ଦେଖନ୍ତୁ ଭିଡିଓ ସୁଟିଂ ସେଟ ରେ ନୂଆ କରି କାର ଡ୍ରାଇଭ ଶିଖିଲେ ମାୟା ସିରିଏଲ୍ ର ଅଭିନେତ୍ରୀ ରୁଦ୍ରି

0

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ। ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି। ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା।ଓଲିଉଡ୍ ସିରିଏଲ୍ ଜଗତ ରେ ଅନେକ ଲୋକପ୍ରିୟ ଏବଂ ସଫଳ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି।

ଯେଉଁ ମାନେ କି ଅଳ୍ପ କିଛି ଟା ସିରିଏଲ୍ କରି ଅନେକ ଫେମସ୍ ହୋଇଯାଉଛନ୍ତି। ଲୋକ ମାନେ ସେମାନଙ୍କ ର ଅଭିନୟ, ଷ୍ଟାଇଲ୍, ଲୁକ୍ସ ଆଦି କୁ ବହୁ ମାତ୍ରାର ପସନ୍ଦ କରୁଛନ୍ତି। ସେମାନେ ନିଜର ଭଲ ଆକ୍ଟିଙ୍ଗ୍ ଦ୍ୱାରା ଦର୍ଶକ ମାନଙ୍କୁ ଅତି ସହଜ ରେ ନିଜ ଆଡକୁ ଆକର୍ଷିତ କରିପାରୁଛନ୍ତି।

ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ରୁଦ୍ରୀ ଜାହାଙ୍କୁ ଆପଣ ମାନେ ମାୟା ସିରିଏଲ ରେ ଦେଖି ଥାନ୍ତି ତାଙ୍କର ସଂମ୍ପତୀ ର ମୂଲ୍ୟ 50 ଲକ୍ଷ୍ୟ ରୁ ଅଧିକ ଅଟେ ତେବେ ଆପଣ ମାନେ ଭଲ ଭାବରେ ଜାଣି ପାରୁଥିବେ ଆଜି ର ବିଷୟ ହଉଚି ଆମର ଓଡ଼ିଆ ମେଗା ଧାରା ବାହିକ ର ରୁଦ୍ରି ।ଆମ ପାଖରେ ଋଦ୍ରି ଙ୍କ ର ଏମିତି ଏକ ଭିଡିଓ ଆସି ଲାଗିଚି ଯାହା ଆପଣ ମାନେ ଭି ଦେଖିଲେ ଆଶ୍ଚର୍ଯ୍ୟ ହଉଥିବେ।ତେବେ କଣ ପାଇଁ ଋଦ୍ରୀ କାର ଡ଼୍ରାଇଭ କରୁଛନ୍ତି,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

ଆମେ ଆଜି ଆମ ମାୟା ଧାରା ବହିକ ର ହିରୋଇନ୍ ଋଦ୍ରୀ ଙ୍କ ବିଷୟରେ କିଛି କହିବୁ ।ସେ ଏମିତି ଏକ ଶିଶୁ କଳାକାର ଯେ କୁ ପ୍ରଥମେ ହିରୋଇନ୍ ର ଭଉଣୀ ଆକ୍ଟିଂ ରେ ଅଭିନୟ କରିବାର ନିଜର ରେ ଆସିଥିଲା ।ତ ପରେ ପରେ ତାଙ୍କୁ ଏତେ ଛୋଟ ବୟସରୁ ମାୟା ଧାରାବାହିକ ରେ ଅଭିନୟ କରିବା ପାଇଁ ମିଳିଲା ।ସେ ପ୍ରଥମେ ଗୋଟେ ଅଡିସନ ଦ୍ଵାରା ସେରିଏଲ ରେ ପସିଥିଲେ।ସେ ତାଙ୍କ ବାପା ଆଉ ମାଆ ଙ୍କ ଗୋଟିଏ ବୋଲି ବଡ଼ ଝିଅ ଥିଲେ ତାଙ୍କ ତଳେ ତାଙ୍କର ଆଉ ଦୁଇଟି ଭାଇ ମଧ୍ୟ ଅଛନ୍ତି ।

ଏବେ ଆମ ଧାରାବାହିକ ର ଚୁଲ୍ ବୁଲି ହିରୋଇନ୍ ଋଦ୍ରି +୨ରେ ପାଠ ପଢ଼ୁଛନ୍ତି।ତାଙ୍କ କହିବା ଅନୁଯାଇ ତାଙ୍କ ମାମୁଁ ଙ୍କ ଘରେ କେହି ଭି ଝିଅ ନା ଥିବାରୁ ର ସମସ୍ତଙ୍କ ଠାରେ ପ୍ରିୟ ।ତାଙ୍କର ପ୍ରକୃତ ନାମ ହଉଚି ଜସ୍ମିନ ।ରୁଦ୍ରୀ ନାମ ରେ ଯେମିତି ରୂପ ରେ ଭି ଠିକ୍ ସେମିତି ।ତେବେ ନିକଟରେ ଋଦ୍ରି ସୁଟିଂ ସମୟରେ କାର ଡ୍ରାଇଭ କରୁଥିବାର ଦେଖିବାକୁ ମିଳିଛି।ସେ ତାଙ୍କର ସୁଟିଂ ପାଇଁ ଡ୍ରାଇଭ ଶିଖୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।