IAS ଅଫିସର ଙ୍କ ଠାରୁ ମଧ୍ୟ ଅଧିକ ଦରମା ପାଇଥାନ୍ତି ଏହି ରିପୋଟର ମାନେ ଏହି ରିପୋଟର ମାନଙ୍କ ର ମାସିକ ଦରମା ଜାଣିଲେ ଆପଣ ଚକିତ ହୋଇଯିବେ..

0

ଆମ ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ର ମୁଖ୍ୟ ଉଦେଶ୍ୟ ହେଉଛି ଲୋକ ମାନଙ୍କ ମଙ୍ଗଳ ପାଇଁ ନୂଆ ନୂଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।କିନ୍ତୁ ସରକାର ଲୋକମାନ ଙ୍କର ଆବଶ୍ୟକତା କୁ ଜାଣିବା ପାଇଁ ସୋସିଆଲ ମିଡ଼ିଆ ର ସାହାଯ୍ୟ ନେଇଥାନ୍ତି ।ଏହି କାରଣ ରୁ ସୋସିଆଲ ମିଡ଼ିଆ ବା ଗଣମାଧ୍ୟମ କୁ ସରକାର ଙ୍କର ଚତୁର୍ଥ ପିଲର ବୋଲି କୁହାଯାଏ। ଏବଂ ଏହି ସୋସିଆଲ ମିଡ଼ିଆ ର ମୁଖ୍ୟ କାର୍ଯ୍ୟ ହେଉଛି ଲିକମାନ ଙ୍କ ଅସୁବିଧା ଓ ସମସ୍ୟା କୁ ନେଇ ସରକାର ଙ୍କୁ ଜଣେଇବା ଏବଂ ସରକାର ଙ୍କର ନୀତି ନିୟମ ଓ ଯୋଜନା ବିଷୟରେ ଲୋକମାନ ଙ୍କୁ ଜଣେଇବା ।

ତେବେ ଆମେ ଆଜି ଆପଣ ଙ୍କୁ ଏହି ମିଡ଼ିଆ ରେ କାର୍ଯ୍ୟ କରୁଥିବା ରିପୋର୍ଟର ମାନଙ୍କ ର ଦରମା କେତେ ହୋଇଥାଏ ବୋଲି ।ତେବେ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଜଣେ ନିୟୁଜ ରିପୋଟର ଜଣେ IAS ତଥା ସରକାରୀ କର୍ମଚାରୀ ମାନଙ୍କ ଠାରୁ ବହୁତ ଅଧିକ ଟଙ୍କା ମାସିକ ଦରମା ପାଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ନିୟୁଜ ରିପୋଟର କେତେ ଟଙ୍କା ଦରମା ପାଇଥାନ୍ତି ।

୧.ରବୀଶ କୁମାର

ରବୀଶ କୁମାର ହେଉଛି ଭାରତର ସବୁଠାରୁ ସୁନାମଧନ୍ୟ ରିପୋଟର ଯିଏକି ଜାର୍ଣ୍ଣାଲିଜିମ ର ସବୁଠାରୁ ଉଚ୍ଚ ପଦବୀରେ ପୁରସ୍କୃତ ହୋଇସାରିଛନ୍ତି।ସେ ଏନଣ୍ଡି ନିୟୁଜ ଚେନାଲ ର ରିପୋଟର ଅଟନ୍ତି ।ତେବେ ସେ ମାସକୁ ୨୦ ଲକ୍ଷ ଟଙ୍କା ଦରମା ପାଇଥାନ୍ତି।ସେ ବର୍ଷକୁ ପ୍ରାୟ ୨.୩ କୋଟି ଟଙ୍କା ପାଇଥାନ୍ତି।

୨.ଅର୍ଣ୍ଣବ ଗୋସ୍ୱାମୀ

ଅର୍ଣ୍ଣବ ଗୋସ୍ୱାମୀ ଭାରତର ସବୁଠାରୁ ଫେମସ ରିପୋଟର ଅଟନ୍ତି ଯିଏକି ରିପବ୍ଲିକ ଇଣ୍ଡିଆ ରେ କାମ କରିଥାନ୍ତି। ସେ ମାସକୁ ୫୦ ଲକ୍ଷ ଟଙ୍କା ଦରମା ପାଇଥାନ୍ତି ।ସେ ସବୁବେଳେ ତାଙ୍କର ରିପୋର୍ଟ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

୩.ସୁଧୀର ଚୋୖଧରି

ସେ ହେଉଛନ୍ତି ଜି ନିୟୁଜ ର ମୁଖ୍ୟ ରିପୋଟର ଏବଂ ସେ ଲୋକପ୍ରିୟ ଟିଭି ସୋ DNA ର ହୋଷ୍ଠ କରିଥାନ୍ତି ।ତାଙ୍କର ମାସିକ ଦରମା ୪୦ ଲକ୍ଷ ଟଙ୍କା ଅଟେ

୪.ଅଞ୍ଜନା

ସେ ହେଉଛନ୍ତି ଆଜ ତକ ନିୟୁଜ ଚେନାଲ ର ଚିଫ ବ୍ୟବସ୍ଥାପିକା ।ସେ ଗୋଟିଏ ବର୍ଷରେ ୧୦ କୋଟି ଟଙ୍କା ଦରମା ପାଇଥାନ୍ତି ଆଉ ମାସକୁ ପ୍ରାୟ ୯୦ ଲକ୍ଷ ଟଙ୍କା ।ତାଙ୍କ ସହ ଆଜ ତକ ରେ କାର୍ଯ୍ୟ କରନ୍ତି ଆଉ ଦୁଇ ଜଣ ରିପୋଟର ତଥା ଶ୍ୱେତା ଏବଂ ରିସବ ଯେଉଁମାନେ ମାସକୁ ୬୦ ଲକ୍ଷ ଏବଂ ୭୦ ଲକ୍ଷ ଟଙ୍କା ଦରମା ପାଇଥାନ୍ତି।

୫.ରଜତ ଶର୍ମା

ରଜତ ଶର୍ମା ହେଉଛନ୍ତି ଇଣ୍ଡିଆ ଟିଭି ନିୟୁଜ ର ଚିଫ ରିପୋଟର ଏବଂ ସେ ମାସକୁ ପ୍ରାୟ ୩୫ ଲକ୍ଷ ଟଙ୍କା ଦରମା ପାଇଥାନ୍ତି। ଆଉ ଗୋଟିଏ ବର୍ଷରେ ସେ ୪.୫ କୋଟି ରୁ ଅଧିକ ଟଙ୍କା ଦରମା ପାଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।