାଇଁ ଆମକୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଭବିଷ୍ୟତ ରେ କଣ ହେବ ଆମକୁ ଜଣ ନଥାଏ , ତେଣୁ ଅଜାନତ ରେ ଆମେ ବହୁତ ଅସୁବିଧା ରେ ପଡ଼ିଥାଉ । ମୃତ୍ୟୁ ଏମିତି ବି ଆସେ ଆମେ ଶୁଣିଥିବୁ ।

ଜଣେ ଭଲ ଲୋକ ବସୁ ବସୁ ଗଡିପଡୁଚି ଓ ସଙ୍ଗେସଙ୍ଗେ ମୃତ୍ୟୁ ବରଣ କରୁଛି ଆମ୍ଭେ ଶୁଣିଥିବୁ । ବିଶେଷ କରି ହୃଦଘାତରେ ଏମିତି ମୃତ୍ୟୁ ହୋଇଥାଏ ବୋଲି ଆମେ ଜାଣିଛୁ । ତେବେ ଏହା ଘଟିବ ବୋଲି ନା ସେ ଲୋକ ଜାଣିଥିଲେ ନା ଆଉ କେହି ଜାଣିଥିଲେ । ତେବେ ଖାଲି ମୃତ୍ୟୁ ନୁହଁ ବିଭିନ୍ନ ରୋଗ ମଧ୍ୟ ଏମିତି ହୋଇଥାଏ ଯାହା ଆମେ ପରେ ଜାଣିଲେ ଚକିତ ହୋଇପଡୁ ।

ତେବେ ଏମିତି ଘଟଣା ସମାଜ ରେ ନିତିଦିନ ଦେଖିବାକୁ ମିଳିଥାଏ । ଏମିତି ଏକ ଘଟଣା ଲୋକଲୋଚନକୁ ଆସିଛି । ଆସନ୍ତୁ ଜାଣିବା କଣ ସେଇ ଘଟଣା ଟି । ଘଟଣା ଟି ମଧ୍ୟପ୍ରଦେଶ ର ବୈତୁଲ ଜିଲ୍ଲା ରେ ଘଟିଛି । ମନ୍ଦିର ରେ ପୂଜା କରୁ କରୁ ତାଙ୍କ ର ମୃତ୍ୟୁ ଘଟିଛି । ସେଠାରେ ଜଣେ ପୂର୍ବତନ ବିଧାୟକ ବିନୋଦ ଡାଗା । ପ୍ରତିଦିନ ଭଳି ଭଳି ଧନ୍ତେରସ୍ ଦିନ ମଧ୍ୟ ମନ୍ଦିର କୁ ପୂଜା କରିବାକୁ ଯାଇଥିଲେ । ପ୍ରତିଦିନ ସେ ପୂଜା ପୂର୍ବରୁ ସେ ମନ୍ଦିର ପରିକ୍ରମା କରନ୍ତି । ସେଦିନ ମଧ୍ୟ ମନ୍ଦିର ପରିକ୍ରମା କରି ପୂଜା ଆରମ୍ଭ କରିଥିଲେ । ଭଗବାନ ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ ।

ତେବେ ପୂଜା ସାରି ଠାକୁର ଙ୍କୁ ମୁଣ୍ଡିଆ ମାରି ଗୁରୁଦେବ ଙ୍କୁ ମୁଣ୍ଡ ନୁଆଇ ପ୍ରଣାମ ହେଉଥିବା ସମୟ ରେ ହତାତ୍ ସେ ତଳେ ପଡ଼ିଯାଇଥି ଲେ । ତେବେ ପୁରହିତ ଯେତେ ବେଳେ ଏହି ଘଟଣା ସମ୍ପର୍କ ରେ କହିଥିଲେ ସେତେ ବେଳେ ଲୋକ ଙ୍କୁ ଅବଗତ ହୋଇଥିଲା । ଏହି ଭିଡିଓ ଫୁଟେଜ ମନ୍ଦିର ର ସିସି ଟିଭି ରେ ରେକର୍ଡ ହୋଇଥିଲା । ତା ପରେ ତାଙ୍କୁ ଡାକ୍ତଖାନା ରେ ଭର୍ତି କରାଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାଗା ଙ୍କ ପରିବାର ସହିତ ଘନିଷ୍ଠ ସଂପର୍କ ଥିବା ସମ୍ପର୍କୀୟ ଉଷବ ଗୋଠି କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଏକ ଆଶଚର୍ଯ୍ୟ ନୀୟ ଘଟଣା । ଏହି ମୃତ୍ୟୁ ରେ ଡ଼ଗ ଙ୍କୁ ମୁକ୍ତି ମିଳିଛି । ତେବେ ଏମିତି ମୃତ୍ୟୁ ଭାଗ୍ୟ ରେ ଥିଲେ ଆସିଥାଏ ।

ତେବେ ମୃତ୍ୟୁ ର କୌଣସି ଠିକଣା ନଥାଏ । ହଠାତ୍ ମୃତ୍ୟୁ ଟି ସମାଜ ରେ ଅନେକ ଦେଖିବକୁ ମିଳୁଛି । ଯାହା ଆମେ ଆଗରୁ ଦେଖିନଥିବା। ଆଉ ଏହି ସବୁ ଘଟଣା ଆମ ସହିତ ବେଳେ ବେଳେ ଘଟିଥାଏ । ତେବେ ଏମିତି ଘଟଣା ଆମେ ସହିତ ହଠାତ୍ ହେବାରେ ଆମେ ଲକ୍ଷ୍ୟ କରିଚେ ଯଦ୍ୱାରା ଆମର ବହୁତ୍ କ୍ଷୟ କ୍ଷତି ହୋଇଥାଏ ଓ ଏହା ସହ ଅଚାନକ ମୃତ୍ୟୁ ମଧ୍ୟ ଆସିଥାଏ। ଲୋକ ଟି ଚାଲୁ ଚାଲୁ ପଡ଼ିଯିବା , କଥା କହୁ କହୁ ପଡ଼ିଯିବା ଓ ମୃତ୍ୟୁ ବରଣ କରିବା ଆଜି କାଲି ବହୁତ୍ ଲୋକ ଲୋଚନ ରେ ଘଟୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।