Vastu Tips – ୨୪ ଘଣ୍ଟା ଭିତରେ ସବୁ ଇଚ୍ଛା ହେବ ପୁରଣ ବାସ୍ କରନ୍ତୁ ଏହି ଛୋଟିଆ କାମ

0

ପ୍ରତ୍ୟେକ ମଣିଷ ନିଜ ଜୀବନ ରେ କେବେ ସୁଖ ତ କେବେ ଦୁଃଖ ର ସାମ୍ନା କରିଥାଏ। ତାହା କୁ ସେ ନିଜର ଭାଗ୍ଯ ବୋଲି ଭାବି ଆଗକୁ ବଢିଚାଲେ। ଆଜି ଯିଏ ଖୁସି ରେ ଅଛି କାଲି ଯେ ତା ଜୀବନ ରେ ଦୁଃଖ ନ ଆସିବ ତାହା କେହି କହି ପାରିବେ ନାହିଁ,ଏବଂ ଆଜି ଯିଏ ଦୁଃଖ, ଦୁର୍ଦଶା ରେ ଦିନ କାଟୁଛି କାଲି ତା ଜୀବନ ରେ ସୁଖ, ଶାନ୍ତି ଆସିବ ନାହିଁ ବୋଲି କହିବା ଟା ଭୁଲ୍ ହେବ ଏବଂ ଏହା ହେଉଛି ପ୍ରକୃତି ର ନିୟମ,

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ଯକ୍ତି ଚାହିଁବ ତାହା ହେଲେ ସେ ଏକ ମାଧ୍ଯମ ଦ୍ବାରା ନିଜର ଦୁଃଖ ର କାଳ କୁ କମ କରି ସୁଖ ର ସମୟ କୁ ବଢେଇ ପାରିବ, ତ ଆପଣ ମାନେ ମଧ୍ଯ ନିଜର ଜୀବନ କୁ ବେଶ୍ ଆନନ୍ଦ ଏବଂ ହସ,ଖୁସି ରେ କଟେଇବା ପାଇଁ ଚାହୁଁଥିବେ, କିନ୍ତୁ ତାହା କେବେ ସମ୍ଭବ ହେଉନାହିଁ। ଆପଣ ମାନେ ମଧ୍ଯ ଆପଣଙ୍କ ଚତୁର୍ଦ୍ଦିଗ ରେ ଦୁଇ ପ୍ରକାରର ଲୋକ ଦେଖୁଥିବେ।

କିଛି ଲୋକ ସବୁବେଳ ଦୁଃଖ ଓ ଚିନ୍ତା ରେ ବୁଡି ରହୁଥିବେ।ସେମାନେ ସମସ୍ତେ କୈଣସି ନା କୈଣସି ସମସ୍ୟା ରେ ଘେରି ହୋଇ ରହିଥାନ୍ତି ଏବଂ ଆଉ କିଛି ଲୋକ ଥାନ୍ତି ଯେଉଁମାନେ ସର୍ବଦା ଖୁସି ରେ ଥାନ୍ତି ଏବଂ ସେମାନଙ୍କ ସହ ସର୍ବଦା ଭଲ ହୋଇଥାଏ।ତେବେ ଆଜି ଆମେ ଆପଣ ଙ୍କୁ ସେହି ବିଷୟ ରେ ଜଣାଇବୁ।

ଯେଉଁ ମାନଙ୍କ ଜାତକ ରେ ଗ୍ରହ ମାନେ ଶୁଭ ସ୍ଥିତି ରେ ରହିଥାନ୍ତି ସେମାନଙ୍କ ପାଖରେ ଧନ ହି ଧନ ରହି ଥାଏ। ପ୍ରତ୍ୟେକ ଜାଗା ରେ ସମ୍ମାନ ବଢ଼ି ଥାଏ। ସମସ୍ତେ ଆପଣ ଙ୍କ ସକ୍ଷମ କୁ ବୁଝି ପାରି ଥାନ୍ତି। ଯେଉଁ ମାନଙ୍କ ଗ୍ରୁଗ୍ରହ ଶୁଭ ସ୍ଥିତି ରେ ଥାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟ ଶାଳୀ ହୋଇ ଥାନ୍ତି। ଏମାନଙ୍କ ମନେ ରଖିବା ଶକ୍ତି ମଧ୍ୟ ବହୁତ୍ ଭଲ ହୋଇଥାଏ ।ଏମାନେ ଉଚ୍ଚ ପଦ ରେ ରହିଥାନ୍ତି।ଏମାନେ ଦୀର୍ଘାୟୁ ହୋଇଥାନ୍ତି।

ଏମାନଙ୍କ ଜୀବନ ସୁଖ ସମୃଦ୍ଧି ବର ଭାରି ରହି ଥାଏ।ତେବେ ଯଦି ଆପଣ ଙ୍କୁ ଲାଗୁଚି କି ଆପଣ ଙ୍କ ଜୀବନ ରେ ଅନ୍ଧାର ଭରି ଯାଇଛି କିମ୍ବା କୌଣସି କାର୍ଯ୍ୟ ରେ ସଫଳତା ମିଳି ପାରୁ ନାହଁ ତେବେ ଆମେ ଆପଣଙ୍କୁ ଏପରି ଏକ ଉପାୟ ଜଣାଇବୁ ଯାହା ଦ୍ଵାରା ଆପଣ ଙ୍କ ସବୁ ସମସ୍ୟା ଦୂର ହୋଇ ଜିବ। ତା ସହିତ ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ରହିବ। ଧନ କୁ ଜଡ଼ିତ ସବୁ ସମସ୍ୟା ଦୂର ହେବ । ଋଣ ଥିଲେ ତାହା ମଧ୍ୟ ସୁଝି ଯିବ।

ଲାଲ୍ କିତାବ୍ ରେ କୁହା ଯାଇଥିବା ଏହି ଉପାୟ କୌଣସି ସାଧାରଣ ଉପାୟ ନୁହଁ । ତେବେ ଏହି ଉପାୟ କୁ ଯଦି ବିଶ୍ୱାସ ଓ ନିଷ୍ଠା ର ସହିତ କରିବେ ତେବେ ଏହା ର ପ୍ରଭାବ ଗୋଟିଏ କି ଦୁଇ ଦିନ ମଧ୍ୟ ରେ ଦେଖି ପାରିବେ। ଏହି ଉପାୟ ପାଇଁ ଗୋଟିଏ ସାଧା କାଗଜ ନେବାର ଅଛି। ଗୋଟିଏ ପାତ୍ର ରେ କିଛି କେଶର ଯଦି କେଶର ନଥାଏ ତେବେ ଚନ୍ଦନ କୁ ଘୋରି ସେଇ କେଶର କିମ୍ବା ଚନ୍ଦନ୍ ଦ୍ଵାରା ସେହି ସାଧା କାଗଜ ରେ ହିଁ ଲେଖିବେ ଓ ପରେ ହାତ ଯୋଡି ଆଖି ବନ୍ଦ କରି ପ୍ରାର୍ଥନା କରିବେ ତ ପରେ ସେହି କାଗଜ କୁ ଡାହାଣ ହାତ ରେ ମୁଠା କରି ଧରିବେ ।

ପରେ ହଂ ହନୁମତେ ରୁଦ୍ରତ୍ମକାୟ ହଂ ଫଟ ମନ୍ତ୍ର କୁ ୧୧ ଥର ଜପ କରିବେ । ଏହି ମନ୍ତ୍ର ଦ୍ଵାରା ଶବ୍ଦ ସିଦ୍ଧ ହୋଇ ଯାଏ। ତା ପର ଦିନ କୌଣସି ହନୁମାନ ମନ୍ଦିର ଯାଇ ତାଙ୍କ ପାଦ ତଳେ ଏହି କାଗଜ ଟି କୁ ରଖିଦେବେ ଓ ହନୁମାନ ଙ୍କ ପାଖରେ ନିଜର ସମସ୍ୟା କହି ଘରକୁ ଆସିବେ । ଏହି ଛୋଟ ଉପାୟ ଦ୍ଵାରା ଆପଣ ଙ୍କ ସମସ୍ୟା ଦୂର ହୋଇ ଯିବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।